Daily Archives

March 18, 2024

ଏସବିଆଇ ଉପରେ ବିରକ୍ତ ହେଲେ ସୁପ୍ରିମକୋର୍ଟ: ୩ ଦିନ ମଧ୍ୟରେ ସଂପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଇଲେକ୍ଟୋରାଲ ବଣ୍ଡକୁ ନେଇ ତଥ୍ୟ ଦେଇଛି ଭାରତୀୟ ଷ୍ଟେଟବ୍ୟାଙ୍କ । ଏଥିରୁ କେତେଟଙ୍କା କିଏ ଦେଇଛି ଓ କେତେ ଟଙ୍କା କିଏ ନେଇଛି ଜଣାପଡିଥିବାବେଳେ, କେତେ ଟଙ୍କା କିଏ କାହାଠାରୁ ନେଇଛି ତାହା ଜଣାପଡି ନାହିଁ । ତେଣୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ…

ତଥାପି ହଟୁନି ମେଣ୍ଟ ଦ୍ୱନ୍ଦ୍ୱ: ପୁଣି ଦିଲ୍ଲୀ ଗଲେ ଜୁଏଲ ଓ ମନମୋହନ

କନକ ବ୍ୟୁରୋ: ବିଜେଡି-ବିଜେପି ମେଂଟକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ମେଂଟ ହେବ ନା ନାହିଁ, ଏହାକୁ ନେଇ ଦ୍ୱନ୍ଦ୍ୱ ଭିତରେ ପୁଣି ଦିଲ୍ଲୀ ଯାଇଛନ୍ତି ବିଜେପି ଶୀର୍ଷ ନେତୃତ୍ୱ । ଚର୍ଚ୍ଚା ହେଉଛି, ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ…

କାହା ଆଡକୁ ଢ଼ଳିବେ ରାଜ୍ୟର ୮ଲକ୍ଷ ନୂଆ ଭୋଟର? ନୂଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନୂଆ ରଣନୀତି ।

କନକ ବ୍ୟୁରୋ: ଦେଶରେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ଓ ଆମ ରାଜ୍ୟରେ ଚଳିତ ବର୍ଷ ଯୋଡ଼ି ହୋଇଛନ୍ତି ପ୍ରାୟ ୮ ଲକ୍ଷ ନୂଆ ଭୋଟର । ଯାହାଙ୍କ ବୟସ ୧୮ରୁ ୧୯ ବର୍ଷ । ଏମାନଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇ ଯାଇଛି ପ୍ରତିଯୋଗିତା । ତେବେ ସରକାରଙ୍କ ଠାରୁ କ’ଣ…

ବିଜେଡିର ଟିକେଟ କସରତ । ନବୀନ ନିବାସରେ ପୁରୀ ନେତାଙ୍କ ସହ ଆଲୋଚନା । ପିନାକୀଙ୍କ ଅନୁପସ୍ଥିତି ବଢ଼ାଇଲା ଚର୍ଚ୍ଚା

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ପରେ, ଲଢେଇ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ବିଜୁ ଜନତା ଦଳ, ଆରମ୍ଭ କରିଛି ଟିକେଟ କସରତ । ଏଥିପାଇଁ ଆଜି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁରୀ ସଂସଦୀୟ କ୍ଷେତ୍ରର ନେତାମାନଙ୍କୁ ଡକାଇ ମତାମତ ନିଆ ଯାଇଥିଲା । ଏହାପରେ…

ଖରାଦିନରେ ଦେଖାଦେଲାଣି ପାନୀୟ ଜଳ ସଙ୍କଟ: ସାହାରା ସାଜିଛି ନଳକୂପ, ଲାଗିଛି ଲମ୍ବା ଭିଡ଼

କନକ ବ୍ୟୁରୋ: ଗ୍ରୀଷ୍ମଋତୁ ଆରମ୍ଭ ହୋଇଛି କିନ୍ତୁ ଏବେଠାରୁ ଆରମ୍ଭ ହୋଇଗଲାଣି ଜଳ କଷ୍ଟ ନଦୀ ନାଳ, ବନ୍ଧ, ପୋଖରୀ ସବୁ ଶୁଖିଗଲାଣି ।ବିଶେଷକରୀ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିସାରିଲାଣି ଆଗକୁ ପ୍ରଚଣ୍ଡଗ୍ରୀଷ୍ମ ପ୍ରବାହମାଡ଼ି ଆସୁଛି ବୁନ୍ଦ୍ଧଶ ଜଳ ପାଇ ଁହନ୍ତସନ୍ତ ହେବାକୁ ପଡ଼ିବ ବୋଲି…

ଥଣ୍ଡାପାନୀୟ ପିଆଇ ଲୁଟି ନେଲେ ଦୁର୍ବୃତ୍ତ: ବିଶ୍ୱାସ ଜନ୍ମାଇ ୨ ଫଳ ବ୍ୟବସାୟୀଙ୍କୁ ନିଶାଯୁକ୍ତ ଥଣ୍ଡାପାନୀୟ ପିଆଇ…

କନକ ବ୍ୟୁରୋ: ଥଣ୍ଡା ପାନୀୟ ଦେଇ ଫଳ ବ୍ୟବସାୟଙ୍କୁ ଲୁଟିନେଲେ । ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ ଠାରେ ଘଟିଛି ଏପରି ଚାଂଚଲ୍ୟକର ଘଟଣା । ଲୁଟର ଶିକାର ହୋଇଛନ୍ତି ଫଳ ବ୍ୟବସାୟୀ ଦୁଇ ଭାଇ ଦୀପକ ବାରିକ ଓ ପ୍ରକାଶ ବାରିକ । ଗୁରୁତର ଅବସ୍ଥାରେ ୨ ଭାଇଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ…