Daily Archives

March 12, 2024

ବଢ଼ିଲା ସରପଞ୍ଚଙ୍କ ଦରମା: ୨୩୫୦ରୁ ହେଲା ୧୦ ହଜାର ଟଙ୍କା

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ସରପଂଚଙ୍କୁ ରାଜ୍ୟ ସରକାରଙ୍କ ଭେଟି । ସରପଂଚ ସରପଂଚଙ୍କ ସହ ପଂଚାୟତ ପ୍ରତିନିଧିମାନଙ୍କର ଦରମା ଓ ଭତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ଅର୍ଥାତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଦସ୍ୟ,…

କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି: ୪୩ ପ୍ରାର୍ଥୀଙ୍କ ମଧ୍ୟରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ୪୩ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ କମଲନାଥ ଓ ଅଶୋକ ଗେହଲଟଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅଙ୍କ ନାମ ରହିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥଙ୍କୁ…

ମେଂଟ ପାଇଁ ମାରାଥନ ବୈଠକ! ଅଙ୍କ କଷୁଛନ୍ତି ନେତା

କନକ ବ୍ୟୁରୋ: ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ନେତାଙ୍କ ଘନ ଘନ ବୈଠକ ହେଉଛି । ହେଲେ ବିଜେଡି-ବିଜେପି ମେଂଟ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରୁନାହିଁ । ଗୋଟିଏ ପଟେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଏବଂ ଅନ୍ୟପଟେ ଛତିଶଗଡ଼ରେ ରାଜ୍ୟ ବିଜେପି ସଭାପତିଙ୍କ…

ଆସନ ଭାଗବଂଟା ଛକାପଞ୍ଝାରେ ଅଟକିଛି ମେଂଟ: ଅନେକ ଆସନରେ ହୋଇପାରୁନି ସହମତି!

କନକ ବ୍ୟୁରୋ: ଦିନ ଗଡ଼ିବା ସହ ବିଜେଡି-ବିଜେପି ମେଂଟକୁ ନେଇ ସସପେନ୍ସ ଜାରି ରହିଛି । ମେଂଟ ନେଇ ଯଦିଓ ଉଭୟ ଦଳର ନେତା କିଛି ସ୍ପଷ୍ଟ ସୂଚନା ଦେଉନାହାନ୍ତି, କିନ୍ତୁ କିଏ କେତେ ଆସନ ପାଇବ, ତାକୁ ନେଇ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ଜୋର ଧରିଛି । ବିଜେପି ଅଧିକ ଲୋକସଭା ଆସନ ଚାହୁଁଥିବା…

ମୁଗ ଚାଷରେ ରୋଗ ପୋକ: ଚିନ୍ତାରେ ପଡିଛନ୍ତି କାକଟପୁର ଅସ୍ତରଙ୍ଗ ଚାଷୀ, ବିଭିନ୍ନ ମେଡିସିନ୍ ସିଂଚନ ପରେ ବି ଥମୁନି…

କନକ ବ୍ୟୁରୋ: ମୁଗ ଚାଷରେ ରୋଗପୋକ । ଚିନ୍ତାରେ ପଡିଛି ଚାଷୀକୁଳ । ବିଭିନ୍ନ ପ୍ରକାର ମେଡିସିନ୍ ସିଂଚନ ପରେ ବି ଥମୁନି ସଂକ୍ରମଣ । ବର୍ଷ ତମାମ ଚାଷ କରି ପରିବାର ଚଳାଉଥିବା ଚାଷୀ ଏବେ ପରିବାର କିଭଳି ଚଳାଇବ ଓ ଋଣ କିଭଳି ସୁଝିବ ସେ ନେଇ ପଡିଛି ଚିନ୍ତାରେ । ଏହି ଦୃଶ୍ୟ ଦେଖିବାକୁ ମିଳିଛି…

ସ୍ୱଚ୍ଛତାର ଗାଁକୁ ସମ୍ମାନ: ମୟୂରଭଞ୍ଜ ବୋବେଇଯୋଡାରେ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ

କନକ ବ୍ୟୁରୋ: ସ୍ୱଚ୍ଛତାର ଗାଁ ହେଉଛି ବୋବେଇଯୋଡା । ଏହି ଗାଁ ଏବେ ସମାଜ ପାଇଁ ପାଲଟିଛି ଉଦାହରଣ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ର ଏହି ବୋବେଇଯୋଡା ଗାଁରେ ଲୋକଙ୍କ ପରିଷ୍କାର ପରିଚ୍ଛନ୍ନତା ଦେଖିବାକୁ ପଡ଼ୋଶୀ ଜିଲ୍ଲା ଓ ଝାଡ଼ଖଣ୍ଡରୁ ଶହଶହ ଲୋକଙ୍କ ଭିଡ ମଧ୍ୟ ଲାଗିଛି । ମାଟିକାନ୍ଥରେ…