Daily Archives

April 30, 2023

ପୁଣି ଚମକିଲେ କିନ୍ନର ସଲମା। ସଫଳତା ପାଇଲେ, ରୋଲ ମଡେଲ ପାଲଟିଲେ।

କନକ ବ୍ୟୁରୋ: ସଂଘର୍ଷ, ପରିଶ୍ରମ ଓ ନିଷ୍ଠା ସଲମାଙ୍କୁ ଆଣିଦେଇଛି ସଫଳତା । ସର୍ବଭାରତୀୟ ଆଡଭୋକେଟ୍ ପରୀକ୍ଷାରେ ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ ଭାବେ କୃତକାର୍ଯ୍ୟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ରୋଏଡା ଗାଁର କିନ୍ନର ସଲମାଙ୍କ ଏହି ସଫଳତା ତାଙ୍କୁ ରାଜ୍ୟରେ କିନ୍ନରଙ୍କ ରୋଲ…

ବାପ-ପୁଅଙ୍କ ଅତୁଟ ବନ୍ଧନ। ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ବାପାଙ୍କ ଜୀବନ।

କନକ ବ୍ୟୁରୋ: ଶ୍ମଶାନ ଗୋଟିଏ, ଶବ ଜଳୁଛି ଦୁଇଟି । ଏକାଠି ଜଳିଛି ବାପା-ପୁଅର ଜୁଇ । ଏହି ଜୁଇରେ କେବଳ ଯେ, ଗୋଟିଏ ସମ୍ପର୍କ ଜଳିଯାଇଛି, ତାହା ନୁହେଁ ଗୋଟିଏ ପରିବାର ଉଜୁଡ଼ି ଯାଇଛି । ଘରର ମୁରବି ଚାଲିଯାଇଛନ୍ତି, ପରିବାର ଦାୟାଦ ଆଖି ବୁଜି ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଗୋଟିଏ ପୁଅଙ୍କ…

ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ। କୋରାପୁଟରେ ଟଙ୍କା ପାଇଁ ୭ କିଲୋମିଟର ଗୁରୁଣ୍ଡିଲେ ମହିଳା।

କନକ ବ୍ୟୁରୋ: ଭତ୍ତାର ଦୁଃଖ କାହାଣୀ । ରାଜ୍ୟର ବିଭିନ୍ନ କୋଣରୁ ଆସୁଛି ଭତ୍ତା ପାଇଁ କିପରି ଦହଗଂଜ ହେଉଛନ୍ତି ଗରିବ ଜନତା । କୋରାପୁଟ ଜିଲ୍ଲାରୁ ଆସିଛି ଭତା ଯନ୍ତ୍ରଣାର ଚିତ୍ର । ୫ଶହ ଭତା ଟଙ୍କା ପାଇଁ ୭ କିଲୋମିଟର ଯାତ୍ରା । ଭତା ଟଙ୍କା ଆଣିବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କ…