Daily Archives

March 23, 2024

କେଜ୍ରିୱାଲଙ୍କ ରିମାଣ୍ଡ ବିରୋଧରେ ଇଣ୍ଡିଆ ମେଂଟର ପ୍ରତିବାଦ । ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିରୋଧୀଙ୍କ ଗର୍ଜନ

କନକ ବ୍ୟୁରୋ : ୭ଦିନିଆ ଇଡି ରିମାଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ରିମାଣ୍ଡରେ ନେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ରିମାଣ୍ଡରେ ନେବା ପରେ ଇଡି ଲକଅପରେ କଟିଛି କେଜ୍ରିୱାଲଙ୍କ ରାତି । ହାଜତରେ କଟିଲା…

କଂଗ୍ରେସର ପାଞ୍ଚ ଯୋଜନା । ସରକାରକୁ ଆସିଲେ ୧୦୦ ଦିନରେ ଲାଗୁ କରିବାକୁ ପ୍ରତିଶ୍ରୁତି ।

କନକ ବ୍ୟୁରୋ: ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ, ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଦେଇଛି ୫ ଯୋଜନା ପୂରଣ କରିବାର ପ୍ରତିଶ୍ରୁତି । ଦଳ ପକ୍ଷରୁ ପ୍ରେସମିଟ୍ କରାଯାଇ, ସରକାରକୁ ଆସିଲେ ଶହେ ଦିନ ଭିତରେ ଯୋଜନା ଗୁଡିକୁ ଲାଗୁ କରିବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ । କଂଗ୍ରେସର ୫…

ଇଡିର ଗିରଫଦାରୀ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିୱାଲ । ତୁରନ୍ତ ଶୁଣାଣି ପାଇଁ କଲେ ଅନୁରୋଧ

କନକ ବ୍ୟୁରୋ : ଇଡି ରିମାଣ୍ଡକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରବିବାର ଆବେଦନ ଉପରେ ଶୁଣାଣୀ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି କେଜ୍ରିୱାଲ । ଏଥିସହ ଆବେଦନରେ ଏକଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଗିରଫଦାରୀ ଓ ଇଡି…

ହୀରାକୁଦରେ ବ୍ୟାପୁଛି ଡାଇରିଆ । ବୁର୍ଲାରେ ଚିକିତ୍ସିତ ହେଉଛନ୍ତି ୧୧ ଗୁରୁତର, ୧୨୭ ଆକ୍ରାନ୍ତ

କନକ ବ୍ୟୁରୋ: ସମ୍ବଲପୁରର ହୀରାକୁଦ ସହରରେ ବ୍ୟାପୁଛି ଝାଡ଼ାବାନ୍ତି । ଗତ ଦୁଇ ଦିନ ହୀରାକୁଦ ସହରର ବସ୍ତି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁଁ ୧୨୦ରୁ ଅଧିକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଭୀମସାର ମେଡିକାଲରେ ଜଣଙ୍କର ମୃତ୍ୟୁ…

ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ ନେଇ ସୁପ୍ରିମକୋର୍ଟ ପହଂଚିଲେ କେରଳ ସରକାର । କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ…

କନକ ବ୍ୟୁରୋ : କେରଳ ସରକାର ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନରେ କୁହାଯାଇଛି କି, ରାଷ୍ଟ୍ରପତି ଦୀର୍ଘଦିନ ହେବ ତାଙ୍କ ନିକଟରେ ପଡି ରହିଥିବା ୪ଟି ବିଲକୁ ମଞ୍ଜୁରୀ ଦେଉନାହାଁନ୍ତି । ଏହି ବିଧେୟକଗୁଡିକୁ ରାଜ୍ୟ ବିଧାନସଭାରେ ପାରିତ କରାଯାଇଛି ।…

ଚର୍ଚ୍ଚାରେ ରହିଗଲା ବିଜେପି-ବିଜେଡି ମେଣ୍ଟ ।  କେଉଁଠି ଅଟକିଲା ମେଣ୍ଟ? କଣ ହୋଇପାରେ ମେଣ୍ଟ ନହେବାର କାରଣ?

କନକ ବ୍ୟୁରୋ: ମାର୍ଚ୍ଚ ୫ତାରିଖରୁ ବିଜେଡି-ବିଜେପି ମେଣ୍ଟକୁ ନେଇ, ଅନେକ ଚର୍ଚ୍ଚା ଓ ହଟଚମଟ ଦେଖିବା ପାଇଁ ମିଳିଲା । ଏପରିକି ଆସନ ଭାଗବଣ୍ଟା ନେଇ ଜାତୀୟ ଗଣମାଧ୍ୟମରେ ଅନେକ ରିପୋର୍ଟ ଆସିଲା । ଏଥିରେ କୁହାଗଲା, ଲୋକସଭାରେ ବିଜେପି ଅଧିକ ଆସନ ଓ ବିଧାନସଭାରେ ବିଜେଡି ଅଧିକ ଆସନରେ ଲଢ଼ିବ ।…