Daily Archives

April 17, 2023

ଜାତିଭିତିକ ଜନଗଣନା ଦାବି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

କନକ ବ୍ୟୁରୋ: ଜାତିଭିତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏହି ଚିଠିକୁ କଂଗ୍ରେସର ଅଫିସିଆଲ ଟୁଇଟର ପେଜରେ ମଧ୍ୟ ଦଳ ସେୟାର କରିଛି । ଚିଠିରେ ଖଡ଼ଗେ ଲେଖିଛନ୍ତି ପ୍ରତି ଦଶ ବର୍ଷରେ ହେଉଥିବା ଜନଗଣନା ହୁଏ…

ଫେମିନା ମିସ୍ ଇଣ୍ଡିଆ ୨୦୨୩ ହେଲେ ନନ୍ଦିନୀ ଗୁପ୍ତା। ଚାଷୀ ପରିବାରର ଝିଅ ହେଲେ ମିସ୍ ଇଣ୍ଡିଆ।

କନକ ବ୍ୟୁରୋ: ଘୋଷଣା ହୋଇଛି ଫେମିନା ମିସ୍ ଇଣ୍ଡିଆ ୨୦୨୩ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରାଜସ୍ଥାନର ନନ୍ଦିନୀ ଗୁପ୍ତା ହୋଇଛନ୍ତି ଫେମିନା ମିସ୍ ଇଣ୍ଡିଆ ୨୦୨୩ । । ମଣିପୁରର ଆୟୋଜିତ ୫୯ ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯାଗିତାରେ ଟାଇଟଲ ଜିତିଛନ୍ତି ନନ୍ଦିନୀ । ଦେଶର ୫୯ ତମ ମିସ୍…

ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ପ୍ରସଙ୍ଗ। ପ୍ରଶ୍ନ ଉଠାଇ ଫଶିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ ଏବେ ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜରାଟ କୋର୍ଟ କେଜ୍ରିୱାଲଙ୍କୁ ସମନ ପଠାଇ ହାଜର ହେବାକୁ କହିଛନ୍ତି । ମେ ୨୩ରେ ଉଭୟ ଅରବିନ୍ଦ କେଜ୍ରିୱାଲ ଓ ଦଳର ସାଂସଦ ସଂଜୟ…

ଏଣିକି ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟ କର୍ମୀ। ସ୍ୱାସ୍ଥ୍ୟ ସେବାରେ ଲାଗିଲା ‘ଏସମା’

କନକ ବ୍ୟୁରୋ: ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାରେ ଏସମା ବା ଅତ୍ୟାବଶ୍ୟକ ସେବା ଆଇନ ଲାଗୁଛନ୍ତି । ଏହି ସମୟରେ ନର୍ସ, ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ଉପରେ ଲାଗିଛି ରୋକ୍ । ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନଙ୍କ ଉପରେ ମଧ୍ୟ ଏହି କଟକଣା ଲାଗୁ କରାଯାଇଛି । ସ୍ୱାସ୍ଥ୍ୟ କର୍ମୀଙ୍କ ଏହି କାମଛାଡ…