Daily Archives

April 21, 2023

ସହିଦ ଓଡିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ସହିଦ ଓଡିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ସହାୟତା ଘୋଷଣା । ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କୀ ହମଲା ସହିଦ ହୋଇଥିବା ଓଡିଆ ଯବାନ ଦେବାଶିଷ ବିଶ୍ୱାଳଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି…

ବିନା ପିଲାରେ ରାଜଧାନୀରେ ଚାଲିଥିଲା ସ୍କୁଲ! ୩୫ ଛାତ୍ରଙ୍କୁ ୮ ଶିକ୍ଷକ ଓ ୪ କର୍ମଚାରୀ।

କନକ ବ୍ୟୁରୋ: ପିଲା ନଥିଲେ ଚାଲିଥିଲା ସ୍କୁଲ! ୩୫ ଛାତ୍ରଙ୍କୁ ୮ ଶିକ୍ଷକ ଓ ୪ କର୍ମଚାରୀ । ଏହି ଚିତ୍ର ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରର । ଲୋକସେବା ଭବନ ଠାରୁ ମାତ୍ର କେଇଶହ ମିଟର ଦୂରରେ ରହିଛି । ଯେଉଁଠି ନିଷ୍ପତି ହୋଇଥିଲା ୨୦ରୁ କମ୍ ପିଲା ଥିବା…

ପିଲାଙ୍କୁ ପଢ଼ିବା ପାଇଁ ମିଳିଛି ସ୍କୁଲ, ସ୍କୁଲ ଆଗରେ ଝୁଲୁଛି ତାଲା। ଶିିକ୍ଷା ଅଧିକାର ଆଇନର ଖୋଲା ଉଲ୍ଲଙ୍ଘନ!

କନକ ବ୍ୟୁରୋ: ପିଲାଙ୍କ ଶୈଶବରେ ସୁନେଲି ସ୍ୱପ୍ନ ବୁଣିବା ଆଶା, ବାପା-ମା’ ଏବଂ ଅବିଭାବକଙ୍କୁ ଆଜି ଘରୋଇ ସ୍କୁଲରେ ଆଗରେ ଛିଡ଼ା କରିଦେଇଛି । ଶିକ୍ଷା ଅଧିକାର ହୋଇଛି ସତ, ଆର୍ଥିକ ଅନଗ୍ରସର ପରିବାରର ପିଲାଙ୍କୁ ଘରୋଇ ସ୍କୁଲରେ ପାଠ ପଢ଼ିବାର ସୁଯୋଗ ରହିଛି ସତ । କିନ୍ତୁ ବ୍ୟବସ୍ଥାରେ ଥିବା…