Daily Archives

October 2, 2023

ଦମ୍ପତିଙ୍କୁ ଧକ୍କା ଦେଲା କନ୍ନଡ ଅଭିନେତା ନାଗଭୂଷଣଙ୍କ କାର । ଘଟଣାରେ ସ୍ତ୍ରୀ ମୃତ, ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି…

କନକ ବ୍ୟୁରୋ : ଶନିବାର ରାତି ସମୟ । ବେଙ୍ଗାଲୁରୁର ବସନ୍ତପୁରା ଅଂଚଳର ଘଟଣା । ଫୁଟପାଥରେ ଚାଲିଚାଲି ଫୁରସତର ସମୟ କାଟୁଥିଲେ ସ୍ଥାନୀୟ ବାସିନ୍ଦା ପ୍ରେମା ଏସ୍ ଓ କ୍ରିଷ୍ଣା ବି । ହଠାତ କେହି କିଛି ବୁଝିବା ଆଗରୁ ପଛପଟୁ ଆସୁଥିବା ଦ୍ରୁତ ବେଗର ଏକ କାର ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ।…

ମଣିପୁର ହିଂସାରେ ଖଲିସ୍ତାନୀ କନେକ୍ସନ ! ଉଗ୍ରବାଦୀଙ୍କୁ କାନାଡାର ଖଲିସ୍ତାନୀଠୁ ମିଳୁଛି କୋଟି କୋଟି ଟଙ୍କା ପାଣ୍ଠି

କନକ ବ୍ୟୁରୋ : କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ଯେ ମଣିପୁର ରାଜ୍ୟକୁ ଜଳିପୋଡି ପାଉଁଶ କରିଦେବ ସେକଥା ହୁଏତ କେହି ଭାବିନଥିବେ । ଛାତ୍ରଛାତ୍ରୀଙ୍କ ଅପହରଣ ଓ ହତ୍ୟା ପୁଣିଥରେ ରାଜ୍ୟକୁ ହୁଲୁସ୍ତୁଲୁ କରୁଛି । ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ମଧ୍ୟ ଆୟତକୁ…

ରାଜସ୍ଥାନ ଚିତୋରଗଢରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ଜନସଭା । ମଞ୍ଚରୁ କଂଗ୍ରେସକୁ ଟାର୍ଗେଟ କଲେ ମୋଦୀ

କନକ ବ୍ୟୁରୋ : ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଳ ଜନସଭା । ସୋମବାର ଚିତୋରଗଢରେ ରାଲିକୁ ସମ୍ବୋଧିତ କରି ଗେହଲଟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଏଥରକ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଶାସନରୁ ହଟିବା ନେଇ ମୁଖ୍ୟମନ୍ତ୍ରୀ…

ମେଡିସିନ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା । କୋଭିଡ ଟିକା ବିକାଶ ପାଇଁ କାଟାଲି କାରିକୋ ଓ ଡ୍ରିୟୁ ୱେଚମ୍ୟାନଙ୍କୁ…

କନକ ବ୍ୟୁରୋ : ଘୋଷଣା ହୋଇଛି ମେଡିସିନ ପାଇଁ ନୋବେଲ ଶାନ୍ତି ପୁରସ୍କାର । କୋଭିଡ ଟିକା ବିକାଶ ପାଇଁ କାଟାଲି କାରିକୋ ଓ ଡ୍ରିୟୁ ୱେସମ୍ୟାନଙ୍କୁ ମିଳିବ ଏହି ସମ୍ମାନ । ଦୁଇ ବୈଜ୍ଞାନିକଙ୍କ ଗବେଷଣା ଦ୍ୱାରା ଫାଇଜର ଓ ମଡର୍ଣ୍ଣା ଟିକା ବିକଶିତ ହୋଇଥିଲା । କାଟାଲି ଜଣେ ହଙ୍ଗେରୀ ବଂଶୋଦ୍ଭବ ଓ…

ନବଜାତ ଶିଶୁକନ୍ୟା କାହାର? କିଏ କହୁଛି ସତ, କିଏ କହୁଛି ମିଛ? ସତ ବାହାର କରିବ ଡିଏନଏ ଟେଷ୍ଟ?

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାରେ କିଏ କହୁଛି ସତ କିଏ କହୁଛି ମିଛ । ବାସ୍ତବରେ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ଝିଅ ହୋଇଥିଲା ନା ପୁଅ, ତାକୁ ନେଇ ସସପେନ୍ସ ଜାରି ରହିଛି । ଆଉ ଏହାରି ଭିତରେ ପ୍ରାଣକୃଷ୍ଣଙ୍କ ପତ୍ନୀ ଓ ତାଙ୍କ ଶିଶୁର ଡିଏନଏ ନମୁନା ନିଆଯାଇଛି ।…

ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧକ ହେବନି ଅର୍ଥ । ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଲା ଶିକ୍ଷା ଋଣ । ବିଦେଶରେ…

କନକ ବ୍ୟୁରୋ: ମେଧାବୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଏଣିକି କଳିଙ୍ଗ ଶିକ୍ଷା ସାଥୀ ଯୋଜନା ବା କେଏସଏସୱାଇରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି । ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୬ଲକ୍ଷ ଟଙ୍କା ରଖାଯାଇଥିବାରୁ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ…