ପ୍ରାକୃତିକ ପଦ୍ଧତିରେ ଚାଷ କରି ଲାଭବାନ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀ। ୮୦ ଏକର ଜମିରେ ଫଳିଛି ଧାନ ଓ…
କନକ ବ୍ୟୁରୋ: ପରିବେଶ ଅନୁକୂଳ କୃଷି ଓ ରାସାୟନିକ ସାର ମୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ ବର୍ତମାନ ସମୟରେ ବଡ଼ ଆବଶ୍ୟକତା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରାକୃତିକ ଉପାୟରେ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ଚାଷ କରିବା ଫଳରେ…