Daily Archives

May 6, 2023

ବ୍ରିଟେନରେ କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ, ବହୁମୂଲ୍ୟ ମୁକୁଟ ପିନ୍ଧି ରୀତିନିତି ସହ ଅଭିଷିକ୍ତ ହେଲେ ଚାଲର୍ସ

କନକ ବ୍ୟୁରୋ : ବ୍ରିଟେନରେ ଚାର୍ଲସ୍ ତୃତୀୟଙ୍କ ରାଜ୍ୟାଭିଷେକ । ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟାଭିଷେକ ହୋଇଛି । ସମାରୋହରେ ଚାର୍ଲସ୍ ରାଜକୀୟ ମୁକୁଟ ପରିଧାନ କରିଛନ୍ତି । ଉତ୍ସବର ମୁଖ୍ୟ ଆକର୍ଷଣ ରାଜା ଚାର୍ଲସ୍ ଓ ତାଙ୍କ…

କମ୍ପାନୀ ପାଉଛନ୍ତି ଲାଭ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ବର୍ଜ୍ୟବସ୍ତୁ ପରିଚାଳନାରେ କମ୍ପାନୀ ଫେଲ୍ । ନିୟମର…

କନକ ବ୍ୟୁରୋ: ଝାରସୁଗୁଡାରେ ପ୍ରଚାର ଜୋର ହୋଇଛି । କିନ୍ତୁ ଗୋଟିଏ ପ୍ରସଙ୍ଗକୁ ସବୁଦଳ ଭୁଲିଯାଇଛନ୍ତି , ଯାହା ସ୍ଥାନୀୟ ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି । କଳକାରଖାନାର ପାଉଁଶ ଗଦା ଉପରେ ଠିଆ ହୋଇଛି ସହର । ଯୁଆଡେ ଦେଖିବ ପାଉଁଶ ଆଉ ପାଉଁଶ । ଆଉ ଏହି ପାଉଁଶ ପାଣି ଓ ଚାଷଜମିରେ ପଶି…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ସୋମବାର ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ଆଶଙ୍କା । ୯…

କନକ ବ୍ୟୁରୋ: ଦକ୍ଷିଣ-ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ୯ତାରିଖ ବେଳକୁ ଲଘୁଚାପଟି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ…

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି ବିଭ୍ରାଟ । କଟିଗଲା ବିଜୁଳି, ଜଳିଲାନି ଆଲୁଅ । ଅନ୍ଧାରରେ ରାଷ୍ଟ୍ରପତି ଦେଲେ…

କନକ ବ୍ୟୁରୋ: ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ମହାମହିମ ରାଷ୍ଟ୍ରପତି ଅଭିଭାଷଣ ରଖୁଥିବେ, ଆଉ ସେହି ସମୟରେ ଲାଇନ୍ କଟିଯିବ, ଏକଥା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ହେଲେ ଆଜି ବାରିପଦା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବରେ ଘଟିଛି ସେମିତି ଘଟଣା ।…

ଛାତ୍ରୀଙ୍କ ଆଖିରୁ ଦୃଷ୍ଟିଶକ୍ତି ଛଡେଇ ନେଇଛି ଟିବି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଲୋଡିଲେ ପରିବାର

କନକ ବ୍ୟୁରୋ: ପାଠ ପଢା ଠିକ୍ ଠାକ୍ ଚାଲିଥିଲା । ଆଖିରେ ଅସୁମାରୀ ସ୍ୱପ୍ନ ନେଇ ଆଗକୁ ବଢୁଥିଲେ ରାୟଗଡାର ରୀତା ପରିଡା । ଭଲ ପାଠ ପଢି ଶିକ୍ଷୟିତ୍ରୀଟିଏ ହେବାକୁ ଆଶା ରଖିଥିଲେ । ହେଲେ ବିଧିର ବିଧାନ କିନ୍ତୁ ତାଙ୍କ ପାଇଁ ଅଲଗା କିଛି ରଖିଥିଲା । ପାଠ ପଢା ବୟସରେ କୁନି ଛାତ୍ରୀଙ୍କ ଉପରେ…

ଦାରିଦ୍ର୍ୟର ବିକଳ ଚିତ୍ର । ଯେଉଁ ଘରେ ଛେଳି ସେଇଠି ମଣିଷ । ସରକାରୀ ଯୋଜନା ପାଲଟିଛି ଅପହଞ୍ଚ ।

କନକ ବ୍ୟୁରୋ: କନକ ବ୍ୟୁରୋ: ଘରଟିଏ ନଥିବାରୁ ଅବ୍ୟବସ୍ଥାରେ ଦିନ କାଟୁଛନ୍ତି ଦିନ ମଜୁରିଆଙ୍କ ପରିବାର । ଅସହାୟ ଲୋକଙ୍କୁ ପକ୍କା ଘର ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି ସରକାର, ହେଲେ ଏହି ଖବର ସରକାରୀ ଯୋଜନାର ବାସ୍ତବତାକୁ ପଦାରେ ପକାଇଛି । ସରକାରୀ ଯୋଜନା କେମିିତି ବାଟବଣା ହେଉଛି,…