Daily Archives

April 9, 2023

ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ୬ଜଣିଆ ଟିମ୍ ବୁଲି ଦେଖିଲେ ଲୋକେସନ୍ ।

କନକ ବ୍ୟୁରୋ : ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଆକର୍ଷଣୀୟ ଲୋକେସନରେ ପୁଷ୍ପା-୨ର କିଛି ଭାଗର ସୁଟିଂ କରାଯିବ । ନିକଟରେ ଫିଲ୍ମ ପୁଷ୍ପା-୨ର ଏକ ୬ଜଣିଆ ସଦସ୍ୟ ବିଶିଷ୍ଟ ଟିମ ମାଲାକାନଗିରିର ହନ୍ତାଳଗୁଡା, ସାର୍କୁବନ୍ଧ ଝୋଲାପୋଲରେ ପହଞ୍ଚି…

ଆହାର ଯୋଗାଉଛି ମହୁଲ ଫୁଲ: ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ରୋଜଗାରର ପ୍ରମୁଖ ମାଧ୍ୟମ ପାଲଟିଛି ଜଙ୍ଗଲଜାତ ଦ୍ରବ୍ୟ

କନକ ବ୍ୟୁରୋ: ମହୁଲ ବିକି ସ୍ୱାବଲମ୍ବୀ ହେଉଛନ୍ତି ଆଦିବାସୀ ପରିବାର । ମାଲକାନଗିରି ଜିଲ୍ଲାରେ କୋୟା, ଗାଦବା, ଦିଦାୟୀ ପରି ଭିନ୍ନ ଭିନ୍ନ ଜନଜାତୀର ଲୋକେ ବସବାସ କରନ୍ତି । ଅତି ସରଳ ଏମାନଙ୍କ ଜୀବନ ଧାରା । ପ୍ରକୃତି ଓ ପରିବେଶ ଉପରେ ନିର୍ଭରଶୀଳ ଏହି ବନବାସୀ ମଣିଷ ମାନେ । ତେଣୁ ବର୍ଷ ତମାମ…

ଷ୍ଟିଲସିଟିରେ ଜମୁଛି ଆଦି ମହୋତ୍ସବ: ପ୍ରଦର୍ଶିତ ହୋଇଛି ଆଦିବାସୀ କଳା, ସଂସ୍କୃତି ଏବଂ ଐତିହ୍ୟ

କନକ ବ୍ୟୁରୋ: ଷ୍ଟିଲସିଟିରେ ଜମୁଛି ଆଦିବାସୀ ମେଳା । ଇସ୍ପାତ ସହରର ସେକ୍ଟର-୫ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ କଳା, ସଂସ୍କୃତି, ହସ୍ତଶିଳ୍ପ, ବ୍ୟଞ୍ଜନର ଝଲକ ଦେଖିବାକୁ ମିଳିଛି । ସେଲ, ରାଉରକେଲା ଇସ୍ପାତ କାରଖାନା, ଭାରତୀୟ ଜନଜାତି ସମବାୟ ବିପଣନ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆଦି…

ବାଲେଶ୍ୱରରେ ଛତୁ ଚାଷ ଓ ଛତୁ ମଞ୍ଜି ୟୁନିଟ୍ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା: ସହାୟତା ଯୋଗାଉଛି ମିଶନଶକ୍ତି

କନକ ବ୍ୟୁରୋ: ଛତୁ ଚାଷ ଏକ ଅର୍ଥକାରୀ ଚାଷ । ଏଥିରେ ଖର୍ଚ୍ଚ କମ, ଲାଭ ଭଲ । ଛତୁ ଚାଷରେ କମ୍ ପଇସା ଖଟାଇ ଅଳ୍ପ ଦିନ ଭିତରେ ଦୁଇଗୁଣା ଲାଭ ପାଇଥାଆନ୍ତି ଚାଷୀ । ଏଥିପାଇଁ ପ୍ରଥମେ ନଡ଼ାର ଆବଶ୍ୟତା ପଡ଼ିଥାଏ । ଏହାକୁ କାଟି ବେଡ଼ ପ୍ରସ୍ତୁତ କରି ସେଥିରେ ଛତୁ ମଂଜି ଦେଇ ପଲିଥିନରେ ଘୋଡ଼ାଇ ରଖିବାକୁ…

ବଢ଼ୁଛି ବାଉଁଶ ମଞ୍ଜିରୁ ପ୍ରସ୍ତୁତ ହେଉଥିବା ଚାଉଳର ଚାହିଦା: ବାଉଁଶ ଚାଉଳରୁ ପ୍ରସ୍ତୁତ ହେଉଛି ଭାତ, ରୁଟି, କ୍ଷୀରି ଓ…

କନକ ବ୍ୟୁରୋ: ଚାଉଳ, ତା ପୁଣି ବାଉଁଶ ମଂଜିର ଚାଉଳ । ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ଘର ଅଗଣାରେ ବସି ମହିଳା ଜଣକ ବାଉଁଶ ଚାଉଳ ସଫା କରୁଛନ୍ତି । ବଜାରରେ ବାଉଁଶ ଚାଉଳର ବେଶ ଚାହିଦା ରହିଛି । ତେଣୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ, ମାଳଗାଁର ଲୋକେ ଏବେ ବାଉଁଶ ଚାଉଳ ବିକ୍ରି କରି ବେଶ…

ଟାଟା ଟି ପ୍ରିମିୟମ୍ ପ୍ୟାକରେ ବାନ୍ଧ କଳାର ଛାପ: ଘରେ ଘରେ ପରିଚିତ ହେବ ବୁଣାକାର ଅଶୋକ ମେହେରଙ୍କ ହାତ ତିଆରି…

କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରୀ ବାନ୍ଧ ଶାଢ଼ିର ଖ୍ୟାତି ଦିନକୁ ଦିନ ବଢ଼ିବାରେ ଲାଗିଛି । ନେତ୍ରୀ ଠାରୁ ଆରମ୍ଭ କରି ଅଭିନେତ୍ରୀ ସମସ୍ତଙ୍କ ପସନ୍ଦ ପାଲଟିଛି ସ୍ଥାନୀୟ ତନ୍ତଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ସୋନପୁରୀ ବାନ୍ଧ । ସେ ଐଶ୍ୱର୍ଯ୍ୟା ରାୟ ହୁଅନ୍ତୁ ଅବା ବିଦ୍ୟା ବାଲାନ…