Daily Archives

April 5, 2023

ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ ପାଇଲେ ପଦ୍ମଶ୍ରୀ: ରାଷ୍ଟ୍ରପତି ଭବନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ…

କନକ ବ୍ୟୁରୋ: ସମ୍ବଲପୁରର କ୍ରିଷ୍ଣା ପଟେଲଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର । ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ରଂଗବତୀ ଗୀତ ଗାଇ କ୍ରିଷ୍ଣା ପଟେଲ ପ୍ରସିଦ୍ଧି ଲାଭ କରିଥିଲେ । ବହୁବର୍ଷ ପରେ ଆଜି ବି ରଂଗବତୀ ଗୀତର କ୍ରେଜ୍ ରହିଛି ।…

ସିଟି ଓ ଜିଏସଟି ଅଧିକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍: ମିଳିଲା ପୁଳା ପୁଳା ଟଙ୍କା ଓ ସୁନା

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ କାର୍ଯ୍ୟରତ ସିଟି ଜିଏସଟି ଅଧିକାରୀ ଚିତରଂଜନ ମହାନ୍ତିଙ୍କଠାରୁ ୧ କେଜି ୧୩୫ ଗ୍ରାମ ସୁନା ଓ ୬ ଲକ୍ଷ ୫୯ ହଜାର ଟଙ୍କା ଜବତ କରିଛି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ । ଜବତ ସୁନା ମଧ୍ୟରେ ୧୯ ସୁନା ବିସ୍କୁଟ ରହିଛି । ଗତ ୩୧ ତାରିଖ ଦିନ…

କାହିଁକି ଅପପୃଷ୍ଟିରେ ଗଲା ଜୀବନ? ସାମ୍ନାକୁ ଆସିଲା ପ୍ରଶାସନ ଅବ୍ୟବସ୍ଥାର ବାସ୍ତବ ଚିତ୍ର

କନକ ବ୍ୟୁରୋ: କଂସାରେ ପଖାଳ । ଆଉ ସାଥିରେ ରହିଛି ତେନ୍ତୁଳି । ଭାଗ୍ୟ ଭଲ ଥିଲେ ପଖାଳ ସାଥିରେ ଡାଲି ଟିକେ ମିଳିଯାଏ । ବାସ ଏତିକି ହେଉଛି ଏମାନଙ୍କ ଖାଦ୍ୟ ତାଲିକା । ଏ ହେଉଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଘାଟିସାହି ଗାଁ । ୟେ ସେହି ଗାଁ , ଯେଉଁଠି କିଛି ଦିନ ତଳେ ଅପପୃଷ୍ଟିରେ ଜଣେ…

ଭକ୍ତଙ୍କ ଗହଣରେ ମା’ ବୁଢୀ ଠାକୁରାଣୀ: ଘଟ ପରିକ୍ରମାରେ ଦୁଲୁକିବ ସାହି

କନକ ବ୍ୟୁରୋ: ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଦୁଇ ବର୍ଷରେ ଥରେ ହେଉଥିବା ଏହି ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ମଙ୍ଗଳବାର ରାତିରେ ବାପାଙ୍କ ଘରକୁ ଆସିଛନ୍ତି ମା’ । ଦେଶୀ ବେହେରା ସାହିରେ ଥିବା ଅସ୍ଥାୟୀ…

ଲମ୍ପଟ ଶିକ୍ଷକଙ୍କୁ ୯୦ବର୍ଷ ସଜା। ଜେଲ୍ ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ।

କନକ ବ୍ୟୁରୋ: ଜଣେ ଅଭିଯୁକ୍ତକୁ ୯୦ବର୍ଷ ଜେଲଦଣ୍ଡ, ଏକଥା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ଭାବୁଥିବେ ଜଣେ ଲୋକ ଏତେ ବର୍ଷ ଜେଲ ଦଣ୍ଡ ଭୋଗିବେ କେମିତି । କିନ୍ତୁ ୬୨ବର୍ଷୀୟ ଲମ୍ପଟ ଶିକ୍ଷକ ଦେବାନନ୍ଦ ପଟେଲଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି, ସୁନ୍ଦରଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା…