Daily Archives

October 25, 2023

ମୋବାଇଲରେ ବାଜୁଛି ଆଲାର୍ମ । ଥରି ଉଠୁଛି ଫୋନ । ସ୍କ୍ରିନରେ ସତର୍କ ସୂଚନା, ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଆସିବ…

କନକ ବ୍ୟୁରୋ: ଓଡିଶାର ମୋବାଇଲ ବ୍ୟବହାରକାରୀଙ୍କ ନିକଟକୁ ଦିନ ତମାମ ଆସିଥିଲା ଜରୁରୀକାଳୀନ ସତର୍କ ସୂଚନାର ବାର୍ତ୍ତା । ଉଭୟ ଓଡିଆ ଓ ଇଂରାଜୀରେ ଆସିଥିଲା ବାର୍ତ୍ତା । ମେସେଜ ଆସିବା କ୍ଷଣି ସାଇରନ୍ ବାଜିବା ଭଳି କିଛି ଶବ୍ଦ କରିଥିଲା । ମୋବାଇଲ୍ ଭ୍ରାଇବ୍ରେସନ ହୋଇଥିଲା । ଯେଉଁଥିରେ ଲାଲ…

କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ବ୍ୟକ୍ତିଗତ ସଚିବ? କଣ ରହିବ ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ? ନିଯୁକ୍ତିକୁ…

କନକ ବ୍ୟୁରୋ: ବେଶ କିଛି ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖେ ପାଖେ ରହି ଆସୁଥିଲେ ଭି.କେ.ପାଣ୍ଡିଆନ । ସରକାରୀ କାର୍ଯ୍ୟକ୍ରମରେ, ସମୀକ୍ଷା ବୈଠକରେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହି ଟିକନିକ ବୁଝୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗସ୍ତ କରି ଅଭିଯୋଗ…

ମେଲାଣି ନେଉଛନ୍ତି ମା’ । ଚାଲିଛି ମା’ଙ୍କ ଭସାଣ ପର୍ବ । ଶୋଭାଯାତ୍ରାରେ ନେଉଛନ୍ତି ବିଦାୟ

କନକ ବ୍ୟୁରୋ: ପାରମ୍ପରିକ ନାଚ-ଗୀତରେ ପ୍ରକମ୍ପିତ ହେଉଛି ପରିବେଶ । ମା’ଙ୍କ ଆଗରେ ଲମ୍ବା ଶୋଭଯାତ୍ରା । ଧାଡ଼ି ବାନ୍ଧି ଆଗକୁ ବଢ଼ୁଛି ଗୋଟିଏ ପରେ ଗୋଟିଏ ମେଢ଼ । ଭସାଣୀ ଦେଖିବା ପାଇଁ ରାସ୍ତାରେ ରୁଣ୍ଡ ହୋଇଛନ୍ତି ଶ୍ରଦ୍ଧାଳୁ । ସରିଛି ଶାରଦୀୟ ଦଶହରା । ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’…

ସ୍କୁଲ ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’ । ସୁପାରିସ କଲା ଏନସିଇଆରଟି ପ୍ୟାନେଲ୍

କନକ ବ୍ୟୁରୋ: ଦେଶର ନାଁ ଇଣ୍ଡିଆ ନା’ ଭାରତ, ଏହାକୁ ନେଇ ଦେଶବ୍ୟାପୀ ବିତର୍କ ଚାଲିଥିବା ବେଳେ ବଡ଼ ନିଷ୍ପତି ନେଇଛି ଏନସିଇଆରଟି । ଏଣିକି ପିଲାମାନଙ୍କୁ ଦେଶର ନାମ ଇଣ୍ଡିଆ ନୁହେଁ ଭାରତ ପଢ଼ାଯିବ । ଏନସିଇଆରଟି ବହିରେ ଦେଶର ନାମ କେବଳ ଭାରତ ଲେଖାଯିବ । ଏ ନେଇ ଶିକ୍ଷା ମନ୍ତ୍ରାଳୟକୁ ସୁପାରିସ୍…

ବିଶ୍ୱକପରେ ମାକ୍ସୱେଲଙ୍କ ଧୂଆଁଧାର ବ୍ୟାଟିଂ । ନେଦରଲ୍ୟାଣ୍ଡ ବିରୋଧରେ ୪୪ ବଲରେ ଶତକ

କନକ ବ୍ୟୁରୋ : ଚଳିତ ବଶ୍ୱକପରେ ଭିନ୍ନ ଭିନ୍ନ ପ୍ରକାରର ନିଆରା ଖେଳ ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି ଦିଲ୍ଲୀରେ ଚାଲିଥିବା ନେଦରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାକ୍ସୱେଲଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଛି । ଟସ୍ ଜିତି ପ୍ରଥମେ…

ବାଲେଶ୍ୱର ସିମୁଳିଆରେ ଧୁମଧାମରେ ପାଳିତ ହେଲା ଆଦିବାସୀଙ୍କ କରମା ପୂଜା । ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ…

କନକ ବ୍ୟୁରୋ : ବାଜୁଛି ମାଦଳ । ଆଉ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଆଦିବାସୀ । କରମା ପୂଜା ଅବସରରେ ସମସ୍ତେ ମସଗୁଲ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ବଣା ଗାଁରେ ଅନୁଷ୍ଠିତ ହୋଇଛି ଆଦିବାସୀଙ୍କ କରମା ପୂଜା । କରମା ପୂଜା ପାଇଁ ଆଦିବାସୀ ମାନେ ପ୍ରଥମେ ନଦୀରୁ ବାଲି ଆଣି…