Daily Archives

April 7, 2023

ପରୀକ୍ଷାର୍ଥୀଙ୍କ ଉପରୁ କମିବ ଚାପ! ଶିକ୍ଷାନୀତିରେ ଆସିବ ସଂଶୋଧିତ ନିୟମ, ଏନସିଏଫ ଦେଲା ନୂଆ ପ୍ରସ୍ତାବ।

କନକ ବ୍ୟୁରୋ: ପରୀକ୍ଷାର୍ଥୀଙ୍କ ଉପରୁ କେମିତି କମିବ ପରୀକ୍ଷା ଚାପ । ପରୀକ୍ଷା ସମୟ ଆସିଲେ ଏ ସମ୍ପର୍କରେ ବିଭିନ୍ନ ଉପାୟ ଓ ସରଳ ପନ୍ଥା ବତାଇଥାନ୍ତି ବିଶେଷଜ୍ଞ । ହେଲେ ଏଥର ସ୍କୁଲ ପିଲାଙ୍କ ଉପରେ ପରୀକ୍ଷା ଚାପ କମାଇବା ପାଇଁ ପ୍ରସ୍ତାବ ଦେଇଛି ଏନସିଏଫ ବା ନ୍ୟାସନାଲ କରିକୁଲମ ଫ୍ରେମୱାର୍କ…

ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲା: ଗାୟକ ସମର ସିଂକୁ ୟୁପିରୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ସମର ସିଂଙ୍କୁ ଗିରଫ କରିଛି ପୋଲିସ । ଭୋଜପୁରୀ ଗାୟକ ସମରଙ୍କୁ ଗାଜିଆବାଦ ନନ୍ଦଗ୍ରାମ ଥାନାଅଞ୍ଚଳରୁ ଗୁରୁବାର ରାତିିରେ ଗିରଫ କରିଛି ୟୁପି ପୋଲିସ । ଗାଜିଆବାଦ ପୋଲିସ ସୂଚନା ଅନୁଯାୟୀ, ସମର ସିଂଙ୍କୁ…

ଜେଲ ଭିତରେ ରାଜକୀୟ ସୁଖ । ଆଲିଶାନ ଜୀବନ କାଟୁଥିଲା ସୁକେଶ ଚନ୍ଦ୍ରଶେଖର

କନକ ବ୍ୟୁରୋ: ୨୦୦କୋଟି ଟଙ୍କା ମନିଲଣ୍ଡ୍ରିଂ ମାମଲାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରକୁ ନେଇ ହୋଇଛି ଚାଞ୍ଚଲ୍ୟକର ଖୁଲାସା । ଟଙ୍କାର ତାକତ କେତେ ସେକଥା ଜେଲ ଭିତରେ ଥାଇ ପ୍ରମାଣ କରିଛି ଏହି କନମ୍ୟାନ । ଅଭିଯୁକ୍ତ ଭାବେ ସୁକେଶ ଯେଉଁ ସମୟରେ ଦିଲ୍ଲୀ ରୋହିଣୀ ଜେଲରେ ରହୁଥିଲା ସେ ସମୟରେ…

ପୁଣି ବଢୁଛି କରୋନା ସଂକ୍ରମଣ: ଦେଶରେ ୬ ହଜାର ଓ ରାଜ୍ୟରେ ଶହେ ଟପିଲା ଦୈନିକ ମାମଲା

କନକ ବ୍ୟୁରୋ: ପୁଣି ଚିନ୍ତା ବଢ଼ାଇଲା କୋଭିଡ ସଂକ୍ରମଣ । କରୋନା କେସ୍ ବଢ଼ୁଥିବାରୁ ସବୁ ରାଜ୍ୟକୁ ସତର୍କ କରିଛି କେନ୍ଦ୍ର । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଚର୍ଚ୍ଚା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଏହି…

ଚିନ୍ତା ବଢ଼ାଉଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୬୦୫୦ ରୋଗୀ ଚିହ୍ନଟ, ଦିନକରେ ଗଲା ୧୪ ଜୀବନ

କନକ ବ୍ୟୁରୋ: ଦିନକୁ ଦିନ ଦେଶରେ ବଢୁଥିବା କରୋନା ସଂକ୍ରମଣ ପୁଣି ଥରେ ଡରାଇଲାଣି । ମାର୍ଚ୍ଚ ମାସ ଶେଷ ସପ୍ତାହରୁ ବୃଦ୍ଧି ପାଉଥିବା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଅପେକ୍ଷା ଶୁକ୍ରବାର ସଂକ୍ରମଣ ମାମଲା ୧୩ ପ୍ରତିଶତ ବୃଦ୍ଧି ପାଇ ୬ ହଜାର ଟପିଯାଇଛି । ଗୁରୁବାର…

ଡିଜେ ସାଉଣ୍ଡକୁ ସାବଧାନ: ଅତ୍ୟଧିକ ସାଉଣ୍ଡରେ ଯାଇପାରେ ଜୀବନ

କନକ ବ୍ୟୁରୋ: ଶବ୍ଦ ପ୍ରଦୂଷଣ ଆଜିର ଦିନରେ ଏକ ଚିନ୍ତାର ବିଷୟ ପାଲଟିଗଲାଣି । ଆଜି ସାରା ବିଶ୍ୱ ଯେତେବେଳେ, ସ୍ୱାସ୍ଥ୍ୟ ଦିବସ ପାଳନ କରୁଛି, ଆମେ ଆମ ସ୍ୱାସ୍ଥ୍ୟକୁ ନେଇ ଅଧିକ ଯତ୍ନବାନ ହେଉଛି, ସେତେବେଳେ କଟକ ମାହାଙ୍ଗା ଥାନା ଅଧୀନ ବରାହିପୁରରୁ ଆସିଛି ଏକ ଚିନ୍ତାଜନକ ଖବର । ଡିଜେର ତାଳେ…