Daily Archives

May 18, 2023

୬ ବର୍ଷର କୁନି ପୁଅ ପାଲଟିଛି ବାପାଙ୍କ ଆଶା ବାଡି: ମାଆ କାନ୍ଧରୁ ଅଭାବର ବୋଝ ହାଲୁକା କରିବା ପାଇଁ ଖୋଲିଛି ପସରା

କନକ ବ୍ୟୁରୋ: ପିପିଲି ରାସ୍ତା କଡରେ ଥିବା ଏହି ସ୍ଥାନଟିକୁ ଦେଖିଲେ କେହି କେବେ କଳ୍ପନା କରିପାରିବେ ନାହିଁ, ଏହା ହେଉଛି ଏକ ଦୋକାନ । ଏଠି ବିକ୍ରି ହେବା ପାଇଁ କିଛି ଦାମୀ ଉପକରଣ ନାହିଁ । କିନ୍ତୁ ଏହି ଦୋକାନ ଭରସାରେ ଚଳୁଛି ଏକ ପରିବାର । ଏଇଠି ବିଡି-ସିଗାରେଟ୍ ଓ ଗୁଟୁଖା ବିକ୍ରି କରି…

କାମାକ୍ଷାନଗରରେ ରେଳ ପ୍ରକଳ୍ପ ଉଦଘାଟନ ବେଳେ ନେତାଙ୍କ ନାଟକ: ବିଜେଡି-ବିଜେପି ନେତାଙ୍କ ମଧ୍ୟରେ ତୁ-ତୁ-ମେଁ-ମେଁ 

କନକ ବ୍ୟୁରୋ: ରେଳ ପ୍ରକଳ୍ପ ଉଦଘାଟନ ସମୟରେ ବିଜେଡି-ବିଜେପି ନେତାଙ୍କ ତୁତୁମେଁମେଁ । ସଭା ଅଧାରୁ ଉଠି ଚାଲିଗଲେ ମନ୍ତ୍ରୀ ଓ ସାଂସଦ । ଅନୁଗୁଳୁ ସୁକିନ୍ଦା ରେଳ ଲାଇନର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ କାମାକ୍ଷାନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ମଣ୍ଡଳ କାରାଗାରରେ ହୋଇଥିଲା ହତ୍ୟା ଷଡଯନ୍ତ୍ର: ପ୍ରେମରୁ ପ୍ରତିଶୋଧ ଓ ପରେ ପ୍ରେମିକାଙ୍କ ବାପାଙ୍କୁ ହତ୍ୟା

କନକ ବ୍ୟୁରୋ: ବାଳସୁଧାର ଗୃହରେ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଗୋଟିଏ ସ୍ଥାନରେ ମିଶିଲେ, ବନ୍ଧୁତା ସ୍ଥାପନ ହେଲା । ଷଡଯନ୍ତ୍ର ରଚନା କଲେ । ପ୍ରଥମ ଦିନରେ ହତ୍ୟା ଉଦ୍ୟମ କରି ବିଫଳ ହୋଇ ପରଦିନ ହତ୍ୟା କଲେ । ଆଉ ଏହି ହତ୍ୟାର କାରଣ ପ୍ରେମ ଓ ପ୍ରତିଶୋଧ । ଏଠି ପ୍ରେମିକ ଜେଲରେ ରହି ହତ୍ୟା…

ଭାରତରେ ତିଆରି ହେବ ଲଢୁଆ ବିମାନର ଇଞ୍ଜିନ୍ । ଆତ୍ମନିର୍ଭର ହେବ ଭାରତ

ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରରେ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରୁଥିବା ବେଳେ ଭବିଷ୍ୟତର ସ୍ୱଦେଶୀ ଲଢୁଆ ବିମାନ ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । କାରଣ ଲଢୁଆ ବିମାନ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଲେ ଭାରତ ବିଶ୍ବରେ ପ୍ରତିରକ୍ଷା ଉତ୍ପାଦନ…

୫ ଶହ ଟଙ୍କାର ଭତ୍ତା ପାଇଁ ୪ କିଲୋମିଟର ଚାଲିଲେ ୮୪ ବର୍ଷିୟ ବୃଦ୍ଧ: ବ୍ୟାଙ୍କକୁ ଯାଇ ଟଙ୍କା ନପାଇ ନିରାଶରେ ଫେରିଲେ…

କନକ ବ୍ୟୁରୋ: ୫ ଶହ ଭତା ଟଙ୍କା ପାଇଁ ୪ କିଲୋମିଟର ବାଟ ଚାଲିଲେ । ବ୍ୟାଙ୍କରେ ପହଂଚିବା ପରେ ଟଙ୍କା ନପାଇ ନିରାଶ ହୋଇ ଫେରିଲେ ଦୁଇ ଜଣ ବୃଦ୍ଧ । ଅଂଟା ଭାଙ୍ଗି ଗଲାଣି, ପାଦେ ଚାଲିବାକୁ ବଳ ନାହିଁ, ତଥାପି ବାଡି ଧରି ନଇଁ ନଇଁ ଭତା ଟଙ୍କା ପାଇଁ ବ୍ୟାଙ୍କକୁ ଯାଇଥିଲେ ପୁରୀ ଜିଲ୍ଲା ଗୋପ ବ୍ଲକ…

ଉତ୍କଳ ହସ୍ପିଟାଲରେ ପାଳିତ ହେଲା ଅର୍ନ୍ତରାଷ୍ଟ୍ରୀୟ ନର୍ସିଂ ଦିବସ, ଯୋଗଦେଲେ ମୁଖ୍ୟ ପରିଚାଳକ

କନକ ବ୍ୟୁରୋ : ବିଶ୍ୱର ବିଶିଷ୍ଠ ସେବିକା ଫ୍ଲୋରେନ୍ସ ନାଇଟଏଞ୍ଜେଲଙ୍କ ଜନ୍ମଦିନ ମେ’୧୨ ତାରିଖକୁ ସାରା ଦେଶରେ ଅର୍ନ୍ତରାଷ୍ଟ୍ରୀୟ ନର୍ସିଂ ଦିବସ ଭାବେ ପାଳନ କରାଯାଇଥାଏ । ୧୯୬୫ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଏହି କ୍ରମରେ ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ଉତ୍କଳ ହସ୍ପିଟାଲ…