Daily Archives

April 10, 2023

୪୦ ଡିଗ୍ରୀ ପାର କଲା ରାଜ୍ୟରେ ତାପମାତ୍ରା। ଝାରସୁଗୁଡା ରାଜ୍ୟର ସବୁଠାରୁ ଉତପ୍ତ ସହର

କନକ ବ୍ୟୁରୋ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ୪୦.୪ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠାରୁ ଉତପ୍ତ ସହର ହୋଇଛି । ଆଜି ରାଜ୍ୟରେ ପାରଦ ଅନେକ ସ୍ଥାନରେ ୪୦ ଡିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ବାରିପଦାରେ ତାପମାତ୍ରା ୪୦…

ସ୍କୁଲ ଗୃହରେ ପଡ଼ିଛି ଭଙ୍ଗା ମଦ ବୋତଲ ଓ ଗ୍ଲାସ୍, ବାହାରେ ଗଛମୂଳେ ଚାଲିଛି ପିଲାଙ୍କ କ୍ଲାସ । ଭୁବନେଶ୍ୱର ବରମୁଣ୍ଡାରୁ…

କନକ ବ୍ୟୁରୋ: ସ୍କୁଲ ଗୃହରେ ପଡ଼ିଛି ଭଙ୍ଗା ମଦ ବୋତଲ ଓ ଗ୍ଲାସ୍, ଆଉ ବାହାରେ ଗଛମୂଳେ ଚାଲିଛି ପିଲାଙ୍କ ପାଠପଢା । ଭୁବନେଶ୍ୱର ବରମୁଣ୍ଡାରୁ ଆସିଲା ଶିକ୍ଷାଦାନର ଅଭାବନୀୟ ଚିତ୍ର । ଅଭିଯୋଗ ଅନୁସାରେ କର୍ପୋରେଟରଙ୍କ ଏକ ବର୍ଷ ପୂର୍ତି ଉପଲକ୍ଷେ ସ୍କୁଲ ଘରେ ହୋଇଥିଲା ଉତ୍ସବ । ଯେଉଁଥି ପାଇଁ…

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ । ବିଜେପି…

କନକ ବ୍ୟୁରୋ: ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତରୁଣ ପାଣ୍ଡେ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ହେଉଛନ୍ତି ତରୁଣ ପାଣ୍ଡେ । କଂଗ୍ରେସ ଦଳୀୟ ପ୍ରାର୍ଥୀ ଘୋଷଣା ପୂର୍ବରୁ ଏକ ୫ ଜଣିଆ ଟିମ୍ ଝାରସୁଗୁଡ଼ା…

‘ଓଡିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ନିଷ୍ପତି । ତେଜିଲା ରାଜନୀତି, ଘେରିଲେ ବିରୋଧୀ ।

କନକ ବ୍ୟୁରୋ: ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପ୍ରତିଷ୍ଠା ନେଇ କ୍ୟାବିନେଟ୍ ନିଷ୍ପତି ପରେ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି କହିଲା, ନିର୍ବାଚନ ଆସିଲେ ଏଭଳି ଘୋଷଣା କରନ୍ତି ସରକାର । ସେହିପରି କଂଗ୍ରେସର ଅଭିଯୋଗ କରିଛି, ଓଡ଼ିଶା ଲୋକଙ୍କୁ ଭୁଅାଁ ବୁଲଉଛି…

ପୁଣି ମୁହାଁମୁହିଁ ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ । ଦୁର୍ନୀତି ବିରୋଧରେ ଅନଶନ କରିବେ ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ

କନକ ବ୍ୟୁରୋ : ଦୀର୍ଘ ଦିନର ନୀରବତା ପରେ ପୁଣି ରାଜସ୍ଥାନରେ ରାଜନୀତିରେ ଦେଖାଦେଇଛି ହଲଚଲ । କ୍ଷମତାସୀନ କଂଗ୍ରେସରେ ପୁଣି ପାଇଲଟ ବନାମ ଗେହଲଟ୍ ଲଢ଼େଇ ଆରମ୍ଭ ହୋଇଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ନିଜ ଦଳର ସରକାର ବିରୋଧରେ ମଙ୍ଗଳବାର ଅନଶନ ଘୋଷଣା କରିଛନ୍ତି । ପାଇଲଟ୍…

ଚର୍ଚ୍ଚାରେ ଏନସିପି ନେତା ଶରଦ ପାୱାରଙ୍କ ବୟାନ । କହିଲେ ଦେଶରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଅଯଥାରେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ବୟାନବାଜୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୋଦୀଙ୍କ ଯୋଗ୍ୟତାର ପ୍ରମାଣକୁ ସାର୍ବଜନୀନ କରିବାକୁ ଦାବି କରିଥିଲେ । ଏହା ପରେ ବିରୋଧୀ ଦଳ ମଧ୍ୟ ସମାନ ଦାବି କରୁଛନ୍ତି । କିଛି ଦିନ…