Daily Archives

April 22, 2023

ଆଜି ମିଳିଲାନି ଇଣ୍ଟରନେଟ୍ ସେବା । ସମ୍ବଲପୁରରେ ଇଣ୍ଟରନେଟ୍ ସେବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ୧୨ ଘଣ୍ଟା ।

କନକ ବ୍ୟୁରୋ: ସମ୍ବଲପୁରରେ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ୧୨ଘଣ୍ଟା । ଆଜି ସନ୍ଧ୍ୟା ୬ଟାରୁ ମୋବାଇଲ ଇଣ୍ଟରନେଟ ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ସମ୍ବଲପୁର ସହରର ସ୍ଥିତିକୁ ଆଖିରେ ରଖି ଆହୁରି ୧୨ ଘଣ୍ଟା କଟକଣା ବଢାଇ ଦେଇଛି ପ୍ରଶାସନ । ଆସନ୍ତାକାଲି…

ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା । ଭୋଟରଙ୍କ ମନ ଜିଣିବାକୁ ବିଜେଡି, ବିଜେପି ଓ କଂଗ୍ରେସର ଉଦ୍ୟମ

କନକ ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ତାତି ଟିକିଏ କମିଥିଲେ ବି, ଝାରସୁଗୁଡ଼ାରେ ବଢ଼ିବାରେ ଲାଗିଛି ନିର୍ବାଚନୀ ଉଷ୍ଣତା । ଗରମ ଟିକେ କମିଥିବାବେଳେ, ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି, ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭୋଟରଙ୍କ ମନ…

ସରକାରୀ ଚାକିରିଆଙ୍କ ଅଦ୍ଭୁତ ବଦଳି ନୀତି । ବଡ ବାବୁଙ୍କୁ ମାଫ, ସାନବାବୁଙ୍କୁ ନାଲି ଆଖି ।

କନକ ବ୍ୟୁରୋ: ରାଜସ୍ୱ ବିଭାଗର ଏକ ଚିଠି ସ୍ୱାଭାବିକ ଭାବେ ସରକାରୀ ଚାକିରିଆଙ୍କ ବଦଳି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଠିଆ କରୁଛି । କୌଣସି କର୍ମଚାରୀ ଗୋଟିଏ କାର୍ଯ୍ୟାଳୟରେ ୩ବର୍ଷରୁ ଅଧିକ ସମୟ ଚାକିରି କରୁଥିଲେ ତାଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ପଦବୀ, ଶାଖା ଓ…

ଘର ପୋଡ଼ିଦେଲା ଘଡ଼ଘଡ଼ି । ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ବଜ୍ରପାତ । ଜଳିଗଲା ୬ ବାଇକ ଓ ଆସବାବପତ୍ର

କନକ ବ୍ୟୁରୋ: କିଛି ଦିନର ଅସହ୍ୟ ତାତି ପରେ କାଳବୈଶାଖୀ ଆଶ୍ୱସ୍ତି ଆଣିଦେଇଛି । ହେଲେ କାଳବୈଶାଖୀ ବର୍ଷା ଯୋଗୁଁ ହେଉଥିବା ବଜ୍ରପାତ ଯୋଗୁଁ ଧନଜୀବନ ହାନି ହେଉଛି । ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଏକ ଘର ଉପରେ ଘଡଘଡି ପଡିଥିଲା । ବଜ୍ରପାତ ପରେ ଘର ଆଗରେ ଥିବା ୬ଟି…

ଦିନରେ ଏତଲା, ରାତିରେ ମିଳିଲା ଫାଇଲ୍ । ମିଳିଲା ହଜିଥିବା ଶ୍ରୀମନ୍ଦିର ପ୍ରଶାସନର ଫାଇଲ୍ । ଆଇନ ବିଭାଗ ପାଇଥିବା ସୂଚନା…

କନକ ବ୍ୟୁରୋ: ଜଗନ୍ନାଥ ମନ୍ଦିରର ଫାଇଲ ହଜିବା ଓ ଥାନାରେ ଏତଲା ପରେ ପୁଣି ମିଳିବା, ଚର୍ଚ୍ଚାର ବିଷୟ ହୋଇଛି । ଫାଇଲ କେମିତି ହଜିଲା? ଯଦି ହଜିଥିଲା, କେଉଁଠି ଥିଲା ଆଉ ଥାନାରେ ଏତଲା ହେଉ ହେଉ କେମିତି ମିଳିଗଲା ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏଥିସହ ଫାଇଲ ପ୍ରକୃତରେ ହଜିଥିଲା ନା…

୧୨ ହଜାର ଟପିଲା ଦେଶରେ କରୋନା ଦୈନିକ କରୋନା ସଂକ୍ରମିତ ସଂଖ୍ୟା, ୮ରାଜ୍ୟକୁ ଚିଠି ଲେଖି ସର୍ତକ ରହିବାକୁ କହିଲା…

କନକ ବ୍ୟୁରୋ : ଦେଶରେ ବଢୁଛି କରୋନା ମାମଲା । ଗତ ୨୪ ଘଂଟାରେ ଦେଶରେ ୧୨ ହଜାର ୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୪୨ ଜଣ ପ୍ରାଣ ନେଇଛି କରୋନା ମହାମାରୀ । ମୃତକଙ୍କ ମଧ୍ୟରେ କେବଳ କେରଳରୁ ରହିଛନ୍ତି ୧୦ ଜଣ । ଏବେ ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ…