Daily Archives

April 6, 2023

ବିନା ଲାଇସେନ୍ସରେ ଚାଲିଛି ମଦବିକ୍ରୀ। ଅବଧି ସରିଲା ପରେ ବି ହୋଇପାରୁନି ନବୀକରଣ।

କନକ ବ୍ୟୁରୋ: ରାଜ୍ୟସାରା ଏ ଯାଏଁ ମଦ ଦୋକାନୀଙ୍କ ଲାଇସେନ୍ସ ନବୀକରଣ ହୋଇନାହିଁ । ତାସତ୍ତେ୍ୱ ଶତାଧିକ ବାର, ପବ ଓ ତାରକା ହୋଟେଲରେ ବେଆଇନ ଭାବେ ମଦ ବିକ୍ରୀ ଚାଲିଛି । ଭୁବନେଶ୍ୱୂରର ବିଭିନ୍ନ ସ୍ଥାନରେ ରିଏଲଟି ଚେକ କରିବା ପରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ । ମାର୍ଚ୍ଚ ୩୧ ପରେ ଲାଇସେନ୍ସ…

ପୋଲିସ ଜାଲରେ ପଡିଲା କୁଖ୍ୟାତ ଲୁଟେରା ଗ୍ୟାଙ୍ଗ। ଗୋଡ଼ାଇ ଗୋଡ଼ାଇ ଧରିଲା ତିନି ଜିଲ୍ଲାର ପୋଲିସ।

କନକ ବ୍ୟୁରୋ: ଗତ ସୋମବାର ଫୁଲବାଣୀ ହାଟପଦା ନିକଟ ଆକ୍ସିସ୍ ବ୍ୟାଙ୍କ ପାଖରୁ ଅଜୟ ପାତ୍ର ନାମକ ବ୍ୟବସାୟୀଙ୍କ ଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଥିଲେ ଲୁଟେରା । ପୂରା ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀଙ୍କୁ ପିଛା କରି ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ ୨ ଲୁଟେରା । ତା’ପରେ ପଲସର ବାଇକରେ…

ବୁଲା କୁକୁରଙ୍କୁ ଭଗବାନ ଭରସା। ବଦଳୁଛି ଲୋକଙ୍କ ଧାରଣା, ରାସ୍ତାରେ ପଲ ପଲ କୁକୁର ଦେଖି ବଢ଼ୁଛି ଭୟ ଓ ଘୃଣାଭାବ।

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ପ୍ରତି ଲୋକଙ୍କ ଧାରଣା ବଦଳୁଛି, ଘୃଣା ଭାବ ବଢ଼ୁଛି । ବୁଲା କୁକୁରଙ୍କୁ ଦେଖିଲେ, ଲୋକେ ଆଉ ପାଖ ପୂରାଇ ଦେଉନାହାନ୍ତି । ରାସ୍ତାରେ ଯିବାବେଳେ, କାଳେ ଗୋଡେଇ ଆସିବ, ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଉଛି । ପରିସ୍ଥିତି ଏମିତି ହୋଇଛି…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ଭରସାରେ ନେତା, ବିଜେପି ପାଇଁ ପ୍ରଚାର କରିାବେ ସୁପରଷ୍ଟଶର…

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଗ୍ଲାମର ତଡକା । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ରାଜନୈତିକ ଦଳ ଭୋଟରକୁ ଆକୃଷ୍ଟ କରିବାକୁ ଫିଲ୍ମ କଳାକାରଙ୍କୁ ନିଜ ଦଳରେ ସାମିଲ କରୁଛନ୍ତି । କର୍ଣ୍ଣାଟକରେ ବିଜେପି ପାଇଁ ପ୍ରଚାର କରିବେ କନ୍ନଡ ସୁପରଷ୍ଟାର କିଚା ସୁଦୀପ । ଷ୍ଟାର…

ଲୋପ ପାଇଯିବ ଲିମ୍ବଗଛ! ବ୍ୟାପୁଛି ଟି ମସ୍କିଟୋ ବଗ୍

କନକ ବ୍ୟୁରୋ: ପରିବେଶ ସନ୍ତୁଳନରେ ମୁଖ୍ୟ ଭୂମିକା ତୁଲାଉଥିବା ଓ ବିଭିନ୍ନ ରୋଗରୁ ମଣିଷକୁ ମୁକ୍ତ କରୁଥିବା ଲିମ୍ବ ଗଛ ଏବେ ନିଜେ ରୋଗ କବଳରେ । ଏହି ବୃକ୍ଷର ଅନେକ ପ୍ରକାରର ଔଷଧୀୟ ଗୁଣ ରହିଥିବାରୁ ଦୈନନ୍ଦିନ ଜୀବନରେ ଲିମ୍ବ ଗଛର ବହୁଳ ବ୍ୟବହାର ଆମେ କରିଥାନ୍ତି । ହେଲେ ଏବେ ଏହି ଲିମ୍ବ ଗଛ…