Daily Archives

April 10, 2023

ସମ୍ବଲପୁର ନକଲି ସାର୍ଟିଫିକେଟ ମାମଲାରେ ସାଂଘାତିକ ତଥ୍ୟ । ଇଂରାଜୀରେ ଦରଖାସ୍ତ ଲେଖିପାରୁନାହାନ୍ତି ଆଶାୟୀ ।

କନକ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରି ପାଇଲେ ଅବସ୍ଥା କଣ ହୁଏ, ତାର ଭୟଙ୍କର ଚିତ୍ର ଏବେ ସାମ୍ନାକୁ ଆସିଛି । ସମ୍ବଲପୁର ଡାକମଣ୍ଡଳ ଅଧିନ ଗ୍ରାମ ଡାକସେବା ପାଇଁ ୫ ଜଣ ଆଶାୟୀଙ୍କୁ ଇଂରାଜୀରେ ଦରଖାସ୍ତ ଲେଖିବାକୁ ଦିଆଯାଇଥିଲା । ହେଲେ ସେହି ଦରଖାସ୍ତ ଗୁଡିକ ତ୍ରୁଟିରେ ଭରି ରହିଥିଲା…

ଭାରତୀୟ ସେଲିବ୍ରିଟିଙ୍କ ବିଜନେସ୍ ହବ ପାଲଟିଛି ଟୁରିଷ୍ଟ ଡେଷ୍ଟିନେସନ୍ ଦୁବାଇ । ୨୦୨୩ ସୁଦ୍ଧା ୭ ଲକ୍ଷ କୋଟି ଛୁଇଁପାରେ…

କନକ ବ୍ୟୁରୋ : ସ୍ୱପ୍ନର ସହର ଦୁବାଇ । ଦୁବାଇ ସେହି ସହର, ଯେଉଁଠାରେ ଦୁନିଆର ପ୍ରାୟ ଅଧିକାଂଶ ବ୍ୟବସାୟୀ ଓ କୋଟିପତି ନିଜ ନିଜର ବ୍ୟବସାୟକୁ ବିସ୍ତାର କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏବେ ଦୁବାଇ ଭାରତୀୟ ସେଲିବ୍୍ରିଟିଙ୍କ ବିଜନେସ ହବ୍ ପାଲଟିଛି । ଗତ ତିନିବର୍ଷରେ ବଲିଉଡ ଷ୍ଟାର୍…

ଟଙ୍କା ଦିଅ ଚାକିରି ନିଅ । ରାସ୍ତା ଉପରେ ଚାଲିଛି ମୂଲଚାଲ୍ । ସୁନ୍ଦରଗଡ ମେଡିକାଲ କଲେଜରେ ଚାକିରି ପାଇଁ ହେଉଛି ଡିଲ୍ ।

କନକ ବ୍ୟୁରୋ: ଟଙ୍କା ଦିଅ ଚାକିରି ନିଅ । ପିଲାଙ୍କଠାରୁ ଟଙ୍କା ନେଇ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଉଛନ୍ତି ଦଲାଲ । ସୁନ୍ଦରଗଡ ଚାକିରି ବିକ୍ରି ଘଟଣାରେ ସାମ୍ନାକୁ ଆସିଲା ଡିଲ୍ ବେଳର ଦୃଶ୍ୟ । ନକଲି ଦସ୍ତଖତ, ଷ୍ଟାମ୍ପ ଓ ସରକାରୀ ଲୋଗୋ ବ୍ୟବହାର କରି ଚାକିରି ଆଶାୟୀଙ୍କ ଠାରୁ ଟଙ୍କା…

ଚର୍ଚ୍ଚାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଇଂରାଜୀ ‘ନକଲ’ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ…

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜର ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ସେ ଏକ ସ୍କୁଲର ଭିଜିଟର ବୁକରେ ନିଜର ଅନୁଭୂତି ବଖାଣିଛନ୍ତି । କିନ୍ତୁ ବଡ଼ କଥା ହେଉଛି ସେ…

ଭାରତର ଛୁଞ୍ଚି ମୁନ ଯେତିକି ଜାଗା ବି କେହି ନେଇପାରିବେନି । ଅରୁଣାଚଳ ଗସ୍ତକୁ ଚୀନର ବିରୋଧ ପରେ ଗର୍ଜିଲେ ଅମିତ ଶାହା

କନକ ବ୍ୟୁରୋ: ସୀମାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ । ପଡୋଶୀ ଚୀନ ଉପରେ ବର୍ଷିଲେ ଅମିତ ସାହା । ନାଲି ଆଖି ଦେଖାଇ କହିଲେ, ଭାରତ ମାଟିର ଇଞ୍ଚେ ବି ଯାଗା କେହି ନେଇପାରିବେ ନାହିଁ । ଅରୁଣାଚଳ ପ୍ରଦେଶ ଗସ୍ତରେ ଥିବା ଅମିତ ଶାହା ‘ଭାଇବ୍ରାଣ୍ଟ୍ ଭିଲେଜ’ କାର୍ଯ୍ୟକ୍ରମରେ ଯୋଗଦେଇ…

ଦେଶରେ ବଢୁଛି କରୋନା ସଂକ୍ରମଣ, ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦେଶରେ ବଢିଚାଲିଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୫ହଜାର ୮ଶହ କରୋନା ସଂକ୍ରମଣ ରେକର୍ଡ କରାଯାଇଛି । ଦୈନିକ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ସତର୍କବାଣୀ ଶୁଣାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆ ଆଂଚଳିକ…