Daily Archives

October 17, 2023

ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ପୁଟିନଙ୍କ ଚୀନଗସ୍ତ । କାରଣ ଉପରେ ରହିଛି ସାରା ବିଶ୍ୱର ନଜର

କନକ ବ୍ୟୁରୋ : ଚୀନ ଗସ୍ତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ବିଆରଆଇ ବୁଧବାର ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ପୁଟିନଙ୍କ ଚୀନ ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ଚୀନ ସହ ସର୍ମ୍ପକ ମଜବୁତ…

ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ମିଳିଲାନି ବିବାହକୁ ସୀକୃତି । ସିଜେଆଇ କହିଲେ, ଆଇନ ତିଆରି କରିପାରିବ ନାହିଁ…

କନକ ବ୍ୟୁରୋ : ସମଲିଙ୍ଗୀ ବିବାହକୁ ନେଇ ଆଇନ ଗଢିବା କ୍ଷମତା କୋର୍ଟଙ୍କ ନିକଟରେ ନାହିଁ । ହେଲେ ସେମାନଙ୍କୁ ବିବାହ ପାଇଁ ଅନୁମତି ମିଳିବା ଉଚିତ । ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣିବେଳେ କିଛି ଏଭଳି ମତ ରଖିଛନ୍ତି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ । ସମଲିଙ୍ଗୀ…

୧୧ଦିନରେ ପହଁଚିଲା ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ଲଢେଇ ଭିତରେ ଲେବାନନ୍ ଉପରେ ଇସ୍ରାଏଲର ଘନଘନ ଆକ୍ରମଣ

କନକ ବ୍ୟୁରୋ : ୧୧ ଦିନରେ ପହଁଚିଲାଣି ଇସ୍ରାଏଲ-ହମାସ ଯୁଦ୍ଧ । ଏହାରି ଭିତରେ ଗାଜା ସହରରେ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଯୁଦ୍ଧର ୧୧ ଦିନରେ ସମୁଦ୍ର ପଟୁ ବି ଗାଜା ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଛି ଇସ୍ରାଏଲ ସେନା । ମିଳିଥିବା ସୂଚନା ଅନୁସାରେ…

ବର୍ଷାରେ ଭିଜିବ ଦଶହରା । ବଙ୍ଗୋପସାଗରରେ ସକ୍ରିୟ ରହିଛି ପୂର୍ଣ୍ଣିବଳୟ । ୩ଦିନ ଯାଏଁ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ୧୮…

ବୁର୍ଲାରେ ଚାଲିଛି ବୁଲଡୋଜର । ଉଚ୍ଛେଦକୁ ବିରୋଧ କରି ଗର୍ଜିଲେ ବିଜେପି ବିଧାୟକ

କନକ ବ୍ୟୁରୋ : ବୁର୍ଲାରେ ଚାଲିଛି ବୁଲଡୋଜର । ରାସ୍ତା ପ୍ରଶସ୍ତିକରଣ ପାଇଁ ଦୋକାନ ଓ ଘରକୁ ଉଛେଦ କରୁଛି ପ୍ରଶାସନ । ଯାହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଉଛେଦକୁ ବେଆଇନ ଦର୍ଶାଇବା ସହ ପ୍ରତିବାଦ କରି ଆସୁଛନ୍ତି । ଗୋଟିଏ ପଟେ ପ୍ରଶାସନ ଉଛେଦ କାର୍ଯ୍ୟ ଜାରି ରଖିଥିବାବେଳେ ଆଉ…

ବିଜେଡି଼ର ଗଞ୍ଜାମ ସମରସଜ୍ଜା । ପ୍ରଦୀପଙ୍କୁ ଟକ୍କର ଦେବେ ବିକ୍ରମ!

କନକ ବ୍ୟୁରୋ : ଗଂଜାମ ପାଇଁ ବିଜେଡି ଆରମ୍ଭ କରିଛି ରଣନୀତି । ଜିଲ୍ଲାରେ ୧୩ଟି ବିଧାନସଭା ଆସନ ଥିବାରୁ ଦଳ ଏବେଠାରୁ ଆରମ୍ଭ କରିଦେଇଛି ପ୍ରସ୍ତୁତି । ତେବେ ଦଳର ଚିନ୍ତା ବଢାଇଛି ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ । ଏଠାରେ ବିଜେଡିରୁ ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀଙ୍କ ଭଲ ଦବଦବା…