Daily Archives

May 6, 2023

ଜଙ୍ଗଲ ଛାଡି ଜନବସତିରେ ବୁଲୁଛି ଭାଲୁ । ଜୟପୁର ବିମାନବନ୍ଦର ଓ ରେଳ ଷ୍ଟେସନରେ ଭାଲୁ ଦେଖି ଭୟଭୀତ ଲୋକେ

କନକ ବ୍ୟୁରୋ: ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହେଉଥିବା ନବରଙ୍ଗପୁର ଜିଲ୍ଲାରେ ନିତିଦିନିଆ ଘଟଣା ପାଲଟି ଯାଇଛି । ଦିନ ଦ୍ୱି-ପହରରେ ଖାଦ୍ୟ ଅନ୍ୱେଷଣରେ ସୋଲାର ପ୍ଲାଣ୍ଟ ପରିସରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ସୁରକ୍ଷା ପାଚେରୀ ଡେଇଁ ଗୋଟିଏ ଭାଲୁ ସୋଲାର ପ୍ଲାଣ୍ଟ ପରିସର ଭିତରକୁ…

କ’ଣ ଲୁଚାଇବାକୁ ଚାହୁଁଛି ଅନୁଗୁଳ ପୌର ପ୍ରଶାସନ? କାହିଁକି ରାତି ଅଧିଆ ପାର୍କରୁ ଗାଏବ ହୋଇଗଲା ମୂର୍ତି?

କନକ ବ୍ୟରୋ: ଦିନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତି ରାତି ପାହିଲା ବେଳକୁ ଗାଏବ । ପାର୍କରେ ପିଣ୍ଡି ଅଛି ହେଲେ ପ୍ରତିମୂର୍ତି ନାହିଁ । ଅନୁଗୁଳ ଗୋପବନ୍ଧୁ ପାର୍କରୁ ମାଳତୀ ଦେବୀଙ୍କ ସହ ଅନ୍ୟ ୯ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତି ଗାଏବ ହୋଇଯିବା ପରେ ସାମ୍ନାକୁ ଆସିଛି ଅନୁଗୁଳ…

ଆଫ୍ରିକୀୟ ଦେଶ କଙ୍ଗୋରେ ଭୟଙ୍କର ଭୂସ୍ଖଳନ, ୧୧ ଶିଶୁଙ୍କ ସମେତ ୧୭୬ ମୃତ

କନକ ବ୍ୟୁରୋ : ଆଫ୍ରିକୀୟ ଦେଶ କଙ୍ଗୋରେ ଦୁଇଦିନ ଧରି ଲାଗି ରହିଥିବା ବର୍ଷା କାରଣରୁ ଭୂସ୍ଖଳନ ହୋଇଛି । ଏହା ଫଳରେ ଏବେ ୧୭୬ ଜଣରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ ଥିବା କଥା ଜଣାପଡିଛି । ଏକ ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଦକ୍ଷିଣ କମ୍ବୁ ଅଞ୍ଚଳ…

ବମ୍ବେ ହାଇକୋର୍ଟଙ୍କ ଆଦେଶ ପରେ ଖୁସି ମନାଇଲେ ୯୩ ବର୍ଷିୟୀ ମହିଳା, ୭୭ ବର୍ଷ ପରେ ଫେରିପାଇଲେ ନିଜ ସ୍ୱପ୍ନର ଘର

କନକ ବ୍ୟୁରୋ : ନ୍ୟାୟ ଡେରିରେ ମିଳିପାରେ, ହେଲେ ପୀଡତ ବା ପୀଡିତାଙ୍କୁ ଭାରତୀୟ ଆଇନ ନ୍ୟାୟଦେବ ଏ ଭରସା ଦେଶବାସୀ ରଖିବା ଉଚିତ୍ । ଏହାର ଉଦାହରଣ ଭାବେ ଏବେ ବମ୍ବେ ହାଇକୋର୍ଟଙ୍କ ରାୟକୁ ନିଆଯାଇପାରେ । ବମ୍ବେ ହାଇକୋର୍ଟ ଗୋଟିଏ ପୀଡତ ପରବାରକୁ ୭୭ ବର୍ଷ ପରେ ନ୍ୟାୟ ଦେଇଛନ୍ତି । ଏହି ନ୍ୟାୟ…

ଶୌଚାଳୟରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ଶୌଚ ହେବାକୁ ଯାଇଥିବା ବେଳେ ଶିଶୁକୁ ଜନ୍ମ ଦେଲେ ଗର୍ଭବତୀ ମହିଳା ।

କନକ ବ୍ୟୁରୋ: ଶୌଚାଳୟରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ଗର୍ଭବତୀ ମହିଳା ଶୌଚ ହେବାକୁ ଯାଇଥିବା ବେଳେ ନବଜାତ ଶିଶୁକନ୍ୟା ଜନ୍ମନେଇଥିଲା ଏବଂ ତାର ମୁଣ୍ଡ ଲ୍ୟାଟିନ୍ ପ୍ୟାନ ଭିତରେ ପଶିଯାଇଥିଲା । ତେବେ ଉପସ୍ଥିତ ଲୋକେ ସତର୍କତା ସହ ନବଜାତ ଶିଶୁକନ୍ୟାକୁ ଶୌଚାଳୟରୁ ଉଦ୍ଧାର କରିଥିଲେ ।…

ବିଜେପି ପ୍ରାର୍ଥୀ ଟଙ୍କଧରଙ୍କ ନାଁରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେଡି । କାର୍ଯ୍ୟାନୁଷ୍ଠାନ ନେବାକୁ…

କନକ ବ୍ୟୁରୋ : ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ବିଜେପିର ଅଭ୍ୟାସ । ଝାରସୁଗୁଡାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି କଲାଣି ବିଜେପି । ଝାରସୁଗୁଡାରେ ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣଵିଧି ଉଲ୍ଲଙ୍ଘନ ଅଭିଯୋଗ କଲା ବିଜେଡି । ପ୍ରଚାର ସମୟ…