Daily Archives

March 8, 2024

ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲଙ୍କ ବଡ ବୟାନ: କହିଲେ, ମେଣ୍ଟ ନେଇ ଆଲୋଚନା ହୋଇନି, ଏକାକୀ ନିର୍ବାଚନ ଲଢିବ…

କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚାକୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଲେ, ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ ବିଜେପି । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । ଓଡିଶାରେ ବିଜେପି ସରକାର ଗଠନ ନେଇ ଚର୍ଚ୍ଚା ହୋଇଛି । ଓଡିଶାରେ ୧୪୭ ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବିଜେପି…

ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା: କେରଳର ୱାଏନାଡରୁ ଲଢିବେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ: ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ପ୍ରଥମ ପ୍ରାର୍ଥୀ ତାଲିକାରେ ୩୯ ଜଣଙ୍କ ନାଁ ରହିଛି । ୮ଟି ରାଜ୍ୟର ୩୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ବାହାର କରିଛି କଂଗ୍ରେସ । କେରଳରୁ ୧୬, କର୍ଣ୍ଣାଟକ ୭, ଛତିଶଗଡ ୬, ତେଲେଙ୍ଗାନା ୪, ମେଘାଳୟ ୨, ନାଗାଲାଣ୍ଡ ୧,…

ଜଗନ୍ନାଥ ନଗରରେ ସିରିଜ ଲୁଟ! ପୋଛି ନେଲେ ସୁନା ଗହଣା!

କନକ ବ୍ୟୁରୋ: କମିଶନରେଟ ପୁଲିସକୁ ପୁଣି ବଡ଼ ଚ୍ୟାଲେଂଜ । ରାଜଧାନୀରେ ପୁଣି ମାତିଲେ ଝରକା ତଡ଼ା ଗ୍ୟାଙ୍ଗ । ଗତରାତିରେ ରାଜଧାନୀର ଜଗନ୍ନାଥ ନଗରର ୩ଟି ଘରେ ପଶି ଲୁଟ କରିଛନ୍ତି ଲୁଟେରା ଗ୍ୟାଙ୍ଗ । ଗୋଟିଏ ଘରର ବେଡରୁମର କପବୋର୍ଡ ତାଡି ପ୍ରାୟ ୪ ଲକ୍ଷର ସୁନା ଗହଣା ଲୁଟି ନେଇ ଚମ୍ପଟ…

ବିିଜେଡି-ବିଜେପିକୁ ଘେରିବା ପାଇଁ ନୂଆ ରଣନୀତି: ଆସନ୍ତା ୧୧ରେ କଂଗ୍ରେସ କରାଇବ ଅନ୍ନପ୍ରାସନ

କନକ ବ୍ୟୁରୋ: ବିଜେଡି ବିଜେପି ମେଂଟ ଚର୍ଚ୍ଚା ପରେ ଦୁଇ ଦଳକୁ ଘେରିବାକୁ କଂଗ୍ରେସ ନୂଆ ରଣନୀତି ଆପଣାଉଛି । ବିଜେଡି ବିଜେପି ଏକ ବୋଲି ବାରମ୍ବାର ଅଭିଯୋଗ କରି କିଛି ଦିନ ପୂର୍ବରୁ ଦୁଇ ଦଳର ବିବାହ କରାଇଥିଲା କଂଗ୍ରେସ । ଏବେ ଦୁଇ ଦଳର ଭାଗିଦାରୀରୁ ଚିଟଫଣ୍ଡ ଓ ଖଣି ଦୁର୍ନୀତି ସହ ଶୋଷଣ ଓ…

ରାଜ୍ୟରେ ସକ୍ରିୟ ଇଡି: ପୁଣି ଖୋଲିଲା ଅର୍ଥତତ୍ୱ ଚିଟଫଣ୍ଡ ମାମଲା

କନକ ବ୍ୟୁରୋ: ଗତ କିଛି ଦିନ ହେଲା ରାଜ୍ୟରେ ସକ୍ରିୟ ରହିଛି ଇଡି । ଅର୍ଥତତ୍ୱ ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ଏକାଧିକ ବ୍ୟକ୍ତିଙ୍କ ଠିକଣାରେ ଚଢ଼ାଉ କରୁଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଉ ଆଗକୁ ନିର୍ବାଚନ ଆସୁଥିବାବେଳେ, ଓଡିଶାରେ ଇଡି ସକ୍ରିୟ ହେବା, ଚର୍ଚ୍ଚାର ବିଷୟ ହୋଇଛି । ବେଶ…

ଦୋଛକିରେ ଦଳୀୟ କର୍ମୀ ? ଦ୍ୱନ୍ଦ୍ୱରେ ପକାଇ ଦେଲା ମେଂଟ ଚର୍ଚ୍ଚା !

କନକ ବ୍ୟୁରୋ: ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଭିତରେ ସବୁଠୁ ଅଧିକ ଦ୍ୱନ୍ଦ୍ୱରେ ଏବେ ଦଳୀୟ କର୍ମୀ । ବର୍ଷ ବର୍ଷ ଧରି ଗୋଟିଏ ଦଳ ପାଇଁ, ଦଳର ନେତାଙ୍କ ପାଇଁ କାମ କରୁଥିବା କର୍ମୀ ଏବେ ଆଶଙ୍କାରେ ଅଛନ୍ତି ତାଙ୍କର ଭୂମିକା କ’ଣ ହେବ । ଯେଉଁ ଦଳ ବିରୁଦ୍ଧରେ ବିଶୋଦଗାର କରୁଥିଲେ, ସେଇ ଦଳର…