Daily Archives

October 5, 2023

ଠକଙ୍କ ଏମ୍ପ୍ଲୟମେଂଟ ଏକ୍ସଚେଂଜ: ପୋଷାକ ଦେଲେ, ଟ୍ରେନିଂ ଦେଲେ, ଚାକିରି ବେଳକୁ ହୋଇଗଲେ ଉଭାନ

କନକ ବ୍ୟୁରୋ: ଭାରତୀୟ ପୋଲିସ ପ୍ରୋଟେକ୍ସନ ଫୋର୍ସ ନାଁରେ ବଡ଼ ଠକେଇ । ଚାକିରି ଦେବାକୁ କହି ୩୦ରୁ ଅଧିକ ଯୁବକଙ୍କୁ ଚୁନା ଲଗାଇଛନ୍ତି ଠକ । ଅଭିଯୋଗ ଅନୁସାରେ, ଏହି ଠକ ଛାତ୍ରମାନଙ୍କ ଠାରୁ ଟଙ୍କା ନେବା ପରେ ସେମାନଙ୍କୁ ଉତରପ୍ରଦେଶରେ ଟ୍ରେନିଂ ଦେଇଥିଲେ । ସେଠାରେ ସେମାନଙ୍କୁ ପୋଷାକ ମଧ୍ୟ…

ଆଇସିୟୁରେ ବାଜିବ ମ୍ୟୁଜିକ୍: ସୁସ୍ଥ ହେବେ ରୋଗୀ!

କନକ ବ୍ୟୁରୋ: ଏସସିବିରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି । ଆଇସିୟୁରେ ଥିବା ରୋଗୀଙ୍କ ମାନସିକ ଚାପ ପକାଇବା ପାଇଁ ୨୪ଘଂଟା ଇନଷ୍ଟ୍ରୁମେଂଟାଲ ମ୍ୟୁଜିକ୍ ଓ ଭକ୍ତି ସଙ୍ଗୀତ ବାଜିବ । ମେଡିକାଲ କର୍ତୃପକ୍ଷଙ୍କ ଏହି ପଦକ୍ଷେପ ଦ୍ୱାରା ରୋଗୀଙ୍କ ମନୋବଳ ବଢିବ ଓ ରୋଗୀ ସୁସ୍ଥ ହେବ ବୋଲି ଆଶା…

ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ: ବିବାହ ପାଇଁ ଆବେଦନ କଲେ ବିଜୟ ଶଙ୍କର

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପୂର୍ବତନ ବାନ୍ଧବୀ ସୋମାଲିକା ଦାସ କୋର୍ଟରେ ଦାୟର କରିଥିବା ମାମଲାର ଶୁଣାଣି ଶେଷ ହୋଇନଥିବାବେଳେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି ବିଜୟ ଶଙ୍କର । ଏ ନେଇ…

ବିଜେପିର ୧୨ ଘଂଟିଆ ସୁନ୍ଦରଗଡ଼ ବନ୍ଦ: ସୁସ୍ମିତା ମିଞ୍ଜ ଓ ଆଲିସ ଲୁଗୁନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନାଗର ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁୁର ସିବିଆଇ ତଦନ୍ତ ଦାବି ପାଇଁ ଚାପ ବଢିବାରେ ଲାଗିଛି । ଘଟଣାର ସିବିଆଇ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଆଜି ୧୨ ଘଂଟିଆ ସୁନ୍ଦରଗଡ ବନ୍ଦ ପାଳନ…

ଲୋକସଭା ଭଳି ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବ କି ବିଜେଡି? ମହିଳା ସଂରକ୍ଷଣ ଆଇନ ଆସିବା ପରେ ଦଳ…

କନକ ବ୍ୟୁରୋ: ଲୋକସଭା ପରେ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ କି ବିଜେଡି । ମହିଳା ସଂରକ୍ଷଣ ବିଲ ଆଇନରେ ପରିଣତ ହେବା ପରେ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଖୋଜୁଥିବା ଚର୍ଚ୍ଚା ହେଉଛି । ବିଜେଡିର ବିଧାୟିକା ନଥିବା ୧୦ଟି ସଂସଦୀୟ କ୍ଷେତ୍ର ଉପରେ ଫୋକସ କରିଛି ଦଳ ।…

ପରୀକ୍ଷା ଦେଇ ଲାଭ କ’ଣ? ସୋସିଆଲ ମିଡିଆରେ ପ୍ରଶ୍ନ ଭାଇରାଲ

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଘୁରିବୁଲୁଛି ପରୀକ୍ଷା ପ୍ରଶ୍ନପତ୍ର । ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଚାଲିଥିବା ବେଳେ ଏହିଭଳି କିଛି ସୋସିଆଲ ଚ୍ୟାନେଲ ପ୍ଲାଟଫର୍ମରେ ଘୁରିବୁଲୁଛି ପ୍ରଶ୍ନପତ୍ର । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଅପଲୋଡ ହେଉଛି । ଲିକ୍ ହୋଇଥିବା ପ୍ରଶ୍ନ ସୋସିଆଲ ମିଡିଆରେ…