Daily Archives

March 18, 2024

ଲୋକପ୍ରିୟ ୟୁଟ୍ୟୁବରଙ୍କ ହାତରେ ହାତକଡ଼ି: ରେଭ ପାର୍ଟିରେ ସାପ ଓ ସାପ ବିଷ ଯୋଗାଉଥିବା ଅଭିଯୋଗରେ ଏଲଭିସ ଯାଦବ ଗିରଫ

କନକ ବ୍ୟୁରୋ: ସତ ମାନିଲେ ଲୋକପ୍ରିୟ ୟୁଟ୍ୟୁବର । ରେଭ ପାର୍ଟିରେ ଯୋଗାଉଥିଲେ ସାପ ଓ ସାପ ବିଷ । ଗିରଫ ପରେ ଜେରାରେ ସତ ମାନିଛନ୍ତି ଏଲଭିସ ଯାଦବ । ରବିବାର ଏଲଭିସ ଯାଦବ ଗିରଫ କରାଯାଇଥିଲା । ରେଭ୍ ପାର୍ଟିରେ ସାପ ଏବଂ ସାପ ବିଷ ବାଂଟିବା ନେଇ ପୋଲିସ ହାତରେ ଧରାପଡିବା ପରେ ସତ ମାନିଛନ୍ତି…

ମୋଦୀଙ୍କ ମିଶନ ଦକ୍ଷିଣଭାରତ: ଅବ କି ବାର ୪୦୦ ପାର ଲକ୍ଷ୍ୟ ପୂରା କରିବାକୁ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର

କନକ ବ୍ୟୁରୋ: ନିର୍ବାଚନ ବିଗୁଲ ବାଜିସାରିଛି । ରାଜନୈତିକ ଦଳମାନଙ୍କ କସରତ ମଧ୍ୟ ଜୋରଦାର ହୋଇଛି । ଏହା ଭିତରେ ମିଶନ ୪୦୦ ଟାର୍ଗେଟ ପୂରା କରିବାକୁ ବିଜେପି ଏଥରକ ଦକ୍ଷିଣ ଭାରତ ଉପରେ ଅଧିକ ଫୋକସ କରୁଛି । ଏହାର ତାଜା ପ୍ରମାଣ ଦେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାରାଥନ ଦକ୍ଷିଣଭାରତ ଗସ୍ତ ।…

ଡରାଉଛି ଜୟଦେବ ବିହାରରୁ କିଟ୍ ଛକ ରାସ୍ତା । ସକାଳେ, ସନ୍ଧ୍ୟାରେ ଅସମ୍ଭାଳ ଭିଡ । ଟ୍ରାଫିକ ଜାମ ଯୋଗୁ ଚିନ୍ତାରେ…

କନକ ବ୍ୟୁରୋ: ଡରାଉଛି ଜୟଦେବ ବିହାରରୁ କିଟ୍ ଛକ ରାସ୍ତା । ରାଜଧାନୀର ଏହି ମୁଖ୍ୟ ରାସ୍ତା ଏବେ ପାଲଟିଛି ମରଣଯନ୍ତା । ଏହି ରାସ୍ତାର ଟ୍ରାଫିକ୍ ସମସ୍ୟା ଏବେ ରାଜଧାନୀବାସୀଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ମାତ୍ର ୭ରୁ ୮ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ବେଶ କସରତ କରିବାକୁ ପଡୁଛି…

ପାଣି ସମସ୍ୟାକୁ ନେଇ ତାତିଲେ: ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ

କନକ ବ୍ୟୁରୋ: ଗ୍ରୀଷ୍ମ ରୁତୁ ଆରମ୍ଭରୁ ବଢିଲାଣି ଜଳ କଷ୍ଟ । ନଦୀ ନାଳ, ବନ୍ଧ, ପୋଖରୀ ସବୁ ଶୁଖିଗଲାଣି । ବିଶେଷ କରି ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ ହେଲେଣି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଉକ୍ରଟ ପାନୀୟ ଜଳ ସଂକଟର ଦୃଶ୍ୟ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କାର୍ଯ୍ୟାଳୟରେ…

କାଳବୈଶାଖୀ ଉଜାଡ଼ିଦେଲା ପରିବାର: ଜୀବନ୍ତ ଜଳିଗଲେ ଇଂଜିନିୟରିଂ ଛାତ୍ର, ଜଳେଶ୍ୱରରୁ ଆସିଲା ହୃଦୟ ବିଦାରକ କାହାଣୀ

କନକ ବ୍ୟୁରୋ: ମାତ୍ର ୨୩ ବର୍ଷର ଯୁବକଟିଏ । ବାଲେଶ୍ୱର ଜିଲ୍ଲାରୁ ଆସି ଭୁବନେଶ୍ୱରରେ ପାଠ ପଢ଼ୁଥିଲେ । ସୁବିଧା ଦେଖି ଗାଁକୁ ଯାଇଥିଲେ, ବାପା-ମା’ଙ୍କୁ ଦେଖି ପୁଣି ଭୁବନେଶ୍ୱରର ଫେରି ଆସିବେ । ହେଲେ କିଏ ଜାଣିଥିଲା, ସେ ଶେଷ ଥର ପାଇଁ ଗାଁକୁ ଯାଉଛନ୍ତି । ଶେଷ ଥର ପାଇଁ ବାପା-ମାଙ୍କୁ…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା । ବର୍ଷା, ଘଡଘଡି ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଅରେଞ୍ଜ…

କନକ ବ୍ୟୁରୋ: ମଙ୍ଗଳବାରଠାରୁ ଆସୁଛି ବଡ କାଳବୈଶାଖୀ । ଏ ନେଇ ସତର୍କ କରିଛି ପାଣିପାଗ ବିଭାଗ । ବିଶେଷକରି ୧୯ ଓ ୨୦ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ । କାଳବୈଶାଖୀ ନେଇ ଆଲର୍ଟ ଜାରି କରାଯାଇଛି । ଏସଆରସି ସବୁ ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶନାମା…