Daily Archives

March 26, 2024

ରାଜନୀତିରେ ଲାଗିଲା ହୋଲିର ରଂଗ । ସବୁଜ ବନାମ ଗେରୁଆକୁ ନେଇ ଚର୍ଚ୍ଚା, ବିଜେପିର ଦାବି, ନିଷ୍ପତି ନେଇଛନ୍ତି ଜନତା,…

କନକ ବ୍ୟୁରୋ : ନିର୍ବାଚନ ରୁତୁରେ ହୋଲି ଆସିଥିବାରୁ ଏହାକୁ ହାତଛଡା କରି ନାହାନ୍ତି କୌଣସି ରାଜନୈତିକ ଦଳ । ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଦଳୀୟ କାର୍ଯ୍ୟାଳୟରେ ଏକାଠି ହୋଇ ଧୁମଧାମରେ ପାଳନ କରିଛନ୍ତି ରଂଗର ପର୍ବ ।.. ଶଙ୍ଖ ଭବନରେ ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ସଞ୍ଜୟ…

ଉତ୍ସବ ମନାଇବାର କିଛି ଘଂଟା ଭିତରେ ଆସିଲା ଅବସାଦର ଚିତ୍ର । ସାଲେପୁର, ସୋର, ପାରାଦୀପ, ବାରଙ୍ଗ, ବାଲିଗୁଡାରେ ପାଣିରେ…

କନକ ବ୍ୟୁରୋ : ସାରା ରାଜ୍ୟ ରଙ୍ଗେଇ ହୋଇଥିବାବେଳେ ଅନେକ ସ୍ଥାନରେ ଦୁଃଖ ଦେଇଛି ଖୁସିର ପର୍ବ । ଅନେକ ସ୍ଥାନରେ ହୋଲି ଅଘଟଣ ଘଟିଛି । ହୋଲି ଦୁର୍ଘଟଣାରେ ପାଣିରେ ବୁଡି ୭ ଜଣ ପ୍ରାଣ ହରାଇଛନ୍ତି । ସାଲେପୁର, ସୋର, ବାରଙ୍ଗ, ବାଲେଶ୍ୱର, ସମ୍ବଲପୁର ଭଲି ସ୍ଥାନରୁ ଏଭଳି ଖବର ଆସିଛି ।…

ଉଦ୍ୟମ ବଳେ ସର୍ବସିଦ୍ଧି: ଚାହିଁଲେ ସବୁ ସମ୍ଭବ, ଚେଷ୍ଟା ଆଗରେ ହାରିଯିବ ଅକ୍ଷମତା

କନକ ବ୍ୟୁରୋ: ଚାଲିବାକୁ ଅକ୍ଷମ ତଥାପି ବି ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି । ନିଜ ପ୍ରଚେଷ୍ଟାରେ ଟ୍ୟୁସନ୍ ଓ ରାସ୍ତା କଡରେ ପେଟ୍ରୋଲ ବିକ୍ରି କରି ପରିବାର ପତିପୋଷଣ କରୁଛନ୍ତି । ଟ୍ରାଇ ସାଇକେଲ ସାଜିଛି ରଞ୍ଜିତଙ୍କ ସାହାରା । ସେଇ ଟ୍ରାଇ୍ ସାଇକେଲ୍ଟି ପୁରୁଣା ହୋଇଯାଇଛି । ନୂଆ…

ରାଜକନିକାରେ ୬ଶହ ବର୍ଷର ରାଜ ମେଳଣ: ରାଜାରାଣୀଙ୍କ ସହ ହୋଲି ଖେଳିଲେ ହଜାର ହଜାର ଲୋକ

କନକ ବ୍ୟୁରୋ: ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବର୍ଷ ବର୍ଷର ପରମ୍ପରାକୁ ଆଜି ବି ଖୁସ୍ ଆଡମ୍ବର ସହ ପାଳନ କରାଯାଇଛି । ଶ୍ରଦ୍ଧା ଓ ଭକ୍ତିର ସହ ଦୋଳ ବିମାନରେ ଭଗବାନଙ୍କୁ ଅବସ୍ଥାନ କରି ପୂଜାର୍ଚ୍ଚନା କରିଛନ୍ତି । ୬ ଶହ ବର୍ଷର ମେଳଣ…

ରଙ୍ଗରେ ପର୍ବରେ ରଙ୍ଗିନ୍ ହେଲା ବୃଦ୍ଧାଶ୍ରମ: ରାଇରଙ୍ଗପୁର ବିର୍ସାମୁଣ୍ଡା ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହ ହୋଲି…

କନକ ବ୍ୟୁରୋ: ରଙ୍ଗର ପର୍ବ ପାଇଁ ଉତ୍ସବ ମୁଖର ରାଜ୍ୟ । ସବୁଠି ଲୋକେ ହୋଲି ଖେଳୁଥିବା ବେଳେ ଏଥିରୁ ବାଦ ପଡ଼ି ନାହାନ୍ତି ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ । ଆଖିରେ ଜ୍ୟୋତି ନଥିବାରୁ ଦୁନିଆଟା ସିନା ଅନ୍ଧାର କିନ୍ତୁ ସେମାନଙ୍କ ମନରେ ରହିଛି ଅନେକ ରଙ୍ଗିନ ସ୍ୱପ୍ନ । ଗଜପତି ଜିଲ୍ଲା…

ସମ୍ବଲପୁର ମୁଣ୍ଡଘାଟରେ ଅଘଟଣ: ହୋଲି ଖେଳିସାରି ଗାଧୋଉଥିବା ବେଳେ କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ

କନକ ବ୍ୟୁରୋ: ଳସମ୍ବଲପୁର ମୁଣ୍ଡଘାଟରେ ଅଘଟଣ । ହୋଲି ଖେଳିସାରି ଗାଧୋଉଥିବା ବେଳେ କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପୃଥ୍ୱୀରାଜ ବେହେରା । ଯୁବକ ଜଣକ ହୋଲି ଖେଳି ସାରି ଗାଧେଇବା ପାଇଁ ଚାଉଁରପୁର ମୁଣ୍ଡଘାଟ ନିକଟରେ ଥିବା କେନାଲକୁ ଯାଇଥିଲେ । ଆଉ ଗାଧୋଉଥିବା ବେଳେ…