Daily Archives

November 14, 2023

ଡାକ୍ତରଙ୍କୁ ଚୁନା ଲଗାଇଲା ଦଲାଲ! ଭୁବନେଶ୍ୱରରୁ କୋଟିଏ! ଗର୍ଲଫ୍ରେଣ୍ଡଠୁ ଲୁଟିଛି ୪୦ ଲକ୍ଷ !

କନକ ବ୍ୟୁରୋ: ଚୋରି କରିବାକୁ ଚୋରର ଅଭିନବ ତରିକା ସାମ୍ନାକୁ ଆସିଛି । ଚିକ୍କଣ କଥା କହି , ଟଙ୍କାକୁ ଦୁଇଗଣା କରିବାର ଲୋଭ ଦେଖାଇ ଡାକ୍ତରଙ୍କୁ ଚୁନା ଲଗାଇଛି ଦଲାଲ । ଏଭଳି ଠକ ଯାଜପୁରର ସଂଗ୍ରାମ କେଶରୀ ଦାସଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଏହି ଠକ ଭୁବନେଶ୍ୱରର ଜଣେ ଡାକ୍ତର ଓ ତାଙ୍କ…

ଭୁବନେଶ୍ୱରରେ କାନ୍ଥବାଡରେ ପ୍ରଚାର: ‘ଘରେ ଘରେ ଶଙ୍ଖ’ ବନାମ ‘ଆଉ ଥରେ ଅପରାଜିତା’

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି । ଆଉ ଭୁବନେଶ୍ୱରରେ କାନ୍ଥରେ ଲାଗିଛି ରାଜନୀତିର ରଙ୍ଗ । ଜୋର ଧରିଲାଣି କାନ୍ଥବାଡରେ ପ୍ରଚାର । ରାଜଧାନୀର ଗଳିକନ୍ଦିରେ ୱାଲପେଣ୍ଟିଂ ଚର୍ଚ୍ଚାର ବିଷୟ ହୋଇଛି । ଘରେ ଘରେ ଶଙ୍ଖକୁ ଟକ୍କର ଦେଉଛି ଆଉ ଥରେ ଅପରାଜିତା ୱାଲପେଣ୍ଟିଂ ।…

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି: ମେଟ୍ରୋ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୫୯୨୯.୩୮ କୋଟି

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିବାବେଳେ ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ ସାଙ୍ଗକୁ ଋଷିକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ହେବ…

ଶ୍ରମିକ ଉଦ୍ଧାରକୁ ଆଉ ୨୬ରୁ ୩୦ ଘଂଟା! ସିଲକ୍ୟାରା ସୁଡ଼ଙ୍ଗରେ ଲାଗିଲା ‘ଆର୍ଥ ଅଗର’ ମେସିନ୍

କନକ ବ୍ୟୁରୋ: ଉତରାଖଣ୍ଡ, ଉତରକାଶୀରେ ଟନେଲ ମାଟି ଅତଡ଼ା ଖସିବା ଘଟଣାର ଉଦ୍ଧାର କାମ ଜାରି ରହିଛି । ୪୮ ଘଂଟାରୁ ଅଧିକ ସମୟ ଧରି ଫସିରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ଏଥି ମଧ୍ୟରେ ରହିଛନ୍ତି ୫ଜଣ ଓଡିଆ ଶ୍ରମିକ । ୨୬ରୁ ୩୦ ଘଂଟା ଭିତରେ ଫଶିଥିବା ଶ୍ରମିକ ଉଦ୍ଧାର ହେବେ ବୋଲି କୁହାଯାଉଛି ।…

ଡିଜିଟାଲ୍ ହେଲା ସ୍ୱର୍ଗଦ୍ୱାର ବ୍ୟବସ୍ଥା: ଏଣିକି ହାତପାଆନ୍ତାରେ ରହିବ ସୁବିଧା, ଅନଲାଇନରେ ହୋଇପାରିବ ‘ଶବଦାହ’ ବୁକିଂ

କନକ ବ୍ୟୁରୋ: ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଆଉ ଲାଇନ୍ରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଘରେ ବସି ଶବଦାହ ପାଇଁ ଅନ୍ଲାଇନରେ କରିପାରିବେ ପଂଜିକରଣ । ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ଡଟ୍ କମ୍ ନାଁରେ ଏକ ନୂଆ ୱେବସାଇଟ୍ର ଲୋକାର୍ପଣ କରାଯାଇଛି । ଏହି ୱେବସାଇଟ୍କୁ ଯାଇ ସ୍ୱର୍ଗଦ୍ୱାରରେ ଉପଲବ୍ଧ…

ସିଏମସି ଅଫିସରେ ସାରାରାତି ଧାରଣା: ଅନିୟମିିତତା ଅଭିଯୋଗରେ କର୍ପୋରେଟରଙ୍କ ପ୍ରତିବାଦ

କନକ ବ୍ୟୁରୋ: ଅନିୟମିତତା ଅଭିଯୋଗରେ କଟକ ମହାନଗର ନିଗମ ଅଫିସରେ ସାରାରାତି ଧାରଣା ଦେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି କର୍ପୋରେଟର । ଏହି ଧାରଣା ଜାରି ରହିଥିବାବେଳେ ବିରୋଧୀ କର୍ପୋରେଟରଙ୍କୁ ସମର୍ଥନ ଜଣାଇ ସେମାନଙ୍କ ସହ ସାମିଲ ହୋଇଛନ୍ତି ବିଧାୟକ ମହମ୍ମଦ ମୋକିମ ଓ ରାଜ୍ୟ ବିଜେପି…