Daily Archives

October 16, 2023

ରାଜ୍ୟ ସରକାରଙ୍କୁ ଘେରିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ: କହିଲେ, ମୟୂରଭଂଜ ଅମର୍ଦ୍ଦା ଏୟାରଷ୍ଟ୍ରିପ ପାଇଁ ଜମି…

କନକ ବ୍ୟୁରୋ: କେଉଁ ରାଜନୈତିକ ଦଳ ମୟୂରଭଞ୍ଜର ବିକାଶ କଥା ଚିନ୍ତା କରୁଛି? ରାଜ୍ୟ ସରକାର ନା କେନ୍ଦ୍ର ସରକାର କିଏ ମୟୂରଭଞ୍ଜର ବିକାଶ ଲାଗି ଆନ୍ତରିକତା ଦେଖାଉଛନ୍ତି? ଏହାକୁ ନେଇ ଏବେ ପୁଣି ଥରେ ଆରମ୍ଭ ହୋଇଛି ରାଜନୀତିକ ବୟାନବାଜି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ…

୭୮ ବର୍ଷରେ ପଦାର୍ପଣ କଲେ ନବୀନ: ଛୁଟିଲା ଶୁଭେଚ୍ଛାର ସୁଅ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ଗତମାସରେ ଭଉଣୀଙ୍କ ପରଲୋକ ଯୋଗୁଁ ଆଜି ସେ ଜନ୍ମଦିନକୁ ପାଳନ କାରିନାହାନ୍ତି । କିନ୍ତୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରମୁଖ ବ୍ୟକ୍ତି…

ସିବିଆଇ ସାମନାରେ ସତ ମାନିଲେ ଡାକ୍ତର: ମାଆଙ୍କୁ ଦେଇଥିଲେ ୮୦ଲକ୍ଷର ଫ୍ଲାଟ ଉପହାର

କନକ ବ୍ୟୁରୋ: ପାରାଦୀପର ଠକ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କ ଠକେଇର ଜାଲ ଧିରେ ଧିରେ ଖୋଲିବାରେ ଲାଗିଛି । ରିମାଣ୍ଡରେ ନେଇ ସିବିଆଇ ପଚରାଉଚୁରା ବେଳେ ତାଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ଅନ୍ୟପଟେ ଡାକ୍ତରଙ୍କ ଗିରଫ ପରେ ତାଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ…

ରୋହିତ ବନାମ ଜୟନାରାୟଣ: ମୁହାଁମୁହିଁ ଦୁଇ ଟାଣୁଆ ନେତା

କନକ ବ୍ୟୁରୋ: ସମ୍ବଲପୁର ରାଜନୀତିରେ ଦୁଇ ବଡ ନେତା ରୋହିତ ପୂଜାରୀ ଓ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି । ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ରୋହିତ ପୂଜାରୀ । ଆଉ ଏହା ବିଜେପି ଦେହରେ ନିଆଁ ଲଗାଇଦେଇଛି । ଜୟନାରାୟଣ…

ପୁରୀରେ କଂଗ୍ରେସର ରଣହୁଙ୍କାର: ପଦଯାତ୍ରା ବେଳେ ପୁଲିସ ସହ ଧସ୍ତାଧସ୍ତି

କନକ ବ୍ୟୁରୋ: ପୁରୀରେ କଂଗ୍ରେସ ଗର୍ଜନ । କାର୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା ଭଳି ୬ ଦଫା ଦାବି ନେଇ ପୁରୀରେ ପଦଯାତ୍ରା କରିବା ସହ ସମାବେଶ କରିଛନ୍ତି କଂଗ୍ରେସ କର୍ମୀ ଓ ନେତା । ଶ୍ରୀମନ୍ଦିରର ଚାରିଦ୍ୱାର କାହିଁକି ଖୋଲାଯାଉନାହିଁ ବୋଲି ଦଳ…

ଖୋଲୁନି ପିଡିଏସ ପୋର୍ଟାଲ, ରାସନକାର୍ଡ ପାଇଁ ଆବେଦନ କରିପାରୁନାହାନ୍ତି ଯୋଗ୍ୟ ହିତାଧିକାରୀ ।

କନକ ବ୍ୟୁରୋ: ଅନେକ ସମୟରେ ଖୋଲୁନାହିଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ପୋର୍ଟାଲ । ଫଳରେ ରାସନକାର୍ଡ ପାଇଁ ଆବେଦନ କରିପାରୁନାହାନ୍ତି ପ୍ରକୃତ ହିତାଧିକାରୀ । ଏଭଳି ସ୍ଥିତିରେ ଅସହାୟ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଜଣେ ଯୁବ ସରପଞ୍ଚ । କେନ୍ଦ୍ରାପଡା ମାର୍ଶାଘାଇରୁ ଆସିଲା ସାଂଘାତିକ…