Daily Archives

March 8, 2024

ଜାରି ରହିଛି ମେଣ୍ଟ କସରତ: ଛିଡୁନି ଆସନ ଭାଗବଂଟା ଅଙ୍କ!

କନକ ବ୍ୟୁରୋ: ବିଜେଡି-ବିଜେପି ମେଂଟକୁ ନେଇ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ମାନସମନ୍ଥନ । ଦୁଇ ଦଳ ମଧ୍ୟରେ ମେଂଟ ପାଇଁ ବୁଝାମଣା ଚୂଡାନ୍ତ ହୋଇଥିବା ମଧ୍ୟ କୁହାଯାଉଛି । ହେଲେ, ଏନେଇ କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ । ଆଉ ମେଂଟ ନେଇ ଘୋଷଣା ନହେବା ପଛରେ ଆସନ…

ମହାଶିବରାତ୍ରୀ ପାଇଁ ଚଳଚଂଚଳ ଶୈବପୀଠ: କପିଳାସଳ, ଚନ୍ଦନେଶ୍ୱର, ପଂଚଲିଙ୍ଗେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

କନକ ବ୍ୟୁରୋ: ମହାଶିବରାତ୍ରୀ ପାଇଁ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁଡ଼ିକରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ବାରିପଦା ସହରରେ ଥିବା ବୁଢ଼ାରାଉଳ, ବରୁଣେଶ୍ୱର ମନ୍ଦିର ସହ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ପରିଲିକ୍ଷିତ ହୋଇଛି । ଶ୍ରଦ୍ଧାଳୁଙ୍କ ଶୃଂଖଳିତ ଦର୍ଶନ ପାଇଁ ପ୍ରଶାସନ…

ଜଣେ ପ୍ରେରଣାଦାୟୀ ମହିଳାଙ୍କ କାହାଣୀ: ପରିବାରର ଦାୟିତ୍ୱ ତୁଲାଇବା ସହ ୩ଟି ପଂଚାୟତର ମହିଳାଙ୍କୁ ସ୍ୱାବଲମ୍ବୀ…

କନକ ବ୍ୟୁରୋ: ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି । ଅନେକ କ୍ଷେତ୍ରରେ ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ । ତେବେ…

କାଳ ପାଲଟିଲା କୁଆପଥର ବର୍ଷା: କୁଆପଥର ମାଡ଼ରେ ନଷ୍ଟ ହୋଇଗଲା ଏକର ଏକର ଜମିରେ ହୋଇଥିବା ତରଭୁଜ ଚାଷ

କନକ ବ୍ୟୁରୋ: କାଳ ପାଲଟିଲା ଅଦିନିଆ କୁଆପଥର ବର୍ଷା । କୁଆପଥର ମାଡ଼ରେ ନଷ୍ଟ ହୋଇଗଲା ଏକର ଏକର ଜମିରେ ହୋଇଥିବା ତରଭୁଜ ଚାଷ । ଧର୍ମଗଡ ବ୍ଲକର ଛିଲିପା, କାଙ୍କେରି, ସନ୍ଧିକୁଲିଆରୀ ଅଂଚଳର ପ୍ରାୟ ଅଧିକାଂଶ ଚାଷୀ ତେଲ ନଦୀ ଅବବାହିକାରେ ଏକର ଏକର ଜମିରେ ତରଭୁଜ ଚାଷ କରିଥିଲେ । ରୁତୁକାଳୀନ ଫସଲ…

ପାରାଦୀପରେ ମତ୍ସ୍ୟଜୀବୀଙ୍କ ଚରମ ନିଷ୍ପତି: ୬ ଦଫା ଦାବି ପୂରଣ ନହେଲେ ଭୋଟ୍ ବର୍ଜନ କରିବେ ୧୪ ଲକ୍ଷ ମତ୍ସ୍ୟଜୀବୀ

କନକ ବ୍ୟୁରୋ: ତାତିଲେ ମତ୍ସ୍ୟଜିବୀ ,ଦାବି ପୂରଣ ନହେଲେ ସମୂହ କରିବେ ଭୋଟ୍ ବର୍ଜନ ।ଆମର ହକ୍ ଆମକୁ ନଦେଲେ ହେବ ଭୟଙ୍କର ଲଢେଇ । ଏଭଳି ଚରମ ଚେତାନବୀ ଶୁଣାଇଛନ୍ତି ଓଡିଶା ପାରମ୍ପରିକ ମତ୍ସ୍ୟ ଉନ୍ନୟନ ସଂଗଠନ । ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ପାରମ୍ପରିକ ମତ୍ସ୍ୟ ଉନ୍ନୟନ ସଂଗଠନର ଚରମ…

ଜୟପୁର ତେଲିଆ ଗାଁର ଆଦିବାସୀ ଝିଅ କୁନ୍ଦନ ମାଝୀ: ଜାତୀୟ ସ୍ତରରେ ମାର୍ଶାଲ ଆର୍ଟ ଖେଳି ଜିଲ୍ଲା ଓ ରାଜ୍ୟ ପାଇଁ…

କନକ ବ୍ୟୁରୋ: କୁହାଯାଏ ଇଛା ଥିଲେ ଉପାୟ ଆପେ ଆପେ ଆସେ । ବିଳମ୍ବରେ ହେଉପଛେ ସଫଳତା ନିଶ୍ଚୟ ମିଳିଥାଏ । ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର ମାନିଥାଏ ପ୍ରତିବନ୍ଧକ । ମହିଳା ଦିବସରେ ଦେଖିବା ଜଣେ ଆଦିବାସୀ ଝିଅର ପ୍ରେରଣାଦାୟୀ କାହାଣୀ । ମାର୍ସାଲ ଆର୍ଟରେ ବିଭିନ୍ନ ପ୍ରତିଯୋଗୀତାରେ…