Daily Archives

April 29, 2023

ରଥଯାତ୍ରା ପୂର୍ବରୁ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇଏଏସ୍ ରଞ୍ଜନ କୁମାର ଦାସ ହେଲେ ଶ୍ରୀମନ୍ଦିରର ନୂଆ ମୁଖ୍ୟ…

କନକ ବ୍ୟୁରୋ: ରଥଯାତ୍ରା ପୂର୍ବରୁ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଆଇଏଏସ୍ ରଞ୍ଜନ କୁମାର ଦାସଙ୍କୁ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଣିକି ସ୍ୱତନ୍ତ୍ର ସଚିବ…

ଶ୍ୱଶୁର ଘର ଆଗରେ ବୋହୂର ଧାରଣା । ଗଞ୍ଜାମରେ ଧାରଣା ଦେଲେ ଗୌହାଟୀର ଯୁବତୀ

କନକ ବ୍ୟୁରୋ: ବୋହୂର ମାନ୍ୟତା ଦାବିରେ ପୁଣି ଜଣେ ଯୁବତୀଙ୍କ ଧାରଣା । ଗଞ୍ଜାମ ଦିଗପହଣ୍ଡି ବ୍ଲକ୍ ଘୋଡାପଲାଣ ଗାଁରୁ ଆସିଛି ଏଭଳି ଖବର । ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ଯୁବତୀ ଇଗନେଶ ବଘୱା । ଇଗନେଶଙ୍କ ଘର ଆସାମ ଗୌହାଟିରେ । ଦିଗପହଣ୍ଡିର ସିମାଞ୍ଚଳ ଗୌଡଙ୍କର ଦ୍ୱିତୀୟ ପୁଅ…

ପୁଣି ଭାରତୀୟ ଟିମକୁ ଫେରିବେ କି ଧୋନୀ, ରବି ଶାସ୍ତ୍ରୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ପୁଣି ଭାରତୀୟ ଟିମକୁ ଫେରିବେ କି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ବର୍ତମାର ସ୍ଥିତି ଏବଂ ଚଳିତ ଆଇପିଏଲରେ ୱିକେଟ କିପର ବ୍ୟାଟରଙ୍କ ପଦର୍ଶନକୁ ଦେଖି ଧୋନୀଙ୍କୁ ଭାରତୀୟ ଟେଷ୍ଟ ଟିମକୁ ଫେରିବାକୁ ଦାବି କରିଛନ୍ତି ପ୍ରଶଂସକ । ଯାହାକୁ ସମର୍ଥନ ଜଣାଇଛନ୍ତି ଟିମ ଇଣ୍ଡିଆର…

ଦିନରେ ଇନଷ୍ଟାଗ୍ରାମ ଭିଡିଓ, ରାତିରେ ଆତ୍ମହତ୍ୟା । ଫ୍ୟାସନ ଡିଜାଇନର ତଥା ସୁପର ମଡେଲ ମୁସ୍କାନ ନାରଙ୍ଗଙ୍କ…

କନକ ବ୍ୟୁରୋ : ଫ୍ୟାସନ ଡିଜାଇନର ତଥା ସୁପର ମଡେଲ ମୁସ୍କାନ ନାରଙ୍ଗଙ୍କ ଆତ୍ମହତ୍ୟା । ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ବେଡ୍ରୁମ୍ ଫ୍ୟାନ୍ରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ…

ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍ -୨ ପରୀକ୍ଷାଫଳ । ଭୁବନେଶ୍ୱରର ପ୍ରିୟଙ୍କା ସର ଓଡିଶା ଟପ୍ପର

କନକ ବ୍ୟୁରୋ: ସର୍ବଭାରତୀୟ ଜେଇଇ ମେନ୍ ସେସନ୍ -୨ ପରୀକ୍ଷାଫଳ ପ୍ରକାଶ ପାଇଛି । ଶନିବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ଏହି ରେଜଲ୍ଟ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ୪୩ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର ରଖି ଉତୀର୍ଣ୍ଣ ହୋଇଛନ୍ତି । ପ୍ରାୟ ୨ ଲକ୍ଷ ୫୦ ହଜାର…

ଅନ୍ଧାର ରାତିରେ ଅପରେସନ କାବେରୀ, ସୁଦାନରେ ଭାରତୀୟ ସେନାର ଦୁଃସାହାସିକ ଉଦ୍ଧାର କାର୍ଯ୍ୟ

କନକ ବ୍ୟୁରୋ : ସୁଦାନରେ ନାଇଟ ଭିଜନ ଗଗଲସ ସାହାର୍ଯ୍ୟରେ ଭାରତୀୟ ବାୟୁସେନା କରିଛି କମାଲ । ସୁଦାନାରୁ ଚାଲିଛି ଭାରତୀୟଙ୍କ ଉଦ୍ଧାର । ଏହା ଭିତରେ ବାୟୁସେନା ଏମିତି କିଛି କମାଲ କରିଛି ଯାହାକୁ ଯେତେ ପ୍ରଂଶସା କଲେ ବି କମ ପଡିବ । କାରଣ ଅନ୍ଧାର ରାତିରେ ବିମାନ ଅବତରଣ କରି ୧୨୧ ଭାରତୀୟଙ୍କୁ…