Daily Archives

May 12, 2023

ସଚିନ ପାଇଲଟଙ୍କ ଜନ ସଂଘର୍ଷ ଯାତ୍ରାକୁ ନେଇ ଚିନ୍ତାରେ କଂଗ୍ରେସ, ଦିଲ୍ଲୀରେ ପହଁଚି ହାଇକମାଣ୍ଡଙ୍କୁ ଭେଟିଲେ ରାଜସ୍ଥାନ…

କନକ ବ୍ୟୁରୋ : ନିଜ ରାଜ୍ୟ ସରକାରଙ୍କ ବିରୋଧରେ ମୋର୍ଚ୍ଚା ବାହାର କରିଛନ୍ତି ସଚିନ ପାଇଲଟ । ବେଶ କିଛି ଦିନ ହେବ ରାଜସ୍ଥାନ ରାଜନୀତିରେ ପାଇଲଟ-ଗେହଲଟ ମତଭେଦ ବେଶ ଚର୍ଚ୍ଚାରେ ରହିଥିବାବେଳେ ଏବେ ପୁଣି ଖବରରେ ପାଇଲଟଙ୍କ ଜନ ସଂଘର୍ଷ ଯାତ୍ରା । ୧୧ ତାରିଖରୁ ଆରମ୍ଭ ହୋଇଥିବା ଯାତ୍ରା ଶୁକ୍ରବାର…

ପଞ୍ଜିକରଣ ହୋଇନି ପ୍ରାୟ ୫ହଜାର ଆପାର୍ଟମେଣ୍ଟ: ବର୍ଷେ ହେଲା ଗ୍ରାହକଙ୍କୁ ମିଳୁନି ଘର, କ୍ଷତି ସହୁଛି ରିଅଲ ଇଷ୍ଟେଟ୍

କନକ ବ୍ୟୁରୋ: ଗତ ବର୍ଷ ମେ’ ମାସରେ ସାଧାରଣ ସ୍ଥାନଗୁଡ଼ିକୁ ଆପାର୍ଟମେଂଟ ମାଲିକ ସଂଘକୁ ହସ୍ତାନ୍ତର କରା ନଗଲେ ସେଲ୍ ଡିଡ୍ ପଂଜିକରଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ବର୍ଷେ ପୂରିଗଲା, କିନ୍ତୁ ଆପାର୍ଟମେଂଟ ପାଇଁ ନୂଆ ଆଇନ କରିପାରିଲେନି ସରକାର । ହାଇକୋର୍ଟଙ୍କ…

ଏଗଜିଟ ପୋଲ ଆସିବା ପରେ କର୍ଣ୍ଣାଟକରେ ସରକାର ଗଠନ ପାଇଁ ବଢିଲା କସରତ, ନିଜ ନିଜର ରଣନୀତି ଆରମ୍ଭ କଲେଣି…

କନକ ବ୍ୟୁରୋ : ବହୁ ପ୍ରତିିକ୍ଷିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେରେ କିଏ ମାରିବ ବାଜି? କିଏ ଗଢିବ ସରକାର? କାହା ହାତକୁ ଆସିବ ରାଜ୍ୟର ଶାସନ କ୍ଷମତା? ଏନେଇ ଖୁବ ଚର୍ଚ୍ଚା ଚାଲିଛି । କଂଗ୍ରେସ ସପକ୍ଷରେ ଅଧିକାଂଶ ସର୍ଭେ ସଂସ୍ଥା ରିପୋର୍ଟ ଦେଇଥିବାବେଳେ ପୋଲ ଅଫ ଦ ପୋଲସ କହୁଛି ରାଜ୍ୟରେ…

ବିଜେପି ଫୋକସରେ ଲୋକସଭା ଆସନ: ତିନି ସଂସଦୀୟ କ୍ଷେତ୍ର ପାଇଁ ବଡ ରଣନୀତି କରୁଛନ୍ତି ଦଳର ୩ ତୁଙ୍ଗନେତା ଧର୍ମେନ୍ଦ୍ର,…

କନକ ବ୍ୟୁରୋ: ବିଜେପି ଫୋକସରେ ରହିଛି ଲୋକସଭା ଆସନ । ଫୋକସରେ ଥିବା ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଛି, ଢ଼େଙ୍କାନାଳ, କଟକ ଓ କେନ୍ଦ୍ରାପଡା । ଆଉ ଏହି ତିନି ଆସନ ପାଇଁ ବିଜେପିର ତୁଙ୍ଗନେତା ବଡ ରଣନୀତି କରୁଛନ୍ତି । ହେଭିୱେଟ୍ ନେତାମାନେ ନିଜେ ସଂସଦୀୟ କ୍ଷେତ୍ରକୁ ମାରାଥନ ଗସ୍ତ କରୁଛନ୍ତି ।…

ଇସଲାମାବାଦ ହାଇକୋର୍ଟରୁ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି । ଦେଶରେ ଏମରଜେନ୍ସି ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ କ୍ୟାବିନେଟର…

କନକ ବ୍ୟୁରୋ : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି । ସମସ୍ତ ମାମଲାରେ ମଧ୍ୟ ଇମ୍ରାନଙ୍କୁ ମିଳିଛି ଜାମିନ । ମେ ୧୭ ପର୍ଯ୍ୟନ୍ତ ଇମ୍ରାନଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି କୋର୍ଟ । ଏଥିସହ ଇମ୍ରାନଙ୍କୁ କଡ଼ା ସୁରକ୍ଷା ଯୋଗାଇବାକୁ କୋର୍ଟ ନିର୍ଦ୍ଦେଶ ମଧ୍ୟ…

ନବୀନ ସରକାରରୁ କାହିଁକି ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ? ପଢ଼ନ୍ତୁ କ’ଣ ହୋଇପାରେ ଏହାପଛର କାରଣ?

କନକ ବ୍ୟୁରୋ: ବିଜେଡି ସରକାରରେ ବଡ଼ ହଲଚଲ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ପରେ ଇସ୍ତଫା ଦେଲେ ରାଜ୍ୟର ଦୁଇ ପାୱରଫୁଲ୍ ମନ୍ତ୍ରୀ । ହଠାତ୍ କାହିଁକି ଇସ୍ତଫା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ? ଏନେଇ ରାଜ୍ୟ ରାଜନୀତିରେ ବଢ଼ିଲା ଚର୍ଚ୍ଚା ।…