Daily Archives

May 18, 2023

ପୁରୀରୁ ହାୱଡ଼ା ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍: ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । କହିଲେ, ଦେଶର…

କନକ ବ୍ୟୁରୋ: ଏହି ସବୁଜ ସଂକେତ ହୁଏତ ସବୁ ଦିନ ପାଇଁ ମନେ ରହିଛି । କାରଣ, ରେଳ ଯୋଗଯୋଗ କ୍ଷେତ୍ରରେ ଓଡ଼ିଶା ମାନିଚିତ୍ରରେ ଯୋଡ଼ି ହୋଇଯାଇଛି ନୂଆ ଅଧ୍ୟାୟ । ପୁରୀରୁ ଗଡ଼ିଛି ସେମି ହାଇସ୍ପିଡ୍ ଟ୍ରେନ୍ । ରେଳର ଗତି ଓ ଦେଶର ପ୍ରଗତିର ପ୍ରତୀକ କୁହାଯାଉଥିବା, ବନ୍ଦେ ଭାରତ ଏକ୍ସପ୍ରେସ, ପୁରୀରୁ…

ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ: ଟ୍ରେନର ଉଦାହରଣ ଦେଇ ଡବଲ ଇଞ୍ଜିନ୍ ସରକାର…

କନକ ବ୍ୟୁରୋ: ପୁରୀରୁ କୋଲକାତାର ହାୱଡା ଅଭିମୁଖେ ବନ୍ଦେ ଭାରତ ଟ୍ରେନ୍ ଗଡିବା ସହ କେନ୍ଦ୍ରମନ୍ତ୍ରୀଙ୍କ ମନରେ ବଢିଥିଲା ଉତ୍ସାହ । କିଛିଦିନ ହେଲା ରାଜ୍ୟ ସରକାରଙ୍କ ଉପରେ ବେଶ ଆକ୍ରମଣାତ୍ମକ ହୋଇପଡିଥିବା ଧର୍ମେନ୍ଦ୍ର ପ୍ରଧାନ, ଏହି ଅବସରରେ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।…

ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ?

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ଏହି କ୍ରମରେ ଏଏମ ପ୍ରସାଦଙ୍କୁ ଏଚଆରପିସିର ସ୍ପେଶାଲ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି ଆରକେ ଶର୍ମାଙ୍କୁ ଆଡିସନାଲ ଡିଜି (ହେଡକ୍ୱାର୍ଟର) ଭାବେ ଦାୟିତ୍ୱ ମିଳିଥିବା ବେଳେ ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଭାବେ…

ମାଟ୍ରିକ ଟପ୍ପରଙ୍କ କାହାଣୀ: ସଫଳତା ପଛରେ କଠିନ ପରିଶ୍ରମ

କନକ ବ୍ୟୁରୋ: ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ଏଥର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଫଳତା ହାର ଅଧିକ ରହିଛି । ଏବର୍ଷ ପରୀକ୍ଷାର୍ଥୀଙ୍କୁ ସପ୍ଲିମେଂଟାରୀ ପରୀକ୍ଷା ଦେବାର ସୁଯୋଗ ମିଳିବ । ଗ୍ରେଡେସନ ଆଧାରରେ ଏଥର ଭଲ ମାର୍କ ରଖିଛନ୍ତି ଛାତ୍ରଛାତ୍ରୀ । ଏଭଳି ଜଣେ ଛାତ୍ରୀ ହେଉଛନ୍ତି…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ପାସ୍ ହାର ୯୬.୪ ପ୍ରତିଶତ, ୩୨୨୨ ସ୍କୁଲରେ ଶତ ପ୍ରତିଶତ ସଫଳତା

କନକ ବ୍ୟୁରୋ: ଛାତ୍ର ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାଟ୍ରିକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ସ୍କୁଲ ଓ ଗଣଶିକ୍ଷା ସଚିବ, ବୋର୍ଡ ସଭାପତି ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କଟକ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଚଳିତ…

ସମ୍ବଲପୁର କୁଚିଣ୍ଡାରେ କାଳବୈଶାଖୀ ତାଣ୍ଡବ: ଅପରାହ୍ମରେ ହଠାତ୍ ବଦଳିଗଲା ପାଗ

କନକ ବ୍ୟୁରୋ: କୁଚିଣ୍ଡାରେ କାଳବୈଶାଖୀ ପ୍ରଭାବ । ଆଜି ଅପରାହ୍ନ ତିନିଟା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତଥା ଆଖପାଖ ଅଂଚଳରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କାଳବୈଶାଖୀର ପ୍ରଭାବରେ ସାମାନ୍ୟ ବର୍ଷା ସାଙ୍ଗକୁ ଝଡବତାସ ହୋଇଛି । ଝଡ ବତାସରେ କିଛି ଲୋକଙ୍କ ଘରର ଛପର ଉଡିଯାଇଛି…