ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ । ଜର୍ମାନୀ କଣ୍ଠଶିଳ୍ପୀ ଗୀତ ଗାଇ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

98

କନକ ବ୍ୟୁରୋ : ଆଜି ସାରା ଦେଶ ପାଳୁଛି ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ଜର୍ମାନର ଜଣାଶୁଣା ଗାୟିକା କାସମେ ଗୀତ ଗାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଫିିସିଆଲ ସୋସିଆଲ ମିଡିଆ ପେଜରେ ଏହି ଭିଡିଓ ପୋଷ୍ଟ କରି ଜର୍ମାନ ଗାୟିକାଙ୍କୁ ପ୍ରଂଶସା କରିଛନ୍ତି । ମୋଦି ଟୁଇଟ କରି କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ସମଗ୍ର ବିଶ୍ୱକୁ ଯୋଡି ରଖିଛି । ଭାରତର ସଂଗୀତ ଓ ସଂସ୍କୃତି ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ବନାଇପାରିଛି ।