Daily Archives

October 19, 2023

ଜୋରଦାର ଚାଲିଛି ନିର୍ବାଚନ ପ୍ରଚାର । ଛତିଶଗଡ଼ରେ ଦମ୍ ଦେଖାଇଲେ ଅମିତ ଶାହା, ତେଲେଙ୍ଗାନାରେ ରାହୁଲଙ୍କ ବିଶାଳ ରାଲି

କନକ ବ୍ୟୁରୋ : ଏଥର ଛତିଶଗଡରେ ତିନିଥର ପାଳନ ହେବ ଦୀପାବଳି । ଗୁରୁବାର ଛତିଶଗଡରେ ପହଁଚି ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ନିର୍ବାଚନୀ ସଭାରେ ଅମିତ ଶାହା କହିଛନ୍ତି, ଆମେ ଛତିଶଗଡ଼ ତିନିଥର ଦୀପାବଳି ପାଳିବା । ପ୍ରଥମ ଦୀପାବଳିର ଉତ୍ସବ, ଦ୍ୱିତୀୟ ୩…

ତୁଟିଲା କି ଗେହଲଟ୍-ପାଇଲଟ୍ କଳି ! ଚର୍ଚ୍ଚାରେ ଗେହଲଟଙ୍କ ବୟାନ, କହିଲେ, ‘ମୁଁ ମୁଖ୍ୟମନ୍ତ୍ରୀ ଆସନ ଛାଡି଼ବାକୁ…

କନକ ବ୍ୟୁରୋ : ପାଖେଇ ଆସୁଛି ରାଜସ୍ଥାନ ବିଧାନସଭା ନିର୍ବାଚନ । ଆଉ ନିର୍ବାଚନକୁ ନେଇ ରାଜ୍ୟରେ ବଢିବାରେ ଲାଗିଛି ତାତି । କ୍ଷମତାରେ ଥିବା କଂଗ୍ରେସ ପୁଣିଥରେ ବାଜି ମାରିବାକୁ ପ୍ରସ୍ତୁତ ହେଉଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକ ବୟାନ ରାଜନୈତିକ ଉଷ୍ମତାକୁ ଆହୁରି ବଢାଇ…

ଯୁଦ୍ଧଭୂମିରେ ଜଣ ପରେ ଜଣେ ବିଶ୍ୱ ନେତା । ବାଇଡେନଙ୍କ ପରେ ପହଞ୍ଚିଲେ ସୁନକ୍

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଇସ୍ରାଏଲରେ ପହଞ୍ଚିଛନ୍ତି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ହମାସ ଓ ଇସ୍ରାଏଲ ଯୁଦ୍ଧର ଘନଘଟା ଭିତରେ ଗୁରୁବାର ଇସ୍ରାଏଲ ମାଟିରେ ପାଦ ଥାପିଥିବା ସୁନକ କହିଛନ୍ତି,‘ଆତଙ୍କବାଦ ବିରୋଧରେ ଆମେ ଆପଣଙ୍କ ସହ ଛିଡ଼ା ହୋଇଛୁ । ଏଭଳି…

ବାଇଡେନଙ୍କ ପରେ ଇସ୍ରାଏଲରେ ସୁନକ୍ । ବଢ଼ାଇଲେ ନେତାନ୍ୟାହୁଙ୍କ ମନୋବଳ

କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ୧୩ ଦିନରେ ପହଁଚିଲାଣି । ତଥାପି ସ୍ୱାଭାବିକ୍ ହେଉନାହିଁ ସ୍ଥିତି । ବରଂ ଦିନକୁ ଦିନ ଗାଜାରେ ବଢିବାରେ ଲାଗିଛି ସମସ୍ୟା । ତଥାପି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁ ହମାସ୍ । ଇସ୍ରାଏଲ ସେନା ବିରୋଧରେ ଜାରି ରଖିଛି ଯୁଦ୍ଧ । ତେଲ ଅବିବ୍ ଓ…

ଗୁଳି ଫୁଟାଇ ଖସିଯାଉଥିଲେ ଦୁର୍ବୃତ । ଗୋଡାଇ ଗୋଡାଇ ଧରିଲା ପୋଲିସ । ଟୋଲ ଫି’ ଆଦାୟକୁ ନେଇ ପିପିଲି ଟୋଲ୍ ଗେଟରେ…

କନକ ବ୍ୟୁରୋ: ପାର୍ବଣ ପୂର୍ବରୁ ଅପରାଧୀଙ୍କ ଉପରେ କଡା ନଜର ରଖିଛି ପୋଲିସ । ହେଲେ ପୁଲିସ ପ୍ରଶାସନ ସକ୍ରିୟ ଓ କଡା ସୁରକ୍ଷା ସତ୍ୱେ ଅପରାଧୀ କାହାରିକୁ ଭୟ କରୁନାହାନ୍ତି । ପିପିଲି ଟୋଲଗେଟରେ ଟୋଲ ଫି ଆଦାୟକୁ ନେଇ ଗଣ୍ଡଗୋଳ ପରେ ଗୁଳି ଫୁଟାଇଛନ୍ତି ଦୁର୍ବୃତ । ଫାଙ୍କା ଗୁଳିମାଡ କରି…

ଥିଲେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ଓଡ଼ିଶାର ରାଜ୍ୟପାଳ । ରଘୁବର ଦାସଙ୍କ ନିଯୁକ୍ତି ପରେ ରାଜନୈତିକ ମହଲରେ ଚର୍ଚ୍ଚା

କନକ ବ୍ୟୁରୋ: ଓଡିଶାର ନୂଆ ରାଜ୍ୟପାଳ ହୋଇଛନ୍ତି ରଘୁବର ଦାସ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ଥିବା ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ପ୍ରଫେସର ଗଣେଶୀ ଲାଲଙ୍କ ପରେ ସେ ଦାୟିତ୍ୱ ଗ୍ରହଣ କରିବେ । ତେବେ ପ୍ରଫେସର…