ବିବାଦ ପରେ ବଦଳିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତୀର ସ୍ୱରୂପ: ବିଲାତି ପୋଷାକ ବଦଳରେ ଧୋତି…
କନକ ବ୍ୟୁରୋ: ସମାଲୋଚନା ପରେ ଚେତିଲା ଅନୁଗୁଳ ପ୍ରଶାସନ । ବିବାଦ ପରେ ବଦଳିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିର ସ୍ୱରୂପ । ଅନୁଗୁଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କରେ ହୋଇଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତିରେ ବେକଚିପା ସାର୍ଟ, ପାଦରେ ବୁଟ୍ ଓ ପ୍ୟାଂଟ…