Daily Archives

April 11, 2023

ଏପ୍ରିଲ ୧୨ରୁ ଏପ୍ରିଲ ୧୬ ଯାଏଁ ସ୍କୁଲ ଛୁଟି । ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲଠୁ ରାଜ୍ୟରେ ନବ୍ଦ ରହିବ ସମସ୍ତ ସ୍କୁଲ । ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୨ ତାରିଖରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ…

ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଆସିଛି ବଡ ଖବର । ଋଷକୁ ୪୦ ହଜାର ରକେଟ ପଠାଇବ ଇଜିପ୍ଟ ।

କନକ ବ୍ୟୁରୋେ : ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଆସିଛି ବଡ ଖବର । ଋଷକୁ ୪୦ ହଜାର ରକେଟ ପଠାଇବ ଇଜିପ୍ଟ । ରକେଟ୍ ସହ ଅନ୍ୟାନ୍ୟ ଗୁଳାବାରୁଦ, ଅସ୍ତ୍ରଶସ୍ତ୍ର ପଠାଇବା ନେଇ ଲିକ୍ ହୋଇଥିବା ଆମେରିକା ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳିଛି । ଏନେଇ ଇଜିପ୍ଟ ରାଷ୍ଟ୍ରପତି ଆବଡେଲ ଫତାହ ଇଆ-ସିସି ଦେଶର…

ବ୍ଲାକମେଲ ମାମଲାରେ ଗିରଫ ଅର୍ଚ୍ଚନା ନାଗଙ୍କୁ ଜାମିନ ଦେଲେ ହାଇକୋର୍ଟ: ବେଲ୍ ମିଳିବା ପରେ ବି ଜେଲରେ ରହିବେ ଅର୍ଚ୍ଚନା

କନକ ବ୍ୟୁରୋ: ଲେଡି୍ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ତେବେ ଅର୍ଚ୍ଚନାଙ୍କୁ…

ଛାଡପତ୍ରକୁ ନେଇ କଲିକତା ହାଇକୋର୍ଟଙ୍କ ବଡ ରାୟ । କହିଲେ ବାପା, ମାଆଙ୍କ ଠାରୁ ଅଲଗା ରହିବାକୁ ସ୍ତ୍ରୀ ବାଧ୍ୟ କରୁଥିଲେ…

କନକ ବ୍ୟୁରୋ : ଛାଡପତ୍ରକୁ ନେଇ କଲିକତା ହାଇକୋର୍ଟଙ୍କ ବଡ ରାୟ । ବାପା, ମାଆଙ୍କ ଠାରୁ ଅଲଗା ରହିବାକୁ ସ୍ତ୍ରୀ ବାଧ୍ୟ କରୁଥିଲେ ଛାଡପତ୍ର ଦେଇପାରିବେ ସ୍ୱାମୀ । ଏକ ଛାଡପତ୍ର ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ପୁଅ ବାପା, ମାଆଙ୍କ ଯତ୍ନ ନେବା ଏବଂ ତାଙ୍କ ସହ ରହିବା ଭାରତୀୟ…

ଛାଡପତ୍ର ହେଲେ ବଢିବ ପାରିବାରିକ ସମସ୍ୟା? ପିଲାଙ୍କୁ ନେଇ ବଢିବ କି ସମସ୍ୟା?

କନକ ବ୍ୟୁରୋ: ପିତାମାତାଙ୍କୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଅନେକ ବାର ମନୋମାଳିନ୍ୟ ଖବର ସାମ୍ନାକୁ ଆସୁଛି । ଏଭଳି ସମୟରେ କଲିକତା ହାଇକୋର୍ଟଙ୍କ ଏ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଏବେ ଚର୍ଚ୍ଚାର ବିଷୟ ହୋଇଛି । କୋର୍ଟ କହିଛନ୍ତି , ପିତାମାତାଙ୍କ ଠାରୁ ପୁଅକୁ ଦୂରେଇ ପାରିବେ ନାହିଁ ସ୍ତ୍ରୀ ।…

ଛେନାପୋଡ଼ରେ ମହକିଲା ସାରା ଓଡ଼ିଶା । ସବୁଠି ପାଳିତ ହେଲା ଛେନାପୋଡ଼ ଦିବସ  । ଜିଆଇ ମାନ୍ୟତା ପାଇଁ ଉଠିଲା ସ୍ୱର 

କନକ ବ୍ୟୁରୋ: ଛେନାପୋଡ ଓଡିଶାର ଏକ ସ୍ୱତନ୍ତ୍ର ମିଠା ।  ସ୍ୱାଦରେ ଯେମିତି ମନଲୋଭା, ଉତ୍ପତ୍ତିର କାହାଣୀ ବି ଠିକ୍ ସେମିତି ନିଆରା । ନୟାଗଡ ଜିଲ୍ଲାରେ ଉତ୍ପତି ହୋଇଥିବା ଏହି ମିଠା ଏବେ ସାରା ରାଜ୍ୟରେ ତିଆରି ହେଉଛି । ଘରେ ଘରେ ସଭିଙ୍କ ପସନ୍ଦ ପାଲଟିଥିବା ଛେନାପୋଡକୁ ବିଶ୍ୱ ଦରବାରରେ…