Daily Archives

March 12, 2024

ଖରା ଆରମ୍ଭରୁ ବିଜୁଳି ଯନ୍ତ୍ରଣା: ଅଘୋଷିତ ପାୱାର କଟ୍ ବଢ଼ାଉଛି ସମସ୍ୟା

କନକ ବ୍ୟୁରୋ: ବିଜୁଳି ଖେଳୁଛି ଲୁଚକାଳି । କେଉଁଠି ପାୱାର କଟ୍ ତ ଆଉ କେଉଁଠି ଲୋ ଭୋଲଟେଜ୍ ସମସ୍ୟାରେ ଘାଂଟି ହେଉଛନ୍ତି ଲୋକେ । ଫ୍ୟାନ, ଫ୍ରିଜ୍, ପାଣି ମଟର କିଛି କାମ କରୁାନାହିଁ । ଫଳରେ ଗରମରେ ଆଉଟୁ ପାଉଟୁ ହେବାକୁ ପଡୁଛି । କଟକ ସଦର ବ୍ଲକ ବେଂଟକାର ଗାଁରୁ ଆସିଛି ଏଭଳି ଅଭିଯୋଗ ।…

ନୂଆପଡ଼ାରେ ୧୦ ଘଂଟିଆ ବନ୍ଦ ପାଳନ: ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଦାବି

କନକ ବ୍ୟୁରୋ: ଯୋଜନା ଓ ସଂଯୋଜନା ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ନୂଆପଡ଼ା ସଦରରେ ୧୦ ଘଂଟିଆ ବନ୍ଦ ପାଳନ କରିଛି ଜିଲ୍ଲା ସ୍ୱାଭିମାନ ମଂଚ ଓ ବିଜୁ ପରିବାର । ସକାଳ ୬ଟାରୁ ପିକେଟିଂ କରି ସଦରର ଦୋକାନ ବଜାର,…

ଜେଲ ଭିତରୁ ନିଶା ସାମ୍ରାଜ୍ୟକୁ ନିୟନ୍ତ୍ରଣ: ମୋବାଇଲରେ ହେଉଥିଲା ଅପରେଟିଂ

କନକ ବ୍ୟୁରୋ: ଜେଲ୍ ଭିତରେ ବେଧଡ଼କ ଚାଲିଥିଲା ଧଳାଜହର ନେଟୱର୍କ । ଗୋଟିଏ ଫୋନ୍ କଲ କରିଦେଲା ସବୁ ପର୍ଦ୍ଦାଫାସ । ପୂରା ଅପରେଟିଂର ମାଷ୍ଟର ମାଇଷ୍ଟ ହେଉଛି ସଂଜୟ ପ୍ରଧାନ ଓରଫ ସଂଜୁ । ସଂଜୁ ଓ ତା’ର ସହଯୋଗୀ ଜେଲ ଭିତରେ ସଜା କାଟିବା ସହ ଚଳାଇଥିଲେ ବ୍ରାଉନସୁଗର ନେଟୱର୍କ । ମାମଲାରେ ଆଉ ୭…

ସମୟ ମାଗିଲା ବିଏମସି: ୩ ଦିନ ଭିତରେ ଦରମା ବୃଦ୍ଧି ନିଷ୍ପତ୍ତି!

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ୧୫ହଜାର ଟଙ୍କା ଦରମା ବୃଦ୍ଧି ନହେଲେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ । ଆନ୍ଦୋଳନ ଭିତରେ ବିଏମସି କର୍ତୃପକ୍ଷ ଏବଂ ସଫେଇ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି । ଆଉ ଦାବି ପୂରଣ ନେଇ…

ପୋଖରାନରେ ପରାକ୍ରମ: ୩ ସେନାର ଶକ୍ତି ପ୍ରଦର୍ଶନ, ପରାକ୍ରମ ଦେଖିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ପୋଖରାନରେ ପାୱାର ସୋ’ । ସେନା ପକ୍ଷରୁ ପ୍ରଦର୍ଶିତ ସ୍ୱଦେଶୀ ଅସ୍ତ୍ରର ଶକ୍ତି ଦେଖିଲେ ପ୍ରଧାନମନ୍ତ୍ରୀ । ସ୍ୱଦେଶୀ ଅସ୍ତ୍ର କେତେ ସକ୍ଷମ ଓ କେତେ ଭରସାଯୋଗ୍ୟ, ଏନେଇ ପୋଖରାନରେ ପରୀକ୍ଷଣ କରାଯାଇଛି । ତିନି ସେନା ପକ୍ଷରୁ ମିଳିତ ଅଭ୍ୟାସରେ ପ୍ରଧାନମନ୍ତ୍ରୀଙ୍କ ସହ ୪୦ଟି ଦେଶର…

କନିଷ୍ଠ ଶିକ୍ଷକ ଚୟନରେ ଅନିୟମିତତା ମାମଲା: ଓସେପାର ମେଧା ତାଲିକା ରଦ୍ଦ କଲେ ହାଇକୋର୍ଟ

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ବଡ ରାୟ ଦେଇଛନ୍ତି ହାଇକୋର୍ଟ । ଓସେପା ପକ୍ଷରୁ ଜାରି ହୋଇଥିବା ଡ୍ରାଫ୍ଟ ମେଧା ତାଲିକାକୁ ରଦ୍ଦ କରିବା ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କରିଛନ୍ତି କୋର୍ଟ । ସେହିପରି ନିଯୁକ୍ତି ସର୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ…