ତାମିଲନାଡୁରେ ବିକାଶ ବର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ଡିଏମକେକୁ କଲେ ଟାର୍ଗେଟ,କହିଲେ ଉଭୟ ଦଳ ରାଜ୍ୟର ଚିର ଶତ୍ରୁ

66

କନକ ବ୍ୟୁରୋ : ତାମିଲନାଡୁ ଗସ୍ତରେ ପ୍ରଧାନମନ୍ତ୍ରୀ । ବିଭିନ୍ନ ପରିଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରି ରାଜ୍ୟକୁ କୋଟି କୋଟି ଟଙ୍କାର ଭେଟି ଦେଇଛନ୍ତି । ଏହି ସମୟରେ କଂଗ୍ରେସ ଓ ଡିଏମକେ ଉପରେ ବର୍ଷିଛନ୍ତି ମୋଦୀ । ମୋଦୀ କହିଛନ୍ତି ବିଜେପି ସରକାର ଜନତାଙ୍କ ପାଇଁ ସ୍କିମ ତିଆରି କରେ କିନ୍ତୁ ବିରୋଧୀ ସ୍କାମ କରି ଜନତାଙ୍କୁ ଲୁଟନ୍ତି । ଉଭୟ ଦଳଙ୍କୁ ତାମିଲନାଡୁର ଚିର ଶତ୍ରୁ ବୋଲି କହିଛନ୍ତି ମୋଦୀ ।