Daily Archives

April 1, 2023

ଆଇପିଏଲର ପ୍ରଥମ ମୁକାବିଲାରେ ଋତୁରାଜଙ୍କ ରେକର୍ଡ । ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ।

କନକ ବ୍ୟୁରୋ: ଚେନ୍ନାଇ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡ୍ ଶୁକ୍ରବାର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମୁକାବିଲାରେ ଦମଦାର ବ୍ୟାଟିଂ କରିଥିଲେ । ମାତ୍ର ୫୦ ବଲରୁ ସେ ୯୨ ରନ୍ କରିବା ସହିତ କିଛି ଦର୍ଶନୀୟ ସଟ୍ ବି ଖେଳିଥିଲେ ଋତୁରାଜ । ନିଜ ଇଂନିସ୍ ଭିତରେ ସେ ୯ଟି…

ରାହୁଲ ଗାନ୍ଧୀ ଏକ କ୍ରାନ୍ତି, ସେ ସରକାର ହଲେଇଦେବେ । ଜେଲରୁ ବାହାରିବା ପରେ ବିଜେପି ଉପରେ ବର୍ଷିଲେ ସିଦ୍ଧୁ । କହିଲେ…

କନକ ବ୍ୟୁରୋ: କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ଶନିବାର ପଟିୟାଲା ସେଣ୍ଟ୍ରାଲ ଜେଲରୁ ବାହାରିଛନ୍ତି । ୧୯୮୮ ମସିହା ରୋଡ୍ ରେଜ୍ ମାମଲାରେ ତାଙ୍କୁ ଏକ ବର୍ଷ ପାଇଁ ସଜ୍ଜା ହୋଇଥିଲା । ତେବେ ଭଲ ବ୍ୟବହାର କାରଣରୁ ତାଙ୍କୁ ପ୍ରାୟ ୧୦ ମାସ ଭିତରେ ଜେଲରୁ ମୁକ୍ତି ମିଳିଛି । ଜେଲରୁ ମୁକୁଳିବା…

ଏପ୍ରିଲ ୧୧ ତାରିଖରୁ ସକାଳୁଆ ସ୍କୁଲ: ସକାଳୁ ୭ଟାରୁ ୧୧ଟା ୩୦ ଯାଏଁ ପାଠପଢା

କନକ ବ୍ୟୁରୋ: ଏପ୍ରିଲ ୧୧ ତାରିଖରୁ ସକାଳୁଆ ସ୍କୁଲ । ସକାଳୁ ୭ଟାରୁ ୧୧ଟା ୩୦ ଯାଏଁ ପାଠପଢା । ପ୍ରଥମ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା । ସକାଳୁଆ ଚାଲିବ ସରକାରୀ ଓ ବେସରକାରୀ ସ୍କୁଲ । ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ସ୍ଥଳବିଶେଷରେ ସମୟ ପରିବର୍ତ୍ତନ ହୋଇପାରିବ ।…

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବଢୁଛି ନିର୍ବାଚନୀ ତାତି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହେମାନନ୍ଦ ବିଶ୍ୱାଳଙ୍କ ଝିଅ…

କନକ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ଦିନିକିଆ ଝାରସୁଗୁଡ଼ା ଗସ୍ତରେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ଅବସରରେ ଜିଲ୍ଲା କଂଗ୍ରେସର ଅନେକ କର୍ମକର୍ତାଙ୍କୁ ଭେଟି ଆଗାମୀ ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ…

ସାମ୍ନାକୁ ଆସିଲା ମଙ୍ଗଳ ଗ୍ରହର ନୂଆ ନକ୍ସା । ପାହାଡ, ପର୍ବତ ସହ ଦିଶୁଛି ଆଗ୍ନେୟଗିରି । ଜାଣନ୍ତୁ, କିଏ ପ୍ରସ୍ତୁତ…

କନକ ବ୍ୟୁରୋ: ସାମ୍ନାକୁ ଆସିଲା ମଙ୍ଗଳ ଗ୍ରହର ନକ୍ସା । ଏହି ନୂଆ ନକ୍ସାରେ ମଙ୍ଗଳ ଗ୍ରହର ସମସ୍ତ ଅଞ୍ଚଳ ସ୍ପଷ୍ଟ ଭାବେ ଦେଖାଯାଉଥିବା ଦେଖିବାକୁ ମିଳିଛି । ତେବେ ମଙ୍ଗଳ ଗ୍ରହର ଏହି ନୂଆ ନକ୍ସାକୁ ପ୍ରସ୍ତୁତ କରିଛି ସଂଯୁକ୍ତ ଅରବ ଏମିରେଟସ (ୟୁଏଇ)ର ମାର୍ସ ଅର୍ବିଟର, ଅର୍ଥାତ ହୋପ ମିଶନର…

ଟ୍ରେନ ଭିତରେ ସ୍କୁଲ ପିଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗରେ ପିଲାମାନଙ୍କ ସହ କଲେ ଆଲୋଚନା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଲ ଗସ୍ତରେ ଯାଇ ଦେଶର ୧୧ତମ ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିଛନ୍ତି । ଭୋପାଲର ରାନୀକମଲାପତି ରେଲୱେ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଯାହା ମଧ୍ୟପ୍ରଦେଶର ପ୍ରଥମ ବନ୍ଦେ ଭାରତ…