Daily Archives

October 27, 2023

ପାଣ୍ଡିଆନଙ୍କ ପାଇଁ ନବୀନ ନିବାସରେ ଭିଡ଼: ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ କର୍ମଚାରୀ ସଂଘର…

କନକ ବ୍ୟୁରୋ: ନବୀନ ନିବାସରେ ନବନିଯୁକ୍ତ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତା । ସେପଟେ ଭିକେ ପାଣ୍ଡିଆନଙ୍କୁ ଭେଟିବା ଓ ଶୁଭେଚ୍ଛା ଜଣାଇବା ଘଟଣାକୁ ନେଇ ବୟାନବାଜି ତେଜିଛି । ନବୀନ ନିବାସରେ ଦେଖିବାକୁ ମିଳିଥିଲା ଗହଳି ।…

ଉଚ୍ଚଶିକ୍ଷା ପ୍ରତି କମୁଛି ଆଗ୍ରହ: ବୈଷୟିକ ଶିକ୍ଷା ଲାଗି ବଢୁଛି ପ୍ରତିଯୋଗିତା, ପାଠ ଶେଷରେ ଚାକିରି ଆଶାରେ…

କନକ ବ୍ୟୁରୋ: ଉଚ୍ଚଶିକ୍ଷାପ୍ରତି ପିଲାଙ୍କ ଆଗ୍ରହ କମୁଛି । ସାମସ ପୋର୍ଟାଲରୁ ଏହି ଉଦବେଗଜନ ତଥ୍ୟ ସାମ୍ନାକୁ ଆସିଛି । ଚଳିତ ବର୍ଷ ଯୁକ୍ତ ତିନି ଏବଂ ପିଜି ପାଠ୍ୟକ୍ରମରେ ପ୍ରାୟ ୯୦ ହଜାର ସିଟ ଖାଲି ପଡିଛି । ଅନ୍ୟପଟେ ବିଏଡ୍, ଏମଏଡ୍ ଏବଂ ଆଇଟିଆଇ ପ୍ରତି ଛାତ୍ରଛାତ୍ରୀଙ୍କ ଆକର୍ଷଣ ବଢିବାରେ…

ପାର୍ବଣ ଋତୁରେ ପିଆଜ ଦର ତାତି । ଦୁର୍ଗା ପୂଜା ସରୁ ସରୁ ଦିଲ୍ଲୀ ଏନସିଆର ସମେତ ବିଭିନ୍ନ ରାଜ୍ୟରେ ପିଆଜ କିଲୋ ହେଲା…

କନକ ବ୍ୟୁରୋ : ପୁଣି ଥରେ ପିଆଜ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଦେଶର ଅନେକ ରାଜ୍ୟରେ ପିଆଜ ଗୋଟେ କିଲୋର ଦାମ ୮୦ରୁ ଅଧିକ ଟଙ୍କା ରହିଛି । ନବରାତ୍ର ଓ ଦୁର୍ଗାପୂଜା ସମୟରେ ପିଆଜ କିଲୋ ୨୦ରୁ ୩୦ ଟଙ୍କା ରହିଥିବାବେଳେ ପୂଜା ସରୁସରୁ ହଠାତ ବଢିଛି ଦର । ଦିଲ୍ଲୀ ଏନସିଆରରରେ ସରକାର…

ଜାପାନ-ଚୀନ-ଆମେରିକାକୁ ପଛରେ ପକାଇବାକୁ ନାରାୟଣ ମୂର୍ତି ଦେଲେ ନୂଆ ଫମୂର୍ଲା । କହିଲେ ଘରୋଇ-ସରକାରୀ କର୍ମଚାରୀଙ୍କ…

କନକ ବ୍ୟୁରୋ : ଚୀନ ଜାପାନକୁ ପଛରେ ପକାଇବାକୁ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତି ଦେଲେ ଫମୂର୍ଲା । ।ଯେତେବେଳେ ସାରା ବିଶ୍ୱରେ କର୍ମଚାରୀଙ୍କ କାମ କରିବା ସମୟ କମାଇବାକୁ ବ୍ୟବସ୍ଥା କରାଯାଉଛି ସେତେବେଳେ ମୂର୍ତି ନୂଆ ଫମୂର୍ଲା ଦେଇଛନ୍ତି । ଭାରତରେ ସରକାରୀ ହେଉ କି ବେସରକାରୀ ସଂସ୍ଥା…

ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି: ତିନି ଦିନ ପରେ ଲାଗି ହେଲା ଭୋଗ

କନକ ବ୍ୟୁରୋ: ତିନି ପରେ ଓପାସ ରହିବା ପରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ସ୍ୱାଭାବିକ ହୋଇଛି । ହେଲେ ସେବାୟତଙ୍କ ବିବାଦର କୌଣସି ସମାଧାନ ହୋଇନାହିଁ । ଏହାର ପ୍ରତିବାଦରେ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ଟ୍ରଷ୍ଟିବୋର୍ଡରୁ ଇସ୍ତଫା ଦେଇଛନ୍ତି । ଆଉ କହିଛନ୍ତି ମହାପ୍ରଭୁଙ୍କ…

ଆସାମ ସରକାରଙ୍କ ନୂଆ ନିୟମ, ଏଣକି ରାଜ୍ୟ ସରକାରଙ୍କ ଅନୁମତି ବିନା ସରକାରୀ କର୍ମଚାରୀ କରିପାରିବେନି ୨ୟ ବିବାହ

କନକ ବ୍ୟୁରୋ : ଯଦି ପ୍ରଥମ ପତ୍ନୀ ଜୀବିତ ଥିବେ ତେବେ ଆସାମର ସରକାରଙ୍କ ଅଧିନସ୍ଥ କୌଣସି କର୍ମଚାରୀ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ୨ୟ ବିବାହ କରିପାରିବେ ନାହିଁ । ଏଭଳି ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଆସାମ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ୨ୟ…