Daily Archives

October 6, 2023

ସୋସିଆଲ ମିଡିଆରେ ସୁଲତାଙ୍କ କ୍ଷୋଭ: କିଏ ଦେଉଛି ରାଜ୍ୟସଭା ସାଂସଦଙ୍କୁ ଲାଞ୍ଛନା?

କନକ ବ୍ୟୁରୋ: ବିଜେଡି ସାଂସଦ ସୁଲତା ଦେଓଙ୍କ ଫେସବୁକ ପୋଷ୍ଟକୁ ନେଇ ଚର୍ଚ୍ଚା ବଢିଛି । ଫେସବୁକରେ ବିଜେଡି ନେତ୍ରୀ ଲେଖିଛନ୍ତି ତାଙ୍କୁ ଲାଂଛନା ଦିଆଯାଉଛି । ଆଉ ଯେଉଁମାନେ ତାଙ୍କୁ ଲାଂଛିତ ଅପମାନିତ କରିଛନ୍ତି, ସେମାନଙ୍କୁ ସେ ଜବାବ ରଖିଛନ୍ତି । ସୁଲତା ଦେଓଙ୍କୁ ରାଜ୍ୟସଭାରେ ବିଜେଡି…

ସତ ସାମ୍ନାକୁ ଆଣିଲା ଡିଏନଏ ରିପୋର୍ଟ: କାର୍ଯ୍ୟାନୁଷ୍ଠାନ ନେବ କ୍ୟାପିଟାଲ ହସ୍ପିଟାଲ

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦବଦଳ ଅଭିଯୋଗର ସତ ସାମ୍ନାକୁ ଆସିଛି । ଡିଏନଏ ରିପୋର୍ଟ ପରେ ସ୍ପଷ୍ଟ ହୋଇଛି ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କର ଝିଅ ହୋଇଛି । ପରିବାର ଲୋକଙ୍କୁ ଏବେ ନବଜାତକକୁ ହସ୍ତାନ୍ତର କରାଯାଇଛି । ଡିଏନଏ ରିପୋର୍ଟ ଆସିବା ପରେ ହସ୍ପିଟାଲ…

ଡିସେମ୍ବରରେ ସରିବ ‘ପରିକ୍ରମା ପ୍ରକଳ୍ପ’: ସମୟ ଭିତରେ କାର୍ଯ୍ୟ ସରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ଶ୍ରୀ କ୍ଷେତ୍ରରେ ଚାଲିଥିବା ପରିକ୍ରମା ପ୍ରକଳ୍ପର ଅଗ୍ରଗତିକୁ ନେଇ ସମୀକ୍ଷା କରାଯାଇଛି । ଜିଲ୍ଲାର ବରିଷ୍ଠ ଅଧିକାରଙ୍କ ଗହଣରେ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏଥିସହ ଡିସେମ୍ବର ଶେଷ ସୁଦ୍ଧା ପ୍ର୍ରକଳ୍ପକୁ ଶେଷ କରିବାକୁ ନିର୍ଦ୍ଦେଶ…

କେମିତି ବିଶ୍ୱସ୍ତରୀୟ ହେବ ଏସସିବି ମେଡିକାଲ? ଏଠି, ଠେଙ୍ଗାରେ ଝୁଲୁଛି ସାଲାଇନ୍, ଘଂଟା ଘଂଟା ଧରି କଟୁଛି ଲାଇନ୍

କନକ ବ୍ୟୁରୋ: କଟକ ବଡ ମେଡିକାଲକୁ ନେଇ ବିବାଦ ପିଛା ଛାଡୁ ନାହିଁ । ବିଜୁଳି ବିଭ୍ରାଟ, ୱାର୍ଡକୁ ଜଳ ଯୋଗାଣ ଠପକୁ ନେଇ ଚର୍ଚ୍ଚାରେ ଥିଲା ଏସସିବି ମେଡିକାଲ । ଏବେ ମେଡିକାଲରେ ଅବ୍ୟବସ୍ଥାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ରୋଗୀଙ୍କୁ ସାଲାଇନ ଦେବା ପାଇଁ ନାହିଁ ଷ୍ଟାଣ୍ଡ । ରୋଗୀଙ୍କ…

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ ।

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ । ଆସନ୍ତା ୩୧ ତାରିଖରେ କୋର୍ଟରେ ହାଜର ହେବାକୁ ସମନ କରିଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ସମନ ପଠାଇଲେ କୋର୍ଟ ।…

ଏନଏଚଆରସିରେ ଭାରତୀଙ୍କ ମାମଲା । ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳ ପକ୍ଷଭୁକ୍ତ ।

କନକ ବ୍ୟୁରୋ: ବ୍ୟାଙ୍କମିତ୍ର ଭାରତୀ ସିଂଙ୍କୁ ଚାକିରିରୁ ନିଲମ୍ବନ ପ୍ରସଙ୍ଗ । ଏନଏଚଆରସିକୁ ଗଲା ଭାରତୀ ସିଂଙ୍କ ମାମଲା । ବିନା କାରଣ ଓ ନୋଟିସରେ ନିଲମ୍ବନକୁ ନେଇ ଉଠିଲା ବଡ଼ ପ୍ରଶ୍ନ । ଏନେଇ ମାନବାଧିକାର ଉଲ୍ଲଂଘନ କରାଯାଥିବା ନେଇ ହୋଇଥିଲା ଅଭିଯୋଗ । ତେଣୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…