Daily Archives

November 15, 2023

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହେବ କ୍ରୀଡା ମହାକୁମ୍ଭ । ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର ରାଶି । କ୍ରୀଡା…

କନକ ବ୍ୟୁରୋ: ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହେବାକୁ ଯାଉଛି କ୍ରୀଡା ମହାକୁମ୍ଭ । କ୍ରିକେଟ, ହକି, ଫୁଟବଲ, କବାଡି, ଖୋ-ଖୋ, ଭଲିବଲ ଭଳି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟସରକାର । ଏଥିସହ ବିଜେତାଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ରାଶି ଦେବା ପାଇଁ ବିଜ୍ଞାପନ…

ଶ୍ରୀମନ୍ଦିରରେ ପାନ ବନ୍ଦ ନେଇ ପ୍ରଶାସନର କଟକଣା ପରେ ବଢ଼ିଲା ବିବାଦ । ସେବାୟତ କହିଲେ, ଜଗନ୍ନାଥ ଖାଆନ୍ତି ପାନ । ଉଠିଲା…

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପାନ, ଗୁଟଖା ସେବନକୁ ବନ୍ଦ କରିବା ପାଇଁ ନିଷ୍ପତି ହୋଇଥିବା ବେଳେ ପାନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଦଇତାପତି ନିଯୋଗର ସଭାପତି । ରାମକୃଷ୍ଣ ଦାସ ମହାପାତ୍ରଙ୍କ ଯୁକ୍ତି ହେଉଛି, ଠାକୁରଙ୍କ ନିକଟରେ ପାନ ଲାଗି ହେଉଛି । ତେଣୁ ପାନ ବନ୍ଦ କରିବା ବଦଳରେ ଛେପ…

ଜମି ବିକ୍ରି କରିପାରିବେ ଆଦିବାସୀ । କ୍ୟାବିନେଟର ନିଷ୍ପତି ପରେ ତେଜିଲା ରାଜନୀତି

କନକ ବ୍ୟୁରୋ: ଆଦିବାସୀ ଜମି ବିକ୍ରି ନିୟମ ବଦଳିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏଣିକି ଆଦିବାସୀ ଜମି ହୋଇପାରିବ ହସ୍ତାନ୍ତର । ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର…

କୋଶଳ ରାଜ୍ୟ ପ୍ରସଙ୍ଗରେ ନରସିଂହ-ଖାରବେଳ କଥା କଟାକଟି । ନରସିଂହଙ୍କ ଅଭିଯୋଗ ପରେ କଟାକ୍ଷ କଲେ ଖାରବେଳ

କନକ ବ୍ୟୁରୋ: କଳାକାରଙ୍କ କଳି ସମ୍ପୂର୍ଣ୍ଣ ଥମି ନଥିଲେ ବି ଯେତିକି ଜୋରରେ ଚାଲିଥିିଲା ସେତିକି ଜୋରରେ ଆଉ ଚାଲିନି । କିନ୍ତୁ କଳାକାରଙ୍କ କଳି ଭିତରେ ପଶିଥିବା ରାଜନୀତି ଥମିବାର ନାଁ ନେଉନି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପୁଣି ଥରେ କୋଶଳ ରାଜ୍ୟ କଥା ଉଠାଇ ବିବାଦକୁ ଉଖାରିଛନ୍ତି ।…

ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଚିନ୍ତାରେ ଜମାକାରୀ । କେମିିତି ଫେରିପାଇବେ ଜମା ଟଙ୍କା ବଢ଼ିଲା ଆଶଙ୍କା । ଆନ୍ଦୋଳନକୁ…

କନକ ବ୍ୟୁରୋ: ସାହାରା ଜମାକାରୀ ଫେରିପାଇବେ ତ ଟଙ୍କା? ସାହାରା ଇଣ୍ଡିଆର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ପରେ କିଛି ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଦେଶରେ ଲକ୍ଷ ଲକ୍ଷ ଜମାକାରୀଙ୍କ ଟଙ୍କା ସାହାରା ଇଣ୍ଡିଆରେ ଫସିରହିଛି । ଆଉ ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର…

ସାରାଦେଶରେ କ୍ରିକେଟ ଫିଭର । ଟିଭି ପରଦାରେ ଅଟକିଛି ସମସ୍ତଙ୍କ ନଜର । ଚା ଖଟିଠୁ ହୋଟେଲ ପର୍ଯ୍ୟନ୍ତ ସବୁଠି ଚାଲିଛି…

କନକ ବ୍ୟୁରୋ: ସାରାଦେଶରେ କ୍ରିକେଟର ଫିଭର । ଗାଁଠୁ ସହର, ସବୁଠି ଦେଖିବାକୁ ମିଳିଥିଲା ଗୋଟିଏ ଦୃଶ୍ୟ । କ୍ରିକେଟ ଖେଳ ଦେଖିବା ପାଇଁ ଟିଭି ଆଗରେ ଲାଗିଥିଲା ଭିଡ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ସମେତ ଦେଶର କୋଟି କୋଟି କ୍ରିକେଟ ପ୍ରେମୀଙ୍କ ନଜର ଟିଭି ପରଦା ଉପରେ…