Daily Archives

October 21, 2023

ଇସ୍ରାଏଲର ୩ ପର୍ଯ୍ୟାୟ ‘ଯୁଦ୍ଧ ଯୋଜନା’ । ଗାଜାରେ ହେବ ନୂଆ ସୁରକ୍ଷା ବ୍ୟବସ୍ଥା

କନକ ବ୍ୟୁରୋ : କଳେବଳେ କୌଶଳେ ହମାସର ମୂଳପୋଛ ଲକ୍ଷ୍ୟ ରଖିଛି ଇସ୍ରାଏଲ । ଏନେଇ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି । ଯୁଦ୍ଧର ୧୫ଦିନରେ ଇହୁଦୀ ରାଷ୍ଟ୍ରର ପ୍ରତିରକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ସୁରକ୍ଷା ବୈଠକ । ହମାସର ମୂଳପୋଛ ପରେ ଗାଜାରେ ନୂଆ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବା…

ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶଃ ଲଘୁଚାପ କ୍ଷେତ୍ର । ପରବର୍ତୀ ୩ ତାରିଖ ଯାଏଁ ଆହୁରି ଘନିଭୂତ ହେବା ଆଶଙ୍କା

କନକ ବ୍ୟୁରୋ : ଏଥର ବର୍ଷା ଭିଜିବ ଦଶହରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆହୁରି ଘନୀଭୂତ ହୋଇ ୨୨ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବାର…

ଗାଜାବାସୀଙ୍କ ପାଇଁ ଆଶାର ଆଲୋକ । ଯୁଦ୍ଧର ୧୫ ଦିନ ପରେ ପହଂଚିଲା ମାନବୀୟ ସହାୟତା

କନକ ବ୍ୟୁରୋ : ଆତଙ୍କୀ ଗୋଷ୍ଠୀ ହମାସର ବର୍ବରକାଣ୍ଡ ପରେ ଗାଜା ଉପରେ ପାଲଟା ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଗାଜାରେ ଜୋରଦାର ଚାଲିଛି ବିମାନ ଆକ୍ରମଣ । ଏହାସହ ଗାଜାକୁ ଅବରୋଧ କରି ରଖିଛି ଇସ୍ରାଏଲ । ଫଳରେ ଖାଦ୍ୟ, ପାନୀୟ ଓ ଔଷଧର ଘୋର ଅଭାବ ଦେଖାଦେଇଛି । ଏଭଳି ସଙ୍ଗୀନ ସ୍ଥିତି ବେଳେ…

ଆଜି ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଅଷ୍ଟମୀ ପୂଜା । ଭକ୍ତିମୟ ପରିବେଶରେ ଚାଲିଛି ମାଆଙ୍କ ଆରାଧନା

କନକ ବ୍ୟୁରୋ : ସବୁଠି ପୂଜାର ଉତ୍ସାହ । ଗାଁରୁ ସହର ଚାରିଆଡେ ଚଳଚଂଚଳ । ପୀଠରେ ଯେମିତି ଭକ୍ତିର ପରିବେଶ, ମଣ୍ଡରେ ସେମିତି ଶ୍ରଦ୍ଧାଳୁଙ୍କ ଉତ୍ସାହ । ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା କରାଯାଉଛି । ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କ ମହାସ୍ନାନ…

‘ରମାଦେବୀ’ରେ ରାଗିଂ ? ଛାତ୍ରୀ ଆଣିଲେ ସାଂଘାତିକ୍ ଅଭିଯୋଗ

କନକ ବ୍ୟୁରୋ : ରାଜଧାନୀର ଛାତି ଉପରେ ଥିବା ରମାଦେବୀ କଲେଜ୍ରୁ ଆସିଛି ରାଗଂ ଭଳି ସାଂଘାତିକ୍୍ ଅଭିଯୋଗ । ବଡ଼ କଥା ହେଉଛି, ରାଗିଂ ସ୍ଥିତିର ସାମ୍ନା କରିଥିବା ଏହି ଯୁକ୍ତ ଦୁଇ ଛାତ୍ରୀ, ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି ।…

ମାଡ଼ରୁ ନୁହେଁ ରୋଗରୁ ହୋଇଛି ଏଏସଆଇ ଲୁଗୁନଙ୍କ ମୃତ୍ୟୁ । ଶବ ବ୍ୟବଛେଦ ରିପୋର୍ଟ ପରେ କହିଲେ ଏସପି, ପ୍ରଶ୍ନ ଉଠାଇଲେ…

କନକ ବ୍ୟୁରୋ : ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିଶା ଲୁଗୁନଙ୍କ ମୃତ୍ୟୁ ମାଡରୁ ନୁହଁ ବରଂ ରୋଗରୁ ହୋଇଛି । ଏହା କହିଛନ୍ତି ରାଉରକେଲା ଏସପି । ଶବବ୍ୟବଚ୍ଛେଦ ରିପୋର୍ଟକୁ ଭୁବନେଶ୍ୱର ଏମ୍ସ ପଠାଯାଇଥିଲା । ଆଉ ଏହି ରିପୋର୍ଟକୁ ମେଡିସିନ ଫରେନସିକ ଟିମ ଯାଂଚ କରିଥିଲେ । ଆଉ ରିପୋର୍ଟ ଯାଂଚ…