Daily Archives

April 12, 2023

୧୦ କୋଟିର ଜମି ପାଇଁ କୋଟିଏର ଡିଲ୍: ମାଷ୍ଟରମାଇଣ୍ଡଙ୍କ ଘରେ ବୁଲିଲା ଜେସିବି

କନକ ବ୍ୟୁରୋ: ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ବିବାଦୀୟ ଜମିକୁ ପୋଜେସନ ଦେବା ନାଁରେ ରାତି ଅଧିଆ ଗଣ୍ଡଗୋଳ ଓ ଭଙ୍ଗାରୁଜା ଘଟଣାରେ ଆକ୍ସନ ମୋଡରେ କମିଶନରେଟ ପୁଲିସ । ଅପରାଧର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାଘବ ଜେନା ଫେରାର ହୋଇଯାଇଛି । କିନ୍ତୁ ଝାରପଡାରେ ତାର ଜବରଦଖଲ ସାମ୍ରାଜ୍ୟ ଉପରେ ୟୁପି…

ହନୁମାନ ଜୟନ୍ତୀ ଶୋଭଯାତ୍ରା ବେଳେ ପଥରମାଡ: ସମ୍ବଲପୁରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି

କନକ ବ୍ୟୁରୋ: ହନୁମାନ ଜୟନ୍ତୀ ଶୋଭଯାତ୍ରା ବେଳେ ପଥରମାଡ । ଶୋଭାଯାତ୍ରା ଉପରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପଥର ମାଡ । ଏଥିରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେହିପରି ୫୦ରୁ ଅଧିକ ବଜରଙ୍ଗ କର୍ମଚାରୀ ଆହତ ସୂଚନା । ସମ୍ବଲପୁରର ବିଭିନ୍ନ ସ୍ଥାନରେ ପୋଡାଜଳା ହୋଇଥିଲା । ଏହାକୁ…

ଦଣ୍ଡୁଆଙ୍କ ଦୁଃଖ କାହାଣୀ: ମା ଘରକୁ ଫେରି ଆସିବାର ମାନସିକ କରି ନିଷ୍ଠାର ଦଣ୍ଡ କରୁଛନ୍ତି ଭଞ୍ଜନଗରର ଠାକୁର ପ୍ରସାଦ

କନକ ବ୍ୟୁରୋ: କୁନି ପିଲାଟି ମୁହଁରେ ସ୍ପଷ୍ଟ ବାରି ହେଉଛି, ମନରେ ଥିବା ଭକ୍ତି ଓ ଶ୍ରଦ୍ଧାର ଶକ୍ତି । ଅଗଣାରେ ଶୋଇ ପଡ଼ୁଥିବା ଇଏ କୁନି ପିଲାଟି ମନରେ ରହିଛି ଛୋଟିଆ ମାନସିକ । ନିଷ୍ଠାର ସହ ଦେବୀମା’ଙ୍କ ଉପାସନା କଲେ ଜନ୍ମ କଲା ମା’ ଫେରିଆସିବେ । ଇଏ କାମନା କରି ପୁଙ୍ଗୁଳା ପାଦରେ ବାଟ…

ପେସାରେ ଓକିଲ, କାମରେ ଠକ । ଚୋରାଉଥିଲେ ବୀମା କମ୍ପାନିର ତଥ୍ୟ! ଲୁଟି ନେଲେ ୧୭ ଲକ୍ଷ ।

କନକ ବ୍ୟୁରୋ: ଇଏ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଶ୍ରୀରାମନଗର ବାସିନ୍ଦା ଯଶସ୍ୱିନୀ ଦାସ । ସେ କିଛି ବର୍ଷ ପୂର୍ବେ ଏକ ଘରୋଇ ବୀମା କମ୍ପାନୀରେ ଏକ ପଲିସି କରିଥିଲେ । କିଛି ବର୍ଷ ପରେ ସେ ଏହି ପଲିସି ବାବଦରେ ସମ୍ପୁର୍ଣ ଭୁଲି ଯାଇଥିଲେ । ଗତ ମାସରେ ହଠାତ ତାଙ୍କ ମୋବାଇଲ ନମ୍ବର କୁ ଏକ କଲ୍…

ହ୍ରାସ ପାଉଛି ଦମ୍ପତିଙ୍କ ପ୍ରଜନନ କ୍ଷମତା: ବିଳମ୍ବରେ ବିବାହ, କାର୍ଯ୍ୟଚାପ, ନିଶାସେବନ ପ୍ରମୁଖ କାରଣ

କନକ ବ୍ୟୁରୋ: ରାଜ୍ୟରେ କିପରି ପ୍ରଜନନ କ୍ଷମତା ହ୍ରାସ ପାଇବାରେ ଲାଗିଛି, ନଜର ପକାନ୍ତୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ତଥ୍ୟ ଉପରେ – ବର୍ଷ ପ୍ରଜନନ ହାର ୧୯୯୨-୯୩ ୨.୯ ପ୍ରତିଶତ ୧୯୯୮-୯୯ ୨.୫ ପ୍ରତିଶତ ୨୦୦୫-୦୬ ୨.୪ ପ୍ରତିଶତ ୨୦୧୫-୧୬ ୨.୧ ପ୍ରତିଶତ ୨୦୧୯-୨୧ ୧.୮ ପ୍ରତିଶତ…

ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ଜନ୍ମଦିନକୁ ନେଇ ଆସିଛି ରୋଚକ ଖବର । ୫୦ତମ ଜନ୍ମଦିନ…

କନକ ବ୍ୟୁରୋ : ଜନ୍ମଦିନ ପାର୍ଟିରେ ଖର୍ଚ୍ଚ ହେଲା ୨୨୦ କୋଟି ଟଙ୍କା । ଭାରତର ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନିତା ଅମ୍ବାନୀ ନିଜ ୫୦ ତମ ଜନ୍ମଦିନ ପାର୍ଟିରେ ଖର୍ଚ୍ଚ କରିଛନ୍ତି ୨୨୦ କୋଟି ଟଙ୍କା । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ୨୦୧୩ ନଭେମ୍ବର…