Daily Archives

March 23, 2024

କର୍କଟରୋଗରେ ପୀଡିତ ଅଛନ୍ତି ବିଟ୍ରେନ ରାଜକୁମାରୀ । ଭିଡିଓ ବାର୍ତା ଜାରି କରି ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଲେ କେଟ…

କନକ ବ୍ୟୁରୋ : କର୍କଟ ରୋଗରେ ପୀଡିତ ବ୍ରିଟେନ ରାଜକୁମାରୀ କେଟ ମିଡଲଟନ । ନିଜ ଅସୁସ୍ଥତା ବିଷୟରେ ଭିଡିଓ ଜାରି କରି ସୂଚନା ଦେଇଛନ୍ତି ରାଜକୁମାର । ୪୨ବର୍ଷ ବୟସର କେଟଙ୍କ ଚିକିତ୍ସା ଚାଲିଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ବର୍ଷ ଆରମ୍ଭରୁ ତାଙ୍କ ଅସୁସ୍ଥତାକୁ ନେଇ…

ମସ୍କୋ ଆତଙ୍କୀ ଆକ୍ରମଣରେ ଦେଢ଼ଶହ ଟପିଲା ମୃତ୍ୟୁ ସଂଖ୍ୟା । ଶୁକ୍ରବାର ମସ୍କୋର ସପିଂ ମଲ ଉପରେ ଆତଙ୍କବାଦୀ କରିଥିଲେ…

କନକ ବ୍ୟୁରୋ : ରୁଷ ରାଜଧାନୀ ମସ୍କୋ କନସର୍ଟ ଭେନ୍ୟୁରେ ଶୁକ୍ରବାର ରାତିରେ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ଶହେ ଟପିଛି । ପାଖାପାଖି ୧୫୦ ଜଣଙ୍କୁ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ କରାଯାଉଛି । ଏହି ବଡ଼ ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତ ୪ଜଣ ବନ୍ଧୁକଧାରୀଙ୍କ ସମେତ ମୋଟ…

୨୫ଦିନ ପରେ ବି ଅସ୍ଥିର ହିମାଚଳ ପ୍ରଦେଶ କଂଗ୍ରେସର ସ୍ଥିତି । ବିଜେପିରେ ସାମିଲେ ହେଲେ ଅଯୋଗ୍ୟ ଘୋଷିତ ୬ ବିଧାୟକ

କନକ ବ୍ୟୁରୋ : ୨୫ଦିନ ପରେ ବି କମ ହୋଇନି ହିମାଚଳପ୍ରଦେଶ କଂଗ୍ରେସର ସମସ୍ୟା । ଅଯୋଗ୍ୟ ଘୋଷିତ ୬ଜଣ ବିଧାୟକ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିିତିରେ ସୁଧୀର ଶର୍ମା, ରବି ଠାକୁର, ରାଜିନ୍ଦର ରାଣା, ଇନ୍ଦର ଦତ ଲଖନପାଲ. ଚୈତନ୍ୟ ଶର୍ମା…

‘ନିର୍ବାଚନୀ ବଣ୍ଡ’କୁ ନେଇ ବିଜେପିକୁ ଟାର୍ଗେଟ୍ । ଚର୍ଚ୍ଚାରେ କଂଗ୍ରେସର ବିଜ୍ଞାପନ, ଚାନ୍ଦା ଦିଅ, ଧନ୍ଦା ନିଅ!

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନରେ ‘ଇଲେକ୍ଟୋରାଲ ବଣ୍ଡ’କୁ ପ୍ରମୁଖ ପ୍ରସଙ୍ଗ କରିବାକୁ ସ୍ଥିର କରିଛି କଂଗ୍ରେସ । ନିର୍ବାଚନୀ ବଣ୍ଡ ଜରିଆରେ ମୋଟା ଆକାରରରେ ଚାନ୍ଦା ଆଦାୟ କରିବା ଅଭିଯୋଗରେ ବିଜେପିକୁ ଟାର୍ଗେଟ କରୁଛି କଂଗ୍ରେସ । ଏହାକୁ ନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ…

ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବେ ଗରିବ ପିଲା । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ମାଗଣାରେ ନାଁ ଲେଖାଉଛନ୍ତି…

କନକ ବ୍ୟୁରୋ: ରାଜ୍ୟର ବଡ ବଡ ଶିକ୍ଷାନୁଷ୍ଠାନରେ ପାଠ ପଢିବେ ଗରିବ ପିଲା । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୭ ହଜାର ୨୩୫ ଛାତ୍ରଛାତ୍ରୀ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନରେ ମାଗଣାରେ ନାଁ ଲେଖାଇବେ । କିନ୍ତୁ ମାଗଣାରେ ମିଳିବାକୁ ଥିବା ପାଠ୍ୟ ପୁସ୍ତକ ଓ ସ୍କୁଲ ଡ୍ରେସ…

ଆକ୍ସନମୋଡରେ ତଦନ୍ତକାରୀ ସଂସ୍ଥା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ାଉ

କନକ ବ୍ୟୁରୋ : ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ାଉ । ତାଙ୍କ କୋଲକାତା ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଲୋକପାଳଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛି ସିବିଆଇ । ଟଙ୍କା ପାଇଁ ପ୍ରଶ୍ନ…