Daily Archives

April 2, 2023

ଇଟାଲୀରେ ‘ଇଂରାଜୀ’ ମନା ! କାହିଁକି ଏଭଳି ନିଷ୍ପତି ନେଲେ ଇଟାଲୀ ସରକାର?

କନକ ବ୍ୟୁରୋ: ଇଟାଲିରେ ‘ଇଂଲିଶ’ ମନା ! ଆପଣ ଏହା ଶୁଣିଲେ ଟିକିଏ ତାଜୁବ ହେବେ ସତ । କିନ୍ତୁ ଏହା ସତ । ଯେତେବେଳେ ସାରା ବିଶ୍ୱରେ ଅଧିକାଂଶ ଲୋକ ଇଂରାଜୀରେ କଥାବାର୍ତା କରୁଛନ୍ତି, ଆଉ ଯୋଗାଯୋଗ ପାଇଁ ଇଂଲିଶ ଗୋଟିଏ ବଡ ମାଧ୍ୟମ । ସେହି ସମୟରେ ଇଟାଲି ସରକାର ଏଭଳି ଏକ ନିଷ୍ପତି ନେଇଛନ୍ତି ।…

ନକଲି ସାର୍ଟିଫିକେଟ୍ ମାମଲା: ଡାଏରୀରୁ ସତ ବାହାର କରିବ କି କ୍ରାଇମବ୍ରାଞ୍ଚ?

କନକ ବ୍ୟୁରୋ: ଫେକ୍ ସାର୍ଟିଫିକେଟ୍ ମାମଲାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ କୋଚିଂ ସେଂଟରରେ ଚଢାଉ କରିଛି କ୍ରାଇମ୍ବ୍ରାଂଚ । ସକାଳେ ବଲାଙ୍ଗୀର ଥାନାରେ ପହଂଚିଥିଲା କ୍ରାଇମବ୍ରାଂଚର ୫ ଜଣିଆ ଟିମ୍ । ଥାନାରେ ପହଂଚି ପୋଲିସ ପାଖରୁ ତଦନ୍ତ ସଂପର୍କିତ ସମସ୍ତ କାଗଜପତ୍ର ନେଇଛି କ୍ରାଇମବ୍ରାଂଚ…

ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ସିନ ରିକ୍ରିଏସନ ହୋଇଛି । ଜାଣନ୍ତୁ ହତ୍ୟାପରେ କେମିତି…

କନକ ବ୍ୟୁରୋ : ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ୩ଟି ଜିଲ୍ଲାରେ ଚାଲିଛି ଖୋଳତାଡ଼ । ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାର ଚେର ଯାଏଁ ପହଂଚିବା ପାଇଁ ଜୋରଦାର ଚାଲିଛି ଛାନବିନ୍ । ଦୁଇ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ପୁଲିସ୍ ୩ ଦିନିଆ ରିମାଣ୍ଡରେ…

ବଢୁଛି ହରଡ଼ ଡାଲି ଦର, ୧୫ ଦିନରେ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି

କନକ ବ୍ୟୁରୋ : ଖାଇବା ଥାଳିରେ ଡାଲି ନହେଲେ ନଚଳେ । ବିଶେଷ କରି ହରଡ଼ ଡାଲିର ଚାହିଦା ସବୁଠୁ ବେଶୀ । କିନ୍ତୁ ଡାଲି ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡ଼ ଆଦି ରାଜ୍ୟରେ ଅଦିନିଆ ବର୍ଷା ଓ ଫସଲରେ ପୋକ ଲାଗିଯିବାରୁ ପ୍ରଭାବିତ ହୋଇଛି ଉତ୍ପାଦନ । ଆବଶ୍ୟକତାକୁ…

୪୩ ଲକ୍ଷ ଚାଷୀଙ୍କୁ ଉତ୍କଳ ଦିବସରେ ମିଳିଲା କାଳିଆ ଟଙ୍କା । ଚାଷୀଙ୍କ ଖାତାକୁ ଯାଇଛି ୮୭୭ କୋଟି ଟଙ୍କା

କନକ ବ୍ୟୁରୋ : ରାଜ୍ୟରେ ଚାଷୀଙ୍କ ଅବସ୍ଥା କିଭଳି ଅଛି, ତାର ଅନେକ ଚିତ୍ର ଆମ ପାଖକୁ ଆସେ । କେଉଁଠି ତଳି କିଣିବାକୁ ଚାଷୀଙ୍କ ପାଖରେ ଟଙ୍କା ନାହିଁ ତ କେଉଁଠି ସାରର ଅଭାବ ଯୋଗୁଁ ଚାଷୀ ଆନ୍ଦୋଳନ କରୁଥିବାର ଚିତ୍ର ସାମ୍ନାକୁ ଆସେ । କେଉଁଠି ଚାଷୀର ଧାନ ବିକ୍ରି ନ ହେଉଥିବା ଅଭିଯୋଗ ଆସେ ତ…

ମିଶନ ଶକ୍ତି ମାଧ୍ୟମରେ ଆଦିବାସୀ ମହିଳାଙ୍କ ମୁହଁରେ ଫୁଟିଲା ହସ, ଛେଳିପାଳନ କରି ଏବେ ହୋଇଛନ୍ତି ସ୍ୱାବଲମ୍ବୀ

କନକ ବ୍ୟୁରୋ : ଆଦିବାସୀ ଅଧ୍ୟୁଷିତ ଦୂର୍ଗମ ଅଞ୍ଚଳରେ ମିଶନଶକ୍ତି ପହଞ୍ଚି ଆଦିବାସୀ ମହିଳାଙ୍କ ମୁହଁରେ ହସ ଫୁଟାଇଛି । ସେମାନଙ୍କୁ ସ୍ୱାବଲମ୍ବି କରିବା ସହ ରୋଜଗାରକ୍ଷମ କରିପାରିଛି । ଯେଉଁଥିରେ ବେଶ୍ ଖୁଶି ଅଛନ୍ତି ଆଦିବାସୀ ମହିଳା । ରୋଜଗାର କରିବାର ଅନେକ ମାଧ୍ୟମ ରହିଛି । କେବଳ ଚାକିରି…