Daily Archives

April 15, 2023

ଆସିଲେ ଅନ୍ଧାଧୁନ ଗୁଳିକଲେ… ରାଉଣ୍ଡ ପରେ ରାଉଣ୍ଡ ଗୁଳି ଫୁଟିଲା, ଗ୍ୟାଙ୍ଗଷ୍ଟାର ଟଳିପଡିଲା…

କନକ ବ୍ୟୁରୋ: ପୋଲିସ ଥିଲା, ହାତରେ ହାତକଡି ପଡିଥିଲା, ସାମ୍ନାରେ ଗଣମାଧ୍ୟମ ପ୍ରତିନିଧି ଜମା ହୋଇଥିଲେ । ମେଡିକାଲ ପାଖରେ ମିଡିଆ ଆଗରେ ମୁହଁ ଖୋଲିଲା ବେଳେ ଗୁଳିଶବ୍ଦ ଶୁଭିଲା । ହଠାତ ବାଇଟ ଦେଉଥିବା ପ୍ରୟାଗରାଜର କୁଖ୍ୟାତ ଅପରାଧୀ ଟଳିପଡିଲା । ସେତିକିରେ ସରିନଥିଲା ଗୁଳିକାଣ୍ଡର ଆତଙ୍କିତ…

କ୍ୟାମେରା ଦେଖିଲା LIVE ଗୁଳିମାଡ । ଆସିଲେ, ବନ୍ଧୁକ ଖୋଲିଲେ, ସିଧା ଗୁଳିକରି ମାରିଦେଲେ…

କନକ ବ୍ୟୁରୋ: କ୍ୟାମେରା ଆଗରେ ଗ୍ୟାଙ୍ଗଷ୍ଟାରକୁ ଗୁଳିମାଡ । ମେଡିକାଲ ନେବାବେଳେ ମେଡିକାଲ ପାଖରେ କୁଖ୍ୟାତ ଅପରାଧୀ ଆତିକ ଅହମ୍ମଦକୁ ଲାଇଭ ଆଟାକ୍ । ମିଡିଆ ଆଗରେ ବାଇଟ ଦେଲା ବେଳେ ଗୁଳି କଲେ ୩ ଦୁର୍ବୃତ୍ତ । ତେବେ ଗୁଳି ମାଡ ବେଳେ ଜୟ ଶ୍ରୀରାମ ନାରା ଶୁଭିଥିବା ସୂଚନା ମିଳିଛି । ପୋଲିସ…

ଗ୍ୟାଙ୍ଗଷ୍ଟରକୁ ଗୁଳିମାଡ । ଟଳିପଡିଲା ଆତିକ ଅହମ୍ମଦ । ଆତିକର ଭାଇ ଅଶରଫକୁ ବି ଗୁଳି କରି ହତ୍ୟା ।

କନକ ବ୍ୟୁରୋ: ପ୍ରୟାଗରାଜରୁ ଆସିଲା ବଡ଼ ଖବର । ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଆତିକ୍ ଅହମ୍ମଦଙ୍କୁ ହତ୍ୟା । ଗୁଳିମାଡ଼ରେ ଆତିକର ଭାଇ ଅଶ୍ରଫ୍ ମଧ୍ୟ ଘଟଣାସ୍ଥଳରେ ଟଳି ପଡିଛିି । ପ୍ରୟାଗରାଜ ମେଡିକାଲ୍ କଲେଜକୁ ନିଆଯାଉଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି । ତେବେ ୨…

ତେଜିଲା ଶ୍ରମ ମନ୍ତ୍ରୀଙ୍କ ବିବାଦ: ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ

କନକ ବ୍ୟୁରୋ: ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଜଣେ ମହିଳା ଅଭିଯୋଗ ଆଣିବା ପରେ ତେଜିଛି ରାଜନୀତି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଛି ବିଜେପି । ଭୁବନେଶ୍ୱର, ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରତିବାଦ କରିଛି ଭାରତୀୟ ଜନତା…

ବିଶ୍ୱକୁ ଭୟଭିତ କରୁଛି ଉତରକୋରିଆ । ବାରମ୍ବାର ଚଳାଇଛି ମିସାଇଲ ପରୀକ୍ଷଣ

କନକ ବ୍ୟୁରୋ : ଦିନକୁ ଦିନ ଉଗ୍ର ହେଉଛିି ଉତରକୋରିଆ । ଶତ୍ରୁ ଦେଶଙ୍କୁ ଭୟଭୀତ କରାଇ ବାରମ୍ବାର କରୁଛି ମିସାଇଲ ପରୀକ୍ଷଣ । ଆଣବିକ ଅସ୍ତ୍ରର ପ୍ରୟୋଗ କରି ବାରମ୍ବାର ଧମକ ଦେଉଥିବା ଉତରକୋରିଆକୁ ଜବାବ ଦେବା ପାଇଁ ଏକାଠି ଆଗେଇ ଆସିଛନ୍ତି ଦକ୍ଷିଣ କୋରିଆ, ଜାପାନ ଓ ଆମେରିକା । ସୂଚନା ଅନୁସାରେ…

ଓଡ଼ିଆରେ ଦେଇହେବ ସିଏପିଏଫ କନଷ୍ଟେବଳ ପରୀକ୍ଷା: ୧୩ ଆଂଚଳିକ ଭାଷାରେ ପରୀକ୍ଷା କରିବାକୁ ନିଷ୍ପତି

କନକ ବ୍ୟୁରୋ: ଆଂଚଳିକ ଭାଷାକୁ ଅଗ୍ରାଧିକାର ଦେବା କ୍ଷେତ୍ରରେ ଏହା ହେଉଛି କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକି ଇଂରାଜୀ, ହିନ୍ଦୀକୁ ଛାଡି ୧୩ଟି ଆଂଚଳିକ ଭାଷାରେ ସିଏପିଏଫ କନେଷ୍ଟବଳ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତି…