Daily Archives

April 28, 2023

ଆକାଶପଥରୁ ମିଜାଇଲ,ରକେଟ ମାଡ଼୍। ୟୁକ୍ରେନ ଉପରେ ରୁଷର ଘମାଘୋଟ ଆକ୍ରମଣ।

କନକ ବ୍ୟୁରୋ: ପୁଣି ଥରେ ରକ୍ତରଂଜିତ ହୋଇଛି ୟୁକ୍ରେନମାଟି । ହଠାତ ଯେତେବେଳେ ୟୁକ୍ରେନର କିଭ, ଡିନପ୍ରୋ, ଉମାନ କ୍ରେମଚୁଂଙ୍କ, ମେକାଲାଇବ ସହର ଉପରେ ଆଖିବୁଜା ମିସାଇଲ ମାଡ କରିଥିଲା ରୁଷ ସେତେବେଳେ ଏମିତି କିଛି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି । କେବଳ ମିଜାଇଲ ନୁହେଁ ରକେଟ ମାଡରେ…

ପାଖଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ସରଗରମ ହେଉଛି ରାଜ୍ୟ ରାଜନୀତି।

କନକ ବ୍ୟୁରୋ: ଭୋଟ ପାଇଁ ଏହାକୁ ନାଟକ କହିପାରିବା କିମ୍ବା ଭୋଟ ପାଇଁ ଏହା ବଳକଷାକଷି ହୋଇପାରେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଯେତିକି ପାଖଉଛି ସେତିକି ବିଗୁଡୁଛି ବରିଷ୍ଠ ରାଜନେତାଙ୍କ ବୟାନ । ପୂର୍ବରୁ କୁଜିନେତାଙ୍କ ବିବାଦୀୟ ବୟାନ ଶୁଣିବାକୁ ମିଳୁଥିଲା ଏବେ କିନ୍ତୁ ଦଳର ବରିଷ୍ଠ…

ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ସୂରଜଙ୍କୁ କ୍ଲିନଚିଟ୍। ଅଭିନେତାଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ ସିବିଆଇ କୋର୍ଟ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ୧୦ ବର୍ଷ ପରେ ଆସିଛି କୋର୍ଟଙ୍କ ଫଇସଲା । ମୁମ୍ବାଇର ସ୍ପେଶାଲ ସିବିଆଇ କୋର୍ଟ ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରଛନ୍ତି । ୨୦୧୩ ଜୁନ ୩ତାରିଖରେ ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ ଜିଆ ଖାନ୍ । ମୁମ୍ବାଇ ଜୁହୁ…

ସୁଦାନରୁ ଫେରିଲେ ୬ଜଣ ଓଡ଼ିଆ। ବଖାଣିଲେ ଗୃହ ଯୁଦ୍ଧ ଭିତରୁ ମୁକୁଳି ଆସିବାର ଛାତିଥରା ଅନୁଭୂତି।

କନକ ବ୍ୟୁରୋ: ମୁଣ୍ଡ ଉପରେ ବନ୍ଧୁକ, ସୁଦାନରେ ଦିନକୁ ଦିନ ଭୟଙ୍କର ହେଉଥିବା ଗୃହଯୁଦ୍ଧ ଭିତରେ ପ୍ରତିମୁହୂର୍ତରେ ରହିଥିଲା ମୃତ୍ୟୁର ଭୟ । କେବେ କଣ ଘଟିବ, ତାକୁ ଆକଳନ କରିବା ଥିଲା ମୁସ୍କିଲ୍ । ୮ଘଂଟା ଧରି ଗନ୍ ପଏଣ୍ଟରେ ରହିଥିଲେ ବାଲେଶ୍ୱର ସୋର ଅଞ୍ଚଳର ଶିବପ୍ରସାଦ ଜେନା । ଭୁବନେଶ୍ୱର…

ମହିଳା ମାଓବାଦୀଙ୍କୁ ଦିଆଯାଉଛି ନିର୍ଯାତନା! ଚାଞ୍ଚଲ୍ୟକର ତଥ୍ୟ ରଖିଲେ ନବରଙ୍ଗପୁର ଏସପି ।

କନକ ବ୍ୟୁରୋ: ମାଓ କ୍ୟାମ୍ପରେ ଯୌନଶୋଷଣ ! ମହିଳା ମାଓବାଦୀଙ୍କୁ ଦିଆଯାଉଛି ନିର୍ଯାତନା! ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ନବରଙ୍ଗପୁର ଏସପି । ଛତିଶଗଡ଼ ମାଓ ହମ୍ଲା ଘଟଣା ପରେ ସୀମାନ୍ତରେ ଥିବା ଓଡ଼ିଶାର ୩ ଜିଲ୍ଲାରେ ଜୋରଦାର ହୋଇଛି ସର୍ଜ ଅପରେସନ୍ । ଆଉ ଠିକ୍ ଏହି ସମୟରେ ନବରଙ୍ଗପୁର…

ଗୁପ୍ତଧନ କଥା କହି ୬୨ ଲକ୍ଷ ଟଙ୍କା ଲୁଟ୍। ଧରାପଡ଼ିଲା ଠକ ତାନ୍ତ୍ରିକର ଚାଲବାଜି ।

କନକ ବ୍ୟୁରୋ: କୈଫିକ ଖାନ । ବୟସ ୨୭ । ନିଜକୁ ତାନ୍ତ୍ରିକ ଭାବେ ପରିଚୟ ଦିଅନ୍ତି । ହେଲେ ତାଙ୍କର ଅସଲ ବେଉସା ହେଲା ଲୋକଙ୍କୁ ସତମିଛ କହି ଲୁଟିବା । କଟକ ମଙ୍ଗଳବାଗର ଜଣେ ମହିଳାଙ୍କୁ ସତ ମିଛ କହି ଭୂତପ୍ରେତର ଭୟ ଦେଖାଇବା ସହ ଗୁପ୍ତଧନର ଲୋଭ ଦେଖାଇ ଲୁଟି ନେଇଛନ୍ତି ୬୨ ଲକ୍ଷ ଟଙ୍କା ।…