Daily Archives

April 14, 2023

ଗିନିଜ୍ ରେକର୍ଡ ବୁକରେ ଆସାମର ପ୍ରସିଦ୍ଧ ବିହୁ ନୃତ୍ୟ। ଏକକାଳୀନ ୧୧ହଜାରରୁ ଅଧିକ କଳାକାରଙ୍କ ନୃତ୍ୟ ପରିବେଷଣ ।

କନକ ବ୍ୟୁରୋ: ଗୋଟିଏ ସ୍ଥାନରେ ଏକାସାଙ୍ଗରେ ୧୧ ହଜାରରୁ ଅଧିକ ନୃତ୍ୟଶିଳ୍ପୀ ପରିବେଷଣ କଲେ ବିହୁ ନୃତ୍ୟ । ଡ୍ରମ ବାଜାର ତାଳେ ତାଳେ ପାଦ ଦେଇ ନାଚୁଥିବା ବେଳେ ଏହା ଏବେ ଗିନିଜ୍ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଗୁରୁବାର ଆସାମର ପାରମ୍ପରିକ ବିହୁ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା,…

ଚର୍ଚ୍ଚାରେ ଜମ୍ମୁ-କାଶ୍ମୀରର କୁନି ଝିଅ ସିରତ ନାଜ । ଭିଡିଓ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ସ୍କୁଲର…

କନକ ବ୍ୟୁରୋ: ଜମ୍ମୁ-କାଶ୍ମରର ଏକ କୁନି ଝିଅର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ବଡ଼ ଅନୁରୋଧ କରିଛନ୍ତି । କୁନି ଝିଅଟିର ନାଁ ହେଉଛି ସିରତ ନାଜ । ସେ ଜମ୍ମୁର କଠୁଆ ଜିଲ୍ଲାର ଲୋହାଇ ମଲ୍ଲାର ଗାଁରେ ରୁହନ୍ତି । ଭିଡିଓରେ ଝିଅଟି…

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି : ତାଲିକାରେ ବଲିଉଡ ଷ୍ଟାର କିଙ୍ଗ ଖାନ୍ ଓ ଫିଲ୍ମ ନିର୍ଦ୍ଦେଶକ ରାଜାମୌଲୀ।

କନକ ବ୍ୟୁରୋ: ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟରେ ରହିଛନ୍ତି ବଲିଉଡ କିଙ୍ଗ ଖାନ୍ ଶାହାରୁଖ ଓ ଫିଲ୍ମ ନିର୍ଦ୍ଦେଶକ ଏସ ଏସ ରାଜମୈଲୀ । ଏହି ତାଲିକାରେ ଶାହାରୁଖ ଓ ରାଜମୈଲୀଙ୍କ ବ୍ୟତୀତ ଭାରତୀୟ ଲେଖକ ସଲମାନ ରୁସିଦ ଓ ଟିଭି ହୋଷ୍ଟ ପଦ୍ମା ଲକ୍ଷ୍ମୀ ମଧ୍ୟ ସ୍ଥାନ ପାଇଛନ୍ତି ।…

ଚିନ୍ତା ବଢ଼ାଇଲା ଦ୍ରୁତ ସଂକ୍ରମଣ, ୧୧ ହଜାର ଟପିଲା ଦୈନିକ ସଂକ୍ରମଣ।

କନକ ବ୍ୟୁରୋ: ଦେଶରେ ପୁଣି ଥରେ ଭୟ ବଢାଉଛି କରୋନା ଭାଇରସର ଦ୍ରୁତ ସଂକ୍ରମଣ । ୧୦ ମାସ ପରେ ଦୈନିକ ସଂକ୍ରମଣ ୧୧ ହଜାର ଅତିକ୍ରମ କରିଥିବା ବେଳେ ସକ୍ରିୟ ସଂଖ୍ୟା ଏବେ ୫୦ ହଜାର ମୁହାଁ ହୋଇଛି । ସପ୍ତାହକ ପୂର୍ବରୁ ଦୈନିକ ସଂକ୍ରମଣ ୪ ରୁ ୫ ହଜାର ଆସୁଥିବା ବେଳେ ଗୁରୁବାର ଏହାର ହଠାତ୍ ବୃଦ୍ଧି…

ଉମେଶ ହତ୍ୟାକାଣ୍ଡରେ ଅତିକର ବଡ଼ ସ୍ୱୀକାରୋକ୍ତି । ଜେଲରେ ରହି ହତ୍ୟା ପାଇଁ ରଚିଥିଲା ଷଡ଼ଯନ୍ତ୍ର ।

କନକ ବ୍ୟୁରୋ: ଉମେଶ ପାଲ ହତ୍ୟାକାଣ୍ଡରେ ପୁଅ ଅସଦ ଓ ସୁଟର ଗୁଲାମକୁ ଏନକାଉଣ୍ଟର ପରେ ଭାଙ୍ଗିପଡ଼ିଛି ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ । ଅତିକ ସ୍ୱୀକାର କରିଛି ଯେ ସେ ହିଁ ହତ୍ୟା ପାଇଁ ରଚିଥିଲା ଷଡଯନ୍ତ୍ର । ରିମାଣ୍ଡ କପି ଅନୁସାରେ, ଅଭିଯୁକ୍ତ ଅତିକ ଅହମ୍ମଦ ଏପ୍ରିଲ ୧୨, ୨୦୨୩ରେ ପୋଲିସକୁ ବୟାନ…

ମହାବିଷୁବ ସଂକ୍ରାନ୍ତିରେ ସାରା ରାଜ୍ୟ ଉତ୍ସବ ମୁଖର: ନିଆଁରେ ଚାଲିଲେ ଭକ୍ତ, ଦେହରେ କଣ୍ଟା ଫୁଟାଇ ଭକ୍ତିର ନିଦର୍ଶନ…

କନକ ବ୍ୟୁରୋ: ଅଭୁତପୂର୍ବ ଉତ୍ସାହ । ଭକ୍ତି ଓ ନିଷ୍ଠାର ନିଆରା ନିଦର୍ଶନ । ମା’ଙ୍କ ଉପରେ ଥିବା ଆସ୍ଥା, ଶ୍ରଦ୍ଧାଳୁଙ୍କୁ କେତେ ଦମ୍ଭ, ବିଶ୍ୱାସ ଓ ଶକ୍ତି ଦେଇପାରେ ଇଏ ହେଉଛି ତା’ର ଚିତ୍ର । ଯାତ୍ରାରେ ମାନସିକଧାରୀ ଲୁହା କଂଟାରେ ଫୋଡ ଖାଇ ଖୁମ୍ବ ଉପରେ ଝୁଲୁଛନ୍ତି । ଶହଶହ ମାନସିକଧାରୀ…