Daily Archives

October 11, 2023

ସୁନା ବଜାରରେ ଯୁଦ୍ଧର ପ୍ରଭାବ । ମହଙ୍ଗା ହୋଇପାରେ ସୁନା ଦର, ଭାରତୀୟ ବଜାରରେ ୧୦ ଗ୍ରାମ ପିଛା ୩ ହଜାର ଟଙ୍କା ମହଙ୍ଗା…

କନକ ବ୍ୟୁରୋ : ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସୁନା ବଜାର ଉପରେ ପଡ଼ିପାରେ । ୩ ହଜାର ଟଙ୍କା ମହଙ୍ଗା ହୋଇପାରେ ସୁନା ଦର । ଏବେ ସୁନା ଦର ୧୦ ଗ୍ରାମ ପିଛା ୮୭୪ ଟଙ୍କା ବୃଦ୍ଧି ପାଇ ୫୭ ହଜାର ୪୧୫ ଟଙ୍କାରେ ପହଂଚିଛି । ଯୁଦ୍ଧ ଏପରି ଜାରି ରହିଲେ, ସୁନା ଦର…

ନିପାତ ହେଲା ପଠାନ କୋଟ ଆକ୍ରମଣର ମାଷ୍ଟରମାଇଣ୍ଡ । ଅଜଣା ଦୁବୃର୍ତର ଗୁଳିମାଡ଼ର ଚାଲିଗଲା କୁଖ୍ୟାତ ଆତଙ୍କୀ ସାହିଦ ଲତିଫର…

କନକ ବ୍ୟୁରୋ : ନିପାତ ହେଲା ପଠାନ କୋଟ ଆକ୍ରମଣର ମାଷ୍ଟରମାଇଣ୍ଡ । ଅଜଣା ଦୁବୃର୍ତର ଗୁଳିମାଡ଼ର ଚାଲିଗଲା କୁଖ୍ୟାତ ଆତଙ୍କୀ ସାହିଦ ଲତିଫର ଜୀବନ । ଏନଆଇଏ ପାଇଁ ମୋଷ୍ଟ ୱାଂଟଡ୍ ତାଲିକାରେ ଥିଲା ସାହିଦ ଲତିଫ । ଆତଙ୍କୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନରେ କିଏ ଓ କାହିଁକି ଲତିଫକୁ ହତ୍ୟା…

ଭାରତ-କାନାଡା ବିବାଦର ସମାଧାନ ପାଇଁ ଉଭୟ ଦେଶର ପ୍ରୟାସ । ଆମେରିକାର ୱାସିଂଟନରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି…

କନକ ବ୍ୟୁରୋ : ଭାରତ କାନାଡ଼ା ବିବାଦ ଭିତରେ ଆସିଛି ବଡ ଖବର । ଉଭୟ ଦେଶର ବୈଦେଶିକନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିବା ସୂଚନା ମିଳିଛି । ଭାରତୀୟ ବୈଦେଶିକମନ୍ତ୍ରୀ ଏସଜୟଶଙ୍କର ଓ କାନାଡ଼ା ବୈଦେଶିକମନ୍ତ୍ରୀ ମେଲେନୀ ଜୋଲିଙ୍କ ମଧ୍ୟରେ କାନାଡାରେ ଏକ ଗୁପ୍ତ ବୈଠକ ହୋଇଥିବା ଖବର ମିଳିଛି ।…

ବିବାହ ଉତ୍ସବ ପାଇଁ ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ । ନଭେମ୍ବର ୨୩ ପରିବର୍ତ୍ତେ ନଭେମ୍ବର ୨୫ ହେବ…

କନକ ବ୍ୟୁରୋ : ବିବାହ ଉତ୍ସବ ପାଇଁ ବଦଳିଲା ନିର୍ବାଚନ ତାରିଖ । ନଭେମ୍ବର ୨୩ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ ବଦଳିଛି । ନଭେମ୍ବର ୨୩ ପରିବର୍ତ୍ତେ ନଭେମ୍ବର ୨୫ ରେ ନିର୍ବାଚନ କରିବାକୁ ନିଷ୍ପତି ନେଇଛନ୍ତି ନିର୍ବାଚନ କମିଶନ । ନଭେମ୍ବର ୨୩ ତାରିଖ ଏକାଦଶୀ ପଡୁଥିବାରୁ…

ଯୁଦ୍ଧ ଭିତରେ ପ୍ରିୟଜନଙ୍କ ପାଇଁ ଚିନ୍ତାରେ ଇସ୍ରାଏଲ ନାଗରିକ । ଦେଶକୁ ଫେରିବାକୁ ଚାହୁଁଥିଲେ ବି ନାଚାର

କନକ ବ୍ୟୁରୋ : ଯେଉଁ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ସେଥିରୁ ଅବା କେମିତି ବାଦ ପଡିବେ ଇସ୍ରାଏଲ ନାଗରିକ । ଦୁନିଆର ବିଭିନ୍ନ କୋଣରେ ରହୁଥିବା ଇସ୍ରାଏଲ ନାଗରିକଙ୍କ ମାନସିକ ସ୍ଥିତି ବର୍ତମାନ ଏଭଳି କିଛି ରହିଛି । ଯୁଦ୍ଧରେ ଦେଶରେ ହିଂସା, ଉତେଜନା । ସବୁଠି କେବଳ ଦେଖିବାକୁ…

୫ଦିନରେ ପହଁଚିଲା ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ରକ୍ତମୁଖା ଇସ୍ରାଏଲ ହମାସ ଉପରେ ଜାରି ରଖିଛି ଅତର୍କିତ ଆକ୍ରମଣ

କନକ ବ୍ୟୁରୋ : ଯୁଦ୍ଧ ଆଣିଛି ଚିନ୍ତା, ଦୁଖ, ସମସ୍ୟା ଓ ଉତେଜନା ସହ ହିଂସା । ଶନିବାରଠୁ ଆରମ୍ଭ ହୋଇଛି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ । ଯୁଦ୍ଧଭୂମିରୁ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳୁଛି ଯାହା ମନକୁ ଦୋହାଲାଇ ଦେଉଛି । ହମାସ ଆତଙ୍କୀଙ୍କ ବର୍ବରତାକୁ କଡ଼ା ଜବାବ ଦେଉଛି…