Daily Archives

March 21, 2024

ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଅଭିଯୋଗ: ସୋନିଆ ଗାନ୍ଧୀ କହିଲେ, କଂଗ୍ରେସକୁ ଆର୍ଥିକ ସ୍ତରରେ ‘ପଙ୍ଗୁ’ କରିଦେବାକୁ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନର ସପ୍ତାହ ପୂବ ର୍ରୁ ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଆର୍ଥିକ ସ୍ତରରେ ପଙ୍ଗୁ କରିଦେବାକୁ…

ସମୟ ପୂର୍ବରୁ ବଜାରକୁ ଆସୁଥିବା ଆମ୍ବକୁ ହୁସିଆର । ସତର୍କ କରାଇଲେ କୃଷି ବୈଜ୍ଞାନିକ, ଆଗୁଆ ପଚାଇବା ପାଇଁ କ୍ୟାଲସିୟମ୍…

କନକ ବ୍ୟୁରୋ : ଓଡ଼ିଶା ବଜାରରେ ଜମିଲାଣି ଆମ୍ବର ପସରା । ବିଭିନ୍ନ କିସମର ଆମ୍ବ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ବିଶେଷ କରି ବାଇଗଣ ପଲେଇ, ପଣ୍ଡୁ ପଲେଇ ଓ ଲାଟ୍ ସୁନ୍ଦରୀ ଆମ୍ବର ଚାହିଦା ଅଧିକ । କିଲୋପିଛା ଦେଢଶହରୁ ୧୬୦ ଟଙ୍କା ପଡୁଛି । ଦାମ୍ ବେଶୀ ହେଲେ ବି ଆମ୍ବ କିଣିବା ପାଇଁ ଗ୍ରାହକଙ୍କ…

ନିର୍ବାଚନ ବଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଉତର ରଖିଲା ଏସବିବଆଇ: ବଣ୍ଡ ନେଇ ପୁରା ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ…

କନକ ବ୍ୟୁରୋ: ନିର୍ବାଚନ ବଣ୍ଡ ମାମଲାକୁ ନେଇ ବିବାଦ ଭିତରେ ଗୁରୁବାର ସୁପ୍ରିମକୋର୍ଟରେ ଉତର ରଖିଛି ଏସବିଆଇ । ନିର୍ବାଚନୀ ବଣ୍ଡ ସମ୍ପର୍କୀତ ସବୁ ଟିକିନିଖି ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ନେଇ କୋର୍ଟରେ କହିଛି ଏସବିଆଇ । ଇଲୋକ୍ଟାରାଲ ବଣ୍ଡକୁ ନେଇ ପୁରା ତଥ୍ୟ ପ୍ରଦାନ…

ପୁରୀରେ ବିଦ୍ୟୁତ କାଟର ଅଭାବନୀୟ ଦୃଶ୍ୟ । ମହମବତୀ ଆଲୁଅରେ ଜଳୁଛି ଶିକ୍ଷାର ଦୀପ, ମିଞ୍ଜି ମିଞ୍ଜି ଆଲୋକରେ ଗଢ଼ା ହେଉଛି…

କନକ ବ୍ୟୁରୋ : ପୁରୀରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ଘଂଟା ଘଂଟା ଧରି ବିଦ୍ୟୁତ୍ କାଟ ଯୋଗୁଁ ସଦର ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ପୁରୀ ସଦର ଅଂଚଳରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମଙ୍ଗଳବାର ରାତିରୁ…

ବରିଷ୍ଠ ନେତା ଦାମ ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ । ବ୍ରେନ୍ ଡେଡ୍ ନେଇ ସୂଚନା ଦେଲେ ପୁଅ ସମ୍ବିତ ରାଉତରାୟ

କନକ ବ୍ୟୁରୋ : ସତୁରୀ-ଅଶୀ ଦଶକରେ ଜନନାୟକ ବିଜୁ ପଟ୍ଟନାୟକଙ୍କ ଡାକରାରେ ଯେଉଁମାନେ ରାଜନୀତିରେ ଯୋଗ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଅନ୍ୟତମ ପ୍ରମୁଖ ଚେହେରା ଦାମ ରାଉତ । ଜରୁରୀକାଳୀନ ସ୍ଥିତି ପରେ ପରେ ଅର୍ଥାତ୍ ୧୯୭୭ ମସିହାରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ଦାମ ରାଉତ । ଜନତା ପାର୍ଟି…

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ କେଜରିୱାଲଙ୍କ ଘରେ ପହଂଚିଲା ଇଡି: ଗିରଫଦାରିରୁ ସୁରକ୍ଷା ଦେବାକୁ…

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁନୀତି ମାମଲା ପଚରାଉଚରା ପାଇଁ କେଜରିୱାଲଙ୍କ ଘରେ ପହଂଚିଲା ଇଡି । ଗିରଫଦାରିରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡିର କାଯ୍ୟାନୁଷ୍ଠାନ । ଇଡିର ସ୍ୱତନ୍ତ୍ର ଟିମ କେଜ୍ରିୱାଲଙ୍କ ଦିଲ୍ଲୀ ସ୍ଥତ ଘରେ ପହଂଚିଛି । ଗୁରୁବାର ହଜାର ହେବାକୁ ନବମ…