Daily Archives

October 8, 2023

ସମ୍ବିତ ପାତ୍ର ହେଲେ ସାହା: ସୁରଟରୁ ଆସିଲା ସନ୍ତୋଷଙ୍କ ଶବ

କନକ ବ୍ୟୁରୋ: ଗତ ୫ ତାରିଖ ଗୁଜୁରାଟର ସୁରଟରେ ସତ୍ୟବାଦୀ ବିଧାନସଭା ଅନ୍ତର୍ଗତ ଚୁପରିଙ୍ଗି ପଞ୍ଚାୟତର ଚୁପରିଙ୍ଗି ଗ୍ରାମର ସନ୍ତୋଷ ବଳିଆରସିଂହ ଶାରୀରିକ ଅସୁସ୍ଥତା ଯୋଗୁଁ ଦେହାନ୍ତ ହୋଇଯାଇଥିଲା । କିନ୍ତୁ ଆର୍ଥିକ ଦୂରାବସ୍ଥା କାରଣରୁ ତାଙ୍କ ପରିବାର ଆମ୍ବୁଲାନ୍ସର ଦେୟ ଦେବା ପାଇଁ ଅସମର୍ଥ…

ଦିଗପହଣ୍ଡି ରାଜନୀତି: ଦ୍ୱନ୍ଦ୍ୱରେ କର୍ମୀ, କିଏ ହେବ ନେତା?

କନକ ବ୍ୟୁରୋ: ଦିଗପହଣ୍ଡି ରାଜନୀତିରେ ଘଡିକୋ ଘୋଡା ଛୁଟୁଛି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ସ୍ଥାନୀୟ ରାଜନୀତି ଗୋଳମାଳିଆ ହୋଇଯାଇଛି । ବିଜେଡି ଦୁଇଭାଗ ହୋଇଯାଇଥିବା ବେଳେ ଏଥିରୁ ଫାଇଦା ଚକ୍କରରେ ଅଛନ୍ତି ବିରୋଧୀ । ଦିଗପହଣ୍ଡିରେ ୨୦୦୯ରୁ ଲଗାତାର ବିଜେଡି ଟିକେଟରେ ନିର୍ବାଚିତ…

ଚାଷୀଙ୍କୁ ଲାଂଚ ମାଗି ହଟହଟା ପୋଲିସ: ଗାଡି ଚାବି ଛଡାଇ ନେଲେ ଲୋକେ

କନକ ବ୍ୟୁରୋ: ପୋଲିସ ବାବୁଙ୍କୁ ଘେରି ଯାଇଛନ୍ତି ଗାଁ ଲୋକ । ସମନ ଦେବାକୁ ଆସି ଅଭିଯୁକ୍ତଙ୍କୁ ପୋଲିସ କାହିଁକି ଟଙ୍କା ଲାଂଚ ମାଗୁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପୋଲିସ ବାବୁ ଜଣଙ୍କ କହୁଛନ୍ତି, ସେ ଲାଂଚ ନେଇ ନାହାନ୍ତି । ଖରାରେ ବୁଲୁଥିବାରୁ ସେ ଖୁସିରେ ଶହେ…

ଖୋଲୁନି ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ: ବାଟବଣା ହେଉଛି କି ତଦନ୍ତ? ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ…

କନକ ବ୍ୟୁରୋ: ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ୧୯ ଦିନ ବିତିଗଲାଣି , କିନ୍ତୁ ଘଟଣା ପଛର କାରଣ ଖୋଜିବାରେ ସମର୍ଥ ହୋଇନି ପୁଲିସ । ଡିଏସପି ବନିତା ମାଝୀଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି । କିନ୍ତୁ ଏବେ ବି ରହସ୍ୟ ଘେରରେ ରହିଛି ସୁସ୍ମିତାଙ୍କ ମୃତ୍ୟୁ । ଏହି…

ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବୟାନବାଜି: ବିଜେପିର ସମାଲୋଚନା, ବିଜେଡିର ଜବାବ

କନକ ବ୍ୟୁରୋ: ନୂଆବର୍ଷରେ ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ହେବ । ଆଉ ଏହାକୁ ନେଇ ବିଜେଡି ବିଜେପି ବୟାନବାଜି ଆରମ୍ଭ ହୋଇଛି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତି ନେବା ପରେ, ସରକାରଙ୍କୁ ଘେରିଛନ୍ତି…

ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ: ଆରମ୍ଭ ହେଲା ‘ପ୍ରତିଶୋଧର ମହାଯୁଦ୍ଧ’

କନକ ବ୍ୟୁରୋ: ନୂଆବର୍ଷରେ ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ହେବ । ଆଉ ଏହାକୁ ନେଇ ବିଜେଡି ବିଜେପି ବୟାନବାଜି ଆରମ୍ଭ ହୋଇଛି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତି ନେବା ପରେ, ସରକାରଙ୍କୁ ଘେରିଛନ୍ତି…